ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ଚତୁର୍ଥ ଲକି ଡ୍ର ଉଠାଣ :-

1

 ପଦ୍ମପୁର(  ଶାସକ ପ୍ରଶାସକ) ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ଚତୁର୍ଥ ଲକି ଡ୍ର ଉଠାଣ ହୋଇଯାଇଛି । ଚତୁର୍ଥ ଲକି ଡ୍ର’ର ବିଜେତା ହୋଇଛନ୍ତି ବାଦିପାଲିର ଅଞ୍ଜନ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ, ମକରଧ୍ୱଜ ପଟେଲ, ଭୋଜରାଜ ଭୋଇ, ରାଜେଶ ଖମାରୀ, ପ୍ରଦୀପ ଜାଲ, ରିଙ୍କୁ ମହାପାତ୍ର, ଜଗନ୍ନାଥ ମେହେର, ପରମେଶ୍ବର ନାଗ, ଶ୍ରୀକାନ୍ତ ସାହୁ, ତାପସ ମହାନ୍ତି, ଅଞ୍ଜନ ବିଶ୍ଵାଳ, ହରିହର ନାଗ, ସାୱନ ସାହୁ, ସନ୍ତୋଷ ସାହୁ, ସନ୍ତୋଷ ସେଠ୍, ସନ୍ଦୀପ ବାରିକ, ପରମେଶ୍ବର ନାଏକ ତଥା ଯୋଜନାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.