Sign in
Sign in
Recover your password.
A password will be e-mailed to you.
ରହସ୍ୟମୟୀ ତାରିଣୀ ଉନ୍ମୋଚିତ
କେନ୍ଦୁଝର,ତା୪/୧-କେନ୍ଦୁଝରର ପ୍ରବୀଣ ଐତିହାସିକ ନିରଞ୍ଜନ ବାରିକଙ୍କ ବହୁ ଗବେଷଣାଲବ୍ଧ ପୁସ୍ତକ ରହସ୍ୟମୟୀ ତାରିଣୀ କେନ୍ଦୁଝରର ଭୂତପୂର୍ବ ଜିଲ୍ଲାପାଳ ଡ. ଅରୁଣ ପଣ୍ଡାଙ୍କ ଦ୍ଵାରା ସ୍ଥାନୀୟ ସର୍କିଟ ହାଉସର ସଭା କକ୍ଷରେ ଉନ୍ମୋଚିତ ହୋଇଯାଇଛି। କେନ୍ଦୁଝର ସାକ୍ଷରତା ସମିତିର ଏକ ବନ୍ଧୁମିଳନ…
ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ରେ ଚଳିତ ବର୍ଷ ହେବ ଟଙ୍କାର ବର୍ଷା |
ଅସ୍ତରଙ୍ଗ :ଚଳିତ ବର୍ଷ ଅସ୍ତରଙ୍ଗ ରେ ହେବାକୁ ଥିବା ୩୩ ତମ ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ମ୍ଯାଚ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି | ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି କ୍ରିକେଟ ମ୍ଯାଚ କୁ ରାଜ୍ୟର ଏକ ସ୍ବତନ୍ତ୍ର ଧରଣର କ୍ରିକେଟ ମ୍ଯାଚ ଆୟୋଜନ କରିବା ପାଇଁ ଶାରଳା…
ବରଗଡ଼ ଧନୁଯାତ୍ରା ରେ ମା’ ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ସମ୍ବର୍ଦ୍ଧିତ
କେନ୍ଦୁଝର,ତା୪/୧- ବହୁ ପ୍ରତିକ୍ଷିତ ରାଜ୍ୟ ପ୍ରସିଦ୍ଧ ବରଗଡ଼ ଠାରେ ଅନୁଷ୍ଠିତ ୭୮ ତମ ଧନୁଯାତ୍ରାରେ ଘଟଗାଁ ମା' ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ଦ୍ଵାରା ଆୟୋଜିତ ପରିବେଷିତ କଂସଙ୍କ ରାଜ ଦରବାର ଓ ରଙ୍ଗଶାଳରେ ଓଡିଶୀ ନୃତ୍ୟ ଶ୍ରୀ ଗଣେଶ ତାଣ୍ଡବରେ ହଜାର ହଜାର ଦର୍ଶକ ବିମୋହିତ ହୋଇଥିଲେ l…
ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତମହୋତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଆରମ୍ଭ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଗୁଣପୁର କ୍ରୀଡ଼ା ପରିଷଦ ଦ୍ବାରା ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗୁଣପୁର କଲେଜ ଓ…
ଗୋପାଳ ଛୋଟରାୟ ସ୍ମୃତିସଭା
ଜଗତସିଂହପୁର,ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧୀନ ପୁରୁଣାଗଡ଼ ଠାରେ ଅବସ୍ଥିତ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ରାଜ୍ୟ ସ୍ତରୀୟ ଗୋପାଳ ଛୋଟରାୟ ସ୍ମୃତି ସଭା ଓଡିଶା ସାହିତ୍ୟ ଏକାଡେମୀ ଏବଂ ପ୍ରଫୁଲ୍ଲ ପାଠାଗାର ମିଳିତ ଉଦ୍ୟମରେ…
ମୋକଦ୍ଦମା ସମାଧାନ ପାଇଁ ଦ୍ଵିତୀୟ ମଧ୍ୟସ୍ଥତା ଅଭିଯାନ
ଜଗତସିଂହପୁର ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦେଶକ୍ରମେ "ରାଷ୍ଟ୍ର ପାଇଁ ମଧ୍ୟସ୍ଥତା" ଶୀର୍ଷକରେ ଦ୍ଵିତୀୟ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରଧକରଣ ତରଫରୁ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଅନୁଯାଇ ଜିଲ୍ଲା ଓ ତାଲୁକ…
ମାଗୁରଜଙ୍ଗଲ ଗାଁରେ ହାତୀ ଆତଙ୍କ
ଲାଠୋର ଜଙ୍ଗଲ ବିଭାଗରେ ଦୀର୍ଘଦିନ ଧରି ଖାଲି ରେଞ୍ଜର ପଦବୀ
ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୦୪/୦୧:- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁ ଏବେ ଭୟଙ୍କର ହାତୀ ଆତଙ୍କରେ ଥରଥର କମ୍ପିତ। ଗତ କିଛି ଦିନ ଧରି ହାତୀ ଝୁଣ୍ଡ ବାରମ୍ବାର ଗାଁ ଭିତରକୁ ପ୍ରବେଶ କରି ଧାନ ଚାଷ,…
ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦଘାଟିତ l
"ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ପ୍ରମୁଖ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ"
ରାୟଗଡ଼ା:- (ସରୋଜ କୁମାର ସାହୁ) ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦଯାପିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଜିଲ୍ଲାପରିଷଦ ରାୟଗଡ, ସୁଶ୍ରୀ ସରସ୍ବତୀ ମାଝୀ, ଯୋଗଦେଇ ସମବେତ…
ଜାତୀୟ ସେବା ଯୋଜନା କୋୟୁନିଟ୍ ର ଶୀତକାଳୀନ ଶିବିର ଉଦ୍ଯାପିତ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--: ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ସେବା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ତନରଡ଼ା ଗ୍ରାମ ପଞ୍ଚାୟତ ର…
ବିଶାଳ ସ୍ବାସ୍ଥ୍ଯ ସେବା ଶିବିର
ବାଲୁଗାଁ:(ସେକ କୌସର):ବାଲୁଗାଁର ସର୍ବ ପୂରାତନ ବ୍ଯବସାୟିକ ସଂଗଠନ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ଆନୁକୂଲ୍ଯ ତଥା ଭୁବନେଶ୍ଵର ସ୍ଥିତ ସନସାଇନ ହସ୍ପିଟାଲ ସହଯୋଗରେ ସଂଘ ସଭାଗୃହ ଠାରେ ଆଜି ଏକ ବିଶାଳ ନିଃଶୁଳ୍କ ସ୍ବାସ୍ଥ୍ଯ ସେବା ଶିବିରର ଆଯୋଜନ କରାଯାଇଥିଲା। ଉକ୍ତ ଶିବିରକୁ ସଂଘ ସଭାପତି…