Sign in
Sign in
Recover your password.
A password will be e-mailed to you.
ଶିଶୁ ଅଧିକାର ସଚେତନତା ଆୟୋଜନ କଲେ କଟକ ଡିସିପି
କଟକରୁ ନିରଞ୍ଜନ ଆଚାର୍ଯ୍ୟଙ୍କ ରିପୋର୍ଟ- ଅପରାଧ ନିୟନ୍ତ୍ରଣ ଅପେକ୍ଷା ବିଭିନ୍ନ ଅପରାଧୀକ ଆଇନ୍ ଓ ଦଣ୍ଡବିଧାନ ଉପରେ ଗୁରୁତ୍ବ ଦେଉଛି କମିଶନରେଟ୍ ପୋଲିସ। ବର୍ତମାନ ସମୟରେ ପିଲା ଠାରୁ କିଶୋର ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରମ ନିରୋଧ, ଯୌନ ଉତ୍ପୀଡନ , ବାଲ୍ୟ…
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ।
ଜିଲ୍ଲାରେ ପ୍ରଥମ ଫାଶୀ ଦଣ୍ଡାଦେଶ ।
ବରଗଡ଼:- ବରଗଡ଼ ଜିଲ୍ଲା ପଦ୍ମପୁର ପୋକ୍ସୋ କୋର୍ଟ ଆଜି ଜଣେ ୬ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଓ ନିର୍ମମ ହତ୍ୟା ସଂପର୍କିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହାକୁ…
ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ତା ୦୬.୦୧.୨୦୨୬ -ଅଶୋକ ସାହୁ,ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
ଘଟଣାରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଛି: ବିଜେଡି
ପୋଲିସ ଏସ୍ଆଇ ନିଯୁକ୍ତି ମାମଲାରେ ସିବିଆଇର ପ୍ରାଥମିକ ଆରୋପପତ୍ର ପ୍ରସଙ୍ଗ
ଓପିଆରବିର ବିନା ଜ୍ଞାତସାରରେ ଏହି ଦୁର୍ନୀତି ହୋଇଛି ବୋଲି କହିବା ଅର୍ଥ ଧର୍ମକୁ ଆଖିଠାର ସଦୃଶ୍ୟ
ସିବିଆଇ ଯେତିକି ପଦାକୁ ଆଣିଛି ତା ଠାରୁ ଅଧିକ ଲୁଚାଉଛି
ଆଉଟସୋର୍ସିଂ ପାଇଁ ଅନୁମତି ଦେଇଥିବା…
ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ତା: ୦୫-୦୧-୨୦୨୬ରିଖ ଅପରାହ୍ନ ୦୪ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ…
ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ୧୩ ଯାଏ ସଚେତନତା ରଥ ବୁଲିବ
କେନ୍ଦୁଝର,ତା୬/୧-କେନ୍ଦୁଝର ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ମଙ୍ଗଳବାର ଦିନ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରୁ ଶୁଭାରମ୍ଭ କରାଯାଇଥିବା ଏହି ରଥକୁ ତେଲକୋଇ ବିଧାୟକ ଡାକ୍ତର ଫକିର ମୋହନ ନାଏକ ପତାକା ଦେଖାଇ ଶୁଭାରମ୍ଭ…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା: କେନ୍ଦୁଝରରୁ ମଦୁରାଇ ଓ ରାମେଶ୍ୱରମ୍ ଅଭିମୁଖେ ବାହାରିଲେ ୧୪୦ ତୀର୍ଥଯାତ୍ରୀ
କେନ୍ଦୁଝର,ତା୬/୧- ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ କେନ୍ଦୁଝର ଜିଲ୍ଲାରୁ ୧୪୦ ଜଣ ବରିଷ୍ଠ ନାଗରିକ ମଦୁରାଇ ଓ ରାମେଶ୍ୱରମ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ସ୍ଥାନୀୟ କେନ୍ଦୁଝର ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରୁ ଏହି ଯାତ୍ରାର…
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନରେ ବିଜେପି ପକ୍ଷରୁ ସେବା ଦିବସ ପାଳିତ
କେନ୍ଦୁଝର,ତା୬/୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ବା ପକ୍ଷ ପାଳନ କରାଯାଇ ଆସୁଥିବା ବେଳେ , କେନ୍ଦୁଝର ମାଟିର ନେତା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନକୁ ଆଜି ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ସେବା ଦିବସ ଭାବେ ଧୁମଧାମରେ ପାଳନ…
ତରା ଠାରୁ ମଣତା ପର୍ଯନ୍ତ ଥିବା କେନାଲ ରାସ୍ତାକୁ ପିଚୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ଦାବି।
କେନ୍ଦୁଝର,ତା୬/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମଣତା ଗ୍ରାମକୁ ସଂଯୋଗ କରୁଥିବା କେନାଲ କଡେ କଡେ ଥିବା ରାସ୍ତାଟି ଏବେ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ରାସ୍ତାର ସବୁ ଆଡେ ମେଣ୍ଟାଲ ଗୁଡିକ ବାହାରି ପଡିଥିବା ବେଳେ ଅନେକ ସ୍ଥାନରେ ଖାଲଖମା…
୧୦ ଜାନୁଆରୀରୁ ଆରମ୍ଭ ହେବ ମେଗା ଶିଶିର ସରସ ମେଳା -୨୦୨୬
* ଯୋଗଦେବେ ୩୦ ଜିଲ୍ଲା, ୨୦ ରାଜ୍ୟରୁ କାରିଗର
* ସୁବର୍ଣ୍ଣପୁରର ହସ୍ତତନ୍ତ ଠାରୁ ଝାଡଖଣ୍ଡର ଟସର ସିଲ୍କ: ପଡିବ ୩୪୦ ଷ୍ଟଲ
* ୩୦ କୋଟି ଟଙ୍କାର ବିକ୍ରି ଲକ୍ଷ
* ହ୍ୟୁମାନ ସାଗରଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା
ଭୁବନେଶ୍ଵର,୦୬/୦୧/୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ…