ଜିଲ୍ଲାସ୍ତରୀୟ  ଶିଶୁ ଅଧିକାର ପାଇଁ   ଶପଥ ପାଠ ।

 ହରଭଙ୍ଗା /ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ   ଲୋକ କଳା ବିକାଶ କେନ୍ଦ୍ର ,  ୟୁନିସେଫ୍ ( UNICEF ) , ପିକକ ( PECUC ) , ଓଏସିଆର୍ ( OACR ) ,  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର (OSCPCR ) ମିଳିତ ଆନୁକୁଲ୍ୟରେ ରେ ଲୋକ କଳା ବିକାଶ କେନ୍ଦ୍ର…

ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ସଂସ୍ଥା…

୨୭ତମ କ୍ଲାସିକ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ 

(ଆଠମଲ୍ଲିକ /ସନ୍ତୋଷ ମେହେର ):ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ  କିଆକଟା ଗ୍ରାମରେ ୨୭ତମ କ୍ଲାସିକ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଯାଇଛି I ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି   ଭାବରେ ଯୁବ ସମାଜସେବୀ ମନୋଜ କର୍ଣ୍ଣ, ଦେବଦତ୍ତ ପ୍ରଧାନ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ…

ବଡ଼ବିଲରେ ଜାତୀୟ ପ୍ରେସ ଦିବସ : ଜାତୀୟ ସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ କଲା…

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା  ଉପରେ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି…

 “ସୁରଭି-୨୦୧୯’ରେ ପତାଣ୍ଡ ହାଇସ୍କୁଲ ସମ୍ବର୍ଦ୍ଧିତ: ଅଭିନନ୍ଦନ ଜଣାଇଲେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର,(ଶାସକ ପ୍ରଶାସକ): ୟୁନିଟ୍-୯ ବାଳକ ଉଚ୍ଚବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁମହୋତ୍ସବ "ସୁରଭି୨୦୧୯' ଅବସରରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ପତାଣ୍ଡ ଏକ ମାତ୍ର ହାଇସ୍କୁଲ ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଗତକାଲି ପୁରସ୍କୃତ…

ସାମ୍ବାଦିକ କଲ୍ୟାଣ ପାଇଁ ସରକାର ନେବେ ଗୁରୁତ୍ୱପୂର୍ଣ ପଦକ୍ଷେପ 

ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଉପରେ ଗୁରୁଦାୟିତ୍ୱ  ଭୁବନେଶ୍ୱର: ସୂଚନା ଲୋକସମ୍ପର୍କ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ସହ ସାମ୍ବାଦିକମାନଙ୍କ କଲ୍ୟାଣ ପ୍ରସଙ୍ଗରେ ସ୍ୱତନ୍ତ୍ର ଦାୟିତ୍ୱ ନ୍ୟସ୍ତ ହେବାପରେ ବରିଷ୍ଠ ସାମ୍ବାଦିକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମାନସ…

ସମ୍ବାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ତର୍ଜମାବିହୀନ ସମ୍ବାଦ ପରିବେଷଣ  ବାଞ୍ଛନୀୟ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରିପାରିବ: ସଚିବ ସଞ୍ଜୟ ସିଂ  ଭୁବନେଶ୍ୱର(ଶାସକ ପ୍ରଶାସକ): ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏା ସତ୍ୟଶୀଳ, ନିରପେକ୍ଷ ଓ…

ଜିଲ୍ଲାରେ ଥିବା ସମସ୍ତ ଶିଶୁଯତ୍ନ ଅନୁଷ୍ଠାନଙ୍କୁ  ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉପକରଣ ବଣ୍ଟନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ ଦୀପାବଳୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କୁ ପରିଦର୍ଶନ କରିବା ପରେ ସେଠାକାର କିଛିଟା ଅଭାବୀ ଦେଖି ପ୍ରତି ଜିଲ୍ଲାରେ ଥିବା ଏହିଭଳି ଶିଶୁଯତ୍ନ ଅନୁଷ୍ଠାନ ଗୁଡିକ ପାଇଁ  ୧୦ ଲକ୍ଷ ଟଙ୍କାର ଅନୁଦାନ ରାଶି…

 ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଦିବସ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଭାରତ ସ୍ୱାଧିନତା ସଂଗ୍ରାମରେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସ୍ମୃତିଚାରଣ ପାଇଁ ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ରଙ୍କ ସଭାପତିତ୍ୱରେ…

 ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ କର୍ମଶାଳା: ପ୍ରଶିକ୍ଷଣ କର୍ମନିଯୁକ୍ତି ପାଇବାକୁ ୩୫୦ ଯୁବକ ଯୁବତୀ ମନୋନୀତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡିଶା ଜୀବିକା ମିଶନ ଓ ଓରମାସର ମିଳିତ ଆନୁକୂଲ୍ୟରେ ଓଡଗାଁ ଇନ୍ଡୋରଷ୍ଟାଡିୟମରେ ଦକ୍ଷତା ବିକାଶ ଓ ରୋଜଗାର ସହାୟତା ନିମନ୍ତେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ କର୍ମଶାଳା ଅନୁଷ୍ଠିତ  ହୋଇଥିଲା । ଗ୍ରାମାଂଚଳର ୧୮ରୁ ୩୫ବର୍ଷ ବୟସର ବେରୋଜଗାରୀ ଯୁବକ…