Sign in
Sign in
Recover your password.
A password will be e-mailed to you.
ଇନ୍ଦ୍ରପୂଜା ଅବସରରେ କଲେ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ଗତ ସପ୍ତାହ ଧରି ଚାଲିଥିବା ବେଙ୍ଗ ବେଙ୍ଗୁଲି ପୂଜା ସଂପର୍ଣ୍ଣ ହୋଇଛି । ପଣ୍ଡିତ ଗୌରାଙ୍ଗ ପଣ୍ଡାଙ୍କ ପୌରହିତ୍ୟରେ ଅନୁÂିତ ପୂଜା କାର୍ଯ୍ୟରେ ତନୁଜା ସାହୁ କର୍ତା ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ଶ୍ରୀ ପଣ୍ଡା…
ବିଶ୍ରାମ ନେବାକୁ ଯାଇ ଚିର ନିଦ୍ରାରେ ଶୋଇ ପଡିଲେ
ବର୍ଷିୟାନ କଳାକାର କର ମାଷ୍ଟ୍ରେ ଆଉ ନାହାନ୍ତି
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଲାଲସାହେବ କର (କର ମାଷ୍ଟେ୍ର) ଆଉ ଇହ ଧାମର ନାହାନ୍ତି । ଗୁରୁବାର ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୧୦୩ ବର୍ଷ ୮ମାସ ହେଉଥିଲା । ସେ…
ଆଇଏଫଏସ ସ୍ତରରେ ଅଦଳ ବଦଳ : ପୋପଲି ହେଲେ ପରିବେଶ ନିର୍ଦ୍ଦେଶକ , ଡ଼ ମୁରୁଗେସନ ହେଲେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର…
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାର ଆଜି ଆଇଏଫଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଜ୍ଞପ୍ତି ଅନୁସାରେ ପରିବେଶ ନିର୍ଦ୍ଦେଶକ ଥିବା ୧୯୯୪ ବ୍ୟାଚ ବରିଷ୍ଠ ଆଇଏଫଏସ ଅଫିସର ଡଃ କେ. ମୁରୁଗେସନଙ୍କୁ ଓଡ଼ିଶା…
ସୁଶାନ୍ତ ହେଲେ ସମ୍ବଲପୁର ଯୋଜନା କମିଟି ର ଅଧ୍ୟକ୍ଷ
ବରଗଡ :- ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ଯୁବନେତା , ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ସମ୍ବଲପୁର ଯୋଜନା କମିଟିର ଅଧ୍ୟକ୍ଷ ଭାବର ମନୋନୀତ କରାଯାଇଛି । ଏହି ଅବସରରେ ସମ୍ବଲପୁର ତଥା ବରଗଡ଼…
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ, କେନ୍ଦୁଝର ଜିଲ୍ଲାରେ କୌଣସି ନେତା ଉପରେ ଭରସା ପାଇଲାନି !!!
ଭୁବନେଶ୍ୱର(ଶାସକ ପ୍ରଶାସକ)ରାଜ୍ୟ ସରକାର ଆଜି ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାର କୌଣସି ବିଧାୟକଙ୍କ ଉପରେ ବୋଧ ହୁଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସା ପାଇନାହିଁ । ତେଣୁ ଦେବଗଡ଼ ଜିଲ୍ଲା ଯୋଜନା କମିଟି ଦାୟିତ୍ୱରେ ଥିବା ମନ୍ତ୍ରୀ…
କେନ୍ଦ୍ରୀୟ ମନବାଧିକାର ସଂଗଠନ ନୂଆଦିଲ୍ଲୀ ଆନୁକୂଲ୍ୟରେ ରାଜ୍ଯ ସ୍ତରୀୟ ବୈଠକ
କେନ୍ଦ୍ରୀୟ ମନବାଧିକାର ସଂଗଠନ ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରଥମ ରାଜ୍ଯ ସ୍ତରୀୟ ବୈଠକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଏନଏସି 13 ୱାର୍ଡ ସୁନାପାଙ୍ଗl ଠାରେ ରାଜ୍ଯ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ…
ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ
ନୂଆପଡା/ପ୍ରିୟବ୍ରତ ପଣ୍ଡା , ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ।ଏହି ଖବର ମିଳିଲା ପରେ ବିଭିନ୍ନ ମହଲରୁ ଅଭିନନ୍ଦନ ର ସୁଅ ଛୁଟୁଛି ।ଶ୍ରୀ ଢୋଲକିଆ ଦ୍ଵିତୀୟ ଥର ପାଇଁ ନୂଆପଡା ବିଧାନସଭା ମଣ୍ଡଳୀ ରୁ ବିଜୟ ହୋଇ ବିଧାୟକ ରୂପେ ଦାଇତ୍ୱ ବହନ କରିଛନ୍ତି ।…
ଜୁନାଗଡ ଠାରେ ଆଦିବାସୀ ଦିବସ ପାଳିତ.
ଜୁନାଗଡ଼ / ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲା ଜୁନାଗଡ଼ ଆରଏମସି ଠାରେ ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଆଦିବାସୀ ସଂଘ ବ୍ଲକ ସଭାପତି ସୁପରସନ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ଦେବେଶ ଆଚାର୍ଯ୍ୟ ହେଲେ ବରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ
ବରଗଡ :- ବରଗଡ ର ଯୁବ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ବରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ଯୋଜନା ବୋର୍ଡ ର ଅଧ୍ୟକ୍ଷ ହେବା ପରେ ବରଗଡ଼ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂଗଠନ ତରଫରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ବେଳେ ବିଧାୟକ ଙ୍କର…