ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଠାରେ ରୋଜଗାର ମେଲା

8

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଠାରେ ରୋଜଗାର ମେଲା ଅନୁଷ୍ଠିତ ହୋଇଥିଲା। ସେଥିରେ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ସେଥିରୁ ୧୧୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିଲେ। ଏହି  ରୋଜଗାର ମେଳାରେ Sltechnology, 360 Technology, Telephony, Anazon ଇତ୍ୟାଦି  କମ୍ପାନୀ ଆସି ଚୟନ ପ୍ରକ୍ରିୟା ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେଣ୍ଟର ମେନେଜର ଦୀପକ କୁମାର ସାହୁ, sopc ଜ୍ଞାନରଞ୍ଜନ ରାଓ, ବିଭୁ ପ୍ରସାଦ ସାହୁ, ପ୍ରଶାନ୍ତ କୁମାର ଦୋରା, ପୂଜା ସାହୁ, ବୀଣାପାଣି ପ୍ରଧାନ, ରଜତ ଚନ୍ଦ୍ର ମେହେର, ଦେବାଶିଷ ପ୍ରଧାନ,କୃଷ୍ଣ ଚନ୍ଦ୍ର ସାହୁ, ଗଗନ ପ୍ରଧାନ ଇତ୍ଯାଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.