Sign in
Sign in
Recover your password.
A password will be e-mailed to you.
ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ
ମେଲଛାମୁଣ୍ଡା/ମନୋଜ ଭୋଇ : ଶନିବାର ଦିନ ବରଗଡ ଜିଲ୍ଲା ମେଲଛାମୁଣ୍ଡା କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା…
ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି ଘର ଛାଡ଼ିଥିଲା ନାବାଳିକା
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସାକେରୀ ଗ୍ରାମରୁ ୯ମାସ ପୂର୍ବେ ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି ନିଖୋଜ ହୋଇଥିବା ଜଣେ ନାବାଳିକାକୁ ଓଡଗାଁ ପୋଲିସ ଆଜି ଉଦ୍ଧାର କରି କୋର୍ଟରେ ହାଜର କରିଥିଲେ । ଓଡଗାଁ ପୋଲିସ ନାବାଳିକାଟିର ବୟାନ ରେକର୍ଡ ପରେ ତାକୁ ତା ବାପା ମାଙ୍କୁ…
ପ୍ରାଣୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ପୃଥିବୀ ପୃଷ୍ଠା ରେ ଜିବଜଗତର ପ୍ରତ୍ୟେକ ପ୍ରାଣୀ ସୁରକ୍ଷିତ ଭାବେ ବଂଚି ରହିବାର ଅଧିକାର ରହିଛି । ଜୈବ୍ୟ ବିବନ୍ଧନ ଯୋଗୁଁ ତାହା ନିୟନ୍ତ୍ରିତ ହୋଇଥାଏ । ଖାଦ୍ୟ ଏବଂ ଖାଦକ ସନ୍ତୁଳନରେ ବାଧା ଉପୁଜିଲେ ସମସ୍ୟା ସୃଷ୍ଟିହୁଏ । ସମ୍ପ୍ରତିକ ସମୟରେ ପୃଥିବିରେ…
ଏନଏସି ମାନ୍ୟତା ଦାବି ରେ ସିନାପାଲି ବନ୍ଦ ଡାକରା
ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ସହରକୁ NAC ମାନ୍ୟତା ଦାବି ପାଇଁ ଆଜି ସମ୍ପୂର୍ଣ ବନ୍ଦ ଡାକରା ଦିଆ ଯାଇଛି !ଆଜି ଆନ୍ଦୋଳନ କୁ ଜୋରଦାର ଏବଂ ସମ୍ପୂର୍ଣ ସଫଳ କରିବା ପାଇଁ ନାଗରିକ କମିଟି ଆହ୍ୱାନ ରେ ଗୁରୁବାର ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି…
ହାତୀ ଆକ୍ରମଣ ରେ ଚାଷୀ ମୃତ
ଵଲାଙ୍ଗିରରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର /ଆଗଲପୁରରୁ ସୁଶିଲ କୁମାର ବିଶ୍ବାଲ : ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁ ରେ ହାତୀ ଆକ୍ରମଣରେ ଆଜି ଜଣେ ଚାଷୀ ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶ୍ୱାଲ ।
ଆଠ ଦଶଦିନ ହେବ ଏ ଅଞ୍ଚଳରେ…
କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ
ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ରୋୟାଲ ପ୍ଳେସ୍ ସଭାଗୃହଠାରେ ଶନିବାର କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହା ସମାରୋହ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ…
ମୟୂରଭଞ୍ଜରେ ଗଡ଼ିଲା ପୋଷ୍ୟ ସନ୍ତାନ ସଚେତନତା ରଥ
ବାରିପଦା(ଦିଲ୍ଲୀପ ମହାନ୍ତି )- ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ପୋଷ୍ୟ ସନ୍ତାନ ଗ୍ରହଣ ସପ୍ତାହ ପାଳନ କରାଯାଉଥିବା ଅବସରରେ ମୟୂରଭଞ୍ଜରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଜନ ସଚେତନତା ରଥ ସମସ୍ତ ବ୍ଲକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭ୍ରମଣ କରିବା କାର୍ଯ୍ୟକ୍ରମ…
ସତରେ : ଠିକାଦାର କଲପ୍ରିଟ, ପିସିଖିଆ ଯନ୍ତ୍ରୀ ଭଦ୍ରଲୋକ !!
ଚର୍ଚ୍ଚାରେ ପିଏମଜିଏସବାଇ ମୁଖ୍ୟଯନ୍ତ୍ରୀଙ୍କ ଚିଠି: ଆନ୍ଦୋଳନରତ ଠିକାଦାରଙ୍କୁ କହିଲେ ଅପରାଧି
ଉଦବେଗ ପ୍ରକାଶ କଲା ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ
ଆରଡ଼ି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏମଜିଏସୱାଇ ମୁଖ୍ୟଯନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ …
କଂଗ୍ରେସ ଓ ରାହୁଳ ଗାନ୍ଧୀ କ୍ଷମା ମାଗନ୍ତୁ – ବିଜେପି ଯୁବ ମୋର୍ଚ୍ଚା
ବାରିପଦା(ଦିଲ୍ଲୀପ ମହାନ୍ତି )- କଂଗ୍ରେସ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ କ୍ରୟରେ ଘୋଟାଲା ହୋଇଥିବାର ଅଭିଯୋଗ ଆଣି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୌକିଦାର ଚୋର ହେ କହି ସିଧାସଳଖ ଭାବେ ଟାର୍ଗେଟ କରି ଆସୁଥିବା ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ପକ୍ଷରୁ ରାଫେଲ ଯୁଦ୍ଧ…
ଯେତେବେଳେ ଯାହା ସମସ୍ୟା ଦେଖାଦେଉଛି , ସାମ୍ବାଦିକ ମାନେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ଉଚିତ : ଜିଲ୍ଲାପାଳ…
ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ କାର୍ଯ୍ୟକ୍ରମ…