Sign in
Sign in
Recover your password.
A password will be e-mailed to you.
ବଳଭଦ୍ରପୁରରେ ବସ୍ ସେବା ଦାବିରେ ରାଜପଥ ଅବରୋଧ: ଗ୍ରାମବାସୀଙ୍କ ଆନ୍ଦୋଳନ ପରେ ସମାଧାନ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ସକାଳ ପ୍ରାୟ ୬ ଘଣ୍ଟା ସମୟରେ ଡେରାବିଶ ବ୍ଲକ୍ର ବଳଭଦ୍ରପୁର ଗ୍ରାମବାସୀମାନେ ବସ୍ ସେବାର ଅଭାବକୁ ନେଇ ରାଜପଥ ଅବରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ, ବସ୍ଗୁଡ଼ିକ ଗାଁ ଲୋକଙ୍କୁ ସେବା ପ୍ରଦାନ ନକରି ଓଭରବ୍ରିଜ୍ ଦେଇ ପଳାଇଯାଉଛନ୍ତି, ଯାହା…
ଭବାନୀପାଟଣାରେ ତ୍ରିଦିନାତ୍ମକ ରାହାଗିରି କାର୍ଯ୍ଯକ୍ରମ ଜାନୁଆରୀ ୧୧ ରୁ ୧୩ ପର୍ଯ୍ଯନ୍ତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ହେବାକୁ ଥିବା ରାହାଗିରି କାର୍ଯ୍ଯକ୍ରମର ପୂର୍ବ ପ୍ରସ୍ତୁତି ନିମନ୍ତେ ଏକ ଜରୁରୀକାଳୀନ ବୈଠକ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କାର୍ଯ୍ଯାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ…
କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୫.୦୧.୨୦୨୬ – କଳାହାଣ୍ଡି ଜିଲ୍ଲାସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ…
ଦୂର୍ଘଟଣାରେ ମୃତ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତିନିଧି ଏବଂ ନଗର…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ନୂଆଁ ବର୍ଷ ଆରମ୍ଭରେ ବେଲଗୁଣ୍ଠା କୋଳି ସାହିର ଇଞ୍ଜିନିୟରିଙ୍ଗ୍ ଛାତ୍ର ଏସ ବରୁଣ କୁମାର (୨୧) ଏକ ସଡକ ଦୂର୍ଘଟଣାରେ ଅକାଳ ମୃତ୍ୟୁ ବରଣ କରିଥିଲେ I ଆଜି ସୋରଡା ବିଧାୟକ ପ୍ରତିନିଧି ତଥା ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ ଏବଂ ଏନ୍ଏସି ସାଂସଦ ପ୍ରତିନିଧି…
ଗଜପତି ପୋଲିସକୁ ମିଳିଛି ବଡ ସଫଳତା- ୪ଟି ଚୋରି ମାମଲାର କରିଛି ପର୍ଦ୍ଦାଫାସ
୧୦ ତୁଳା ସୁନା ଅଳଙ୍କାର ସହ ୯ କେଜି ରୂପା ଏବଂ ନଗଦ ୩୩ ହଜାର ଉଦ୍ଧାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଟି ଥାନା ଅଞ୍ଚଳର ୪ଗୋଟି ଚୋରୀ ମାମଲାର ପର୍ଦ୍ଦାଫାସ କରିଛି ଗଜପତି ପୋଲିସ୍। ସହରରେ ଗତ କିଛି ଦିନ ହେବ ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଥିବା ବେଳେ…
ଓଡଗାଁ ନ୍ୟାୟାଳୟ ଓ ତହସିଲ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ମିଳିଲା ନିଯୁକ୍ତି,
ଓଡଗାଁ,୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁର ବିଭିନ୍ନ ନ୍ୟାୟାଳୟ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ନୂତନ ସରକାରୀ ଓକିଲଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ନିଯୁକ୍ତି ପ୍ରଦାନ କରିଛନ୍ତି ।ତଦନୁସାରେ ଅତିରିକ୍ତି ଜିଲ୍ଲା ବିଚାରପତିଙ୍କ ନ୍ୟାୟାଳୟରେ ଚିତ୍ତରଞ୍ଜନ ଦାଶ…
ଠେଙ୍ଗା ପାଳି କରି ଚୋର ଜଗିଲେ ଭଗବତୀ ପ୍ରସାଦ ଗାଁର ଯୁବଗୋଷ୍ଠୀ
ଓଡ଼ଗାଁ, ୫।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରୋହିବାଙ୍କ ପଞ୍ଚାୟତର ଭଗବତୀ ପ୍ରସାଦ ଗାଁରେ ଚୋରଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଗାଁର ଯୁବଗୋଷ୍ଠୀ ରବିବାର ରାତିରୁ ସଚେତନତା ଅଭିଯାନ ସ୍ୱରୂପ ଠେଙ୍ଗା ପାଳି ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ଶନିବାର…
ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷା ପରିଭ୍ରମଣ
ଓଡ଼ଗାଁ, ୫।୧(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣ କାର୍ଯ୍ୟକ୍ରମ ତା. ୦୪.୦୧.୨୦୨୬ ରିଖ ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।…
1995 ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗୁଣ୍ଠା ନିକଟସ୍ଥ ମାଆ କନ୍ଧୁଣି ଦେବୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି.
ବେଲଗୁଣ୍ଠା -(ଶିବରାମ ଚୌଧୁରୀ)-ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗୁଣ୍ଠା ନିକଟସ୍ଥ ମାଆ କନ୍ଧୁଣି ଦେବୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି. 11992 ରୁ 1995 ମସିହାରେ ଅଧ୍ୟୟନ ରତ ବିଦ୍ୟାର୍ଥୀ ଙ୍କ ବନ୍ଧୁତା ର ସୁମଧୁର ବନ୍ଧନରେ ବାନ୍ଧି ହୋଇ ଆଜି ଏକ…
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୬ ଉଦଯାପିତ
ନବରଙ୍ଗପୁର ୦୫/୦୧, ଅଶୋକ ସାହୁ, ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଉଦଯାପିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ କାର୍ଯ୍ୟକ୍ରମରେ…