ଜାତୀୟ କୃମିନାଶକ ଦିବସ ପାଳନ

3

ପଦ୍ମପୁର(ଶାସକ ପ୍ରଶାସକ) :ପଦ୍ମପୁର ଉପଖଣ୍ଡ  ତଥା ସମସ୍ତ ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡି ସେଣ୍ଟର ଓ ସମସ୍ତ ସ୍କୁଲ ମାନଙ୍କରେ  ଜାତୀୟ କୃମିନାଶକ ଦିବସ ଭାବେ ପାଳନ କରାଯାଉଛିା ପ୍ରତିବର୍ଷ ଭଳି ବରଗଡ ଜିଲ୍ଲା ର ସବୁଠାରୁ  ବଡ ଅଞ୍ଚଳ  ପାଇକମାଳ ବ୍ଳକ ରେ ବିବେଚନା ହେଉଥିବା ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୬ ଗୋଟି ସବ୍ ସେଣ୍ଟର ରେ କାର୍ଯ୍ୟରତ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ପାଇକମାଳ ବ୍କକ ଅଧିନରେ ଥିବା ୧୯୧ ସ୍କୁଲ ର ଶିକ୍ଷକ ଏବଂ ୨୦୧ ଟି ଅଂଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି । ପୃଷ୍ଟି ହିନତା,ରକ୍ତ ହିନତା ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟା ଯେଉଁ ପିଲାମାନେ ଆଜି କୌଣସି କାରଣ ରୁ ଆଲମେଣ୍ଡାଜଲ୍ ବଟିକା ଖାଇ ପାରିନାହାନ୍ତି ସେମାନେ ଆସନ୍ତା ୧୭ ତାରିଖ ଦିନ ଉକ୍ତ କୃମିନାଶକ ବଟିକା ଖାଇପାରିବେ ବୋଲି ପିଏଚଇଓ  ତୁଷକୁମାର ଚନ୍ଦ୍ରକାର ଙ୍କ ଠାରୁ ପ୍ରକାଶ ଇତ୍ୟଅବସର ରେ ଡଃ ସୁଦିପ୍ତ କୁମାର ସାହୁ,ବରିଷ୍ଠ ପରିଦର୍ଶକ ରବିନ୍ଦ୍ର ମୋହନ ଦାଶ,ବିପିଓ ବିଜୟ କୁମାର ସରାପ୍,ବିଡିଏମ୍ ସଂଜିବ ମେହେର,ମହିଳା ପରିଦର୍ଶିକା ପାନଂଚାଳୀ ସୁନା,ମେରିୟମ କୁଲୁ ଓ ଜାହ୍ନବୀ କିଶାନ ସାମିଲ ହୋଇଥିଲେ

Leave A Reply

Your email address will not be published.