Sign in
Sign in
Recover your password.
A password will be e-mailed to you.
ବସ ଧକ୍କାରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ସହ ୧ ମୃତ
ପିପିଲି, ପୁରୀ: ବସ ଧକା ରେ ଜଣେ ମହିଳା ସାମ୍ବାଦିକାଙ୍କ ସହ ଅନ୍ୟ ଜଣେ ସାଥୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ସକାଳେ ସ୍ଥାନୀୟ ପିପିଲି ବାଇପାସ୍ ରୋଡ ମଙ୍ଗଳପୁର ଛକଠାରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତ ସାମ୍ବାଦିକାଙ୍କ ନାମ ଶିଲା ପଟ୍ଟନାୟକ ବୋଲି ଜଣାପଡିଛି । ସେ ନିଉଜ୍୭ ଚ୍ୟାନେଲ ରେ…
ଅଚିହ୍ନା ଯୁବକ ର ଉଲଗ୍ନ ଶବ ଉଦ୍ଧାର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବେଲଗାଁ ଥାନା ଅଞ୍ଚଳର ସାହାପୁର ଖାଜିପଲୀ ରାସ୍ତା କଡ଼ ଏକ ବିଲ ମାଳରୁ ଉଲଗ୍ନ ଅବସ୍ଥାରେ ଥିବା ଜଣେ ଯୁବକ ର ମରଶରୀରକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା…
ଇଂରାଜୀ ନବବର୍ଷର ପ୍ରଥମ ସୋମବାରରେ ଡେଲି ମାର୍କେଟରେ ପ୍ରସାଦ ବଣ୍ଟନ।
କେନ୍ଦୁଝର,ତା୬/୧- କେନ୍ଦୁଝର ଦୈନିକ ବଜାରରେ ଥିବା ରାସ ମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି। ବଜାର କମିଟି ସହ ବ୍ୟବସାୟୀ ଭାଇ ମାନେ ମିଶି ନବ ବର୍ଷର ପ୍ରଥମ ସୋମବାରରେ ଗ୍ରାହକ ଦେବତାଙ୍କୁ ପ୍ରସାଦ ବାଣ୍ଟି ଥାଆନ୍ତି। ତେଣୁ କାଲି ସେଠାରେ ପରିବା ବଜାର ସହ…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ – ବିଭିନ୍ନ କ୍ଷେତ୍ରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର,ତା୬/୧- ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମଙ୍ଗଳବାର ଦିନ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥଙ୍କ…
ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ
କାକଟପୁର/ପ୍ରକାଶ ଦାଶ - କାକଟପୁର କୋଣାର୍କ ରାସ୍ତାର ଶଙ୍କରେଶ୍ଵର ଶୈବ ପୀଠ ନିକଟରେ ଏଚପି ପକ୍ଷରୁ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ ହୋଇ ଯାଇଛି |ଏହି ପେଟ୍ରୋଲ ପମ୍ପ ଟି ଅସ୍ତରଙ୍ଗ ,କାକଟପୁର ଅଞ୍ଚଳରୁ ପୁରୀ ଯାଉଥିବା ଯାନ ବାହାନ ଗୁଡିକୁ ଶୁଦ୍ଧ ଇନ୍ଧନ ପ୍ରଦାନ କରିବାରେ ପ୍ରମୁଖ ଭୂମିକା…
କ୍ଵାକ ର ଭୁଲ ଚିକିତ୍ସା ଦ୍ଵାରା ମହିଳାଙ୍କ ଗର୍ଭନଷ୍ଟ
ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ), ୦୪/୦୧:- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଧୁବଳପଡ଼ା ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜଣେ କ୍ଵାକର ବେଆଇନ୍ କ୍ଲିନିକ୍ରେ ଭୁଲ ଚିକିତ୍ସା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ତିନି ମାସର ଗର୍ଭ ନଷ୍ଟ ହୋଇଥିବା ଗୁରୁତର ଅଭିଯୋଗ ସାମ୍ନାକୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ…
ରାଜ୍ୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କର ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩-୧-୨୦୨୬ ଓ ୪-୧-୨୦୨୬ ତାରିଖ ଦୁଇ ଦିନ ଧରି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସ୍ଥିତ ୱାଇ ଏସ୍ ଆର୍ ମ୍ୟୁନି୍ସିପାଲ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତା ଶ୍ରୀକାକୁଲମ ଜିଲ୍ଲା…
ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘ ମୁଖ୍ୟ ପୃଷ୍ଠପୋଷକ
ଭୁବନେଶ୍ୱର, ୫ ।୧: ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ସବୁ ରାଜ୍ୟରେ…
କେନ୍ଦୁଝର ଦରବାର ହଲ୍ରେ ୨୦୨୬ ବର୍ଷର ପ୍ରଥମ ଜନଶୁଣାଣି
କେନ୍ଦୁଝର,ତା୫/୧- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ…