Sign in
Sign in
Recover your password.
A password will be e-mailed to you.
କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚାଲାଣ ସମ୍ପର୍କରେ ସଚେତନତା କରାଇବା ପାଇଁ ଆଜି ଧର୍ମଗଡ ପୋଲିସ ଦ୍ୱାରା ପରୀ ପାଇଁ କଥା ଟିଏ କାର୍ଯ୍ୟକ୍ରମ ଆଇ ଆଇ ସି ଦାମୁ ପରଜା ଙ୍କ ଅଧ୍ୟକ୍ଷତାରେ ବିଜୁ କଲ୍ୟାଣି ମଣ୍ଡପ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇ…
ନାଉଗାଁ ବ୍ଲକର ୮ମ ପଂଚାୟତ ସମିତି ବୈଠକ
ଜଗତସିଂହପୁର:(ରମେଶ ମହାନ୍ତି)- ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୮ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ସଭାପତିତ୍ୱ କରିଥିଲେ।ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ…
ଜଗତସିଂହପୁର:ନାରୀକେଳ ଚାଷ ସମ୍ପର୍କିୟ ଜିଲ୍ଲା ସ୍ତରୀୟ କର୍ମଶାଳା
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଟାଉନହଲ୍(ନିମାଇଁ ଭବନ)ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓରମାସ୍ ଆନୁକୁଲ୍ୟରେ ବୈଗ୍ୟାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରିକେଳ ସଂମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି…
କୃତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କଲା ଜେକେ ପେପର ମିଲ
ରାୟଗଡା( ସରୋଜ କୁମାର ସାହୁ) ଏସିଆ ମହାଦେଶର ସର୍ବ ବୃହତ ଜେକେ କାଗଜ କଳ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଜେକେ କାଗଜ କଳରେ କାମ କରୁଥିବା ଶ୍ରମିକ ଠାରୁ ଅଫିସର ପର୍ଯ୍ୟନ୍ତ ଯେଉଁ ପିଲା ମାନେ ୬୦…
ନିଶା ବ୍ୟବସାୟୀଙ୍କ ନିଦ ହଜେଇ ଦେଇଛି ବରଗଡ଼ ପୋଲିସ
ବରଗଡ :-ଜିଲ୍ଲାର ଯୁବସମାଜ କୁ ନିଶା ଗ୍ରସ୍ତ କରାଇ ନିଜର ପକେଟ ଭରୁଥିବା ନିଶା ବ୍ୟବସାୟୀ ଙ୍କର ପାଇଁ ବରଗଡ଼ ପୋଲିସ ବର୍ତମାନ କାଳ ସାଜିଛି । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଜିଲ୍ଲା ପୋଲିସ ତରଫରୁ ଅବୈଧ ନିଶା ବ୍ୟବସାୟୀ ବ୍ୟାପକ ଭାବରେ ଚଢ଼ାଉ ଜାରି ରହିଛି । ଏହି…
ମାଟି କାଦୁଆରେ ଲୋକଙ୍କ ସହ ମିଶି ତଳି ରୋଇଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଯେ କୋଣସି କାର୍ଯ୍ୟ ପୁରଣ କରିବା ପାଇଁ ମନ ଭିତରେ ଆଶା ଓ ଆକାଂକ୍ଷା ଭରି ରହିଲେ ତାହା କାର୍ଯ୍ୟରେ କରି ଦେଖାଇବା ପାଈଁ ମନ ଭିତରେ ନିଶ୍ଚିତ ଆଗ୍ରହ ସୃଷ୍ଟି କରିଥାଏ । ଏଥିପାଇଁ ସେତିକି ବେଳେ ନିଜର ବ୍ୟକ୍ତିତ୍ୱ କି ପଦ-ପଦବୀରେ ଥିଲେ ମଧ୍ୟ…
କାଶୀନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ତିରୁପତି :: ନଦୀର ଉପର ମୁଣ୍ଡରେ ଏକ ମେଗାଜଳସେଚନ ପ୍ରକଳ୍ପ ନିର୍ମାଣ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ , ଗତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିବା କାଶୀନଗର ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ସବୁ ବୁଲି ଦେଖିଥିଲେ ସ୍ବାଭିମାନ ମଞ୍ଚର ମୁଖ୍ୟ ତଥା ହାଇ-ଟେକ୍ ମେଡ଼ିକାଲ କଲେଜର (ଗ୍ରୁପ)ଅଧ୍ୟକ୍ଷ ଡ଼ଃ ତିରୁପତି…
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।…
ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ – ଧର୍ମେନ୍ଦ୍ର…
ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସୁନିଶ୍ଚିତ କରିବା ପ୍ରଧାନମବୀ ମୋଦିଙ୍କ ପ୍ରାଥମିକତା ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ…
ଦୁଃଖ ଦେଇଗଲେ ଗଲେ ଦୟାନିଧି
୯୪ ବର୍ଷ ବୟସରେ ଆଖି ବୁଜିଦେଲେ ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକଶ୍ରଦ୍ଧା ସୁମନ ଅର୍ପଣ କଲେ ମନ୍ତ୍ରୀ ଶୁଶାନ୍ତ ସିଂ, ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦାୟୀ ଗାର୍ଡ ଅଫ ଅନର
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀପୀଠ ପାଣିମୋରା ଗା୍ରମର ସ୍ୱାଧୀନତା…