Sign in
Sign in
Recover your password.
A password will be e-mailed to you.
ନୟାଗଡ: ଜାପାନିଜ ଏନସେଫାଲାଇଟିସ ଟୀକାକରଣ ଅଭିଯାନ ଆରମ୍ଭ
Nayagarh/ Biswajit Nayak : ଆଜିଠାରୁ ନୟାଗଡ ଜିଲ୍ଲାରେ ପ୍ରଥମକରି ଜାପାନିଜ ଏନସେଫାଲାଇଟିସ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି।ଏହା ନଭେମ୍ବର11 ରୁ ଡିସେମ୍ବର11 ପର୍ଯ୍ୟନ୍ତ ପାଖାପାଖି 4ସପ୍ତାହ ଧରି ଏହି ଅଭିଯାନ ଚାଲୁରହିବ।ପ୍ରଥମ ସପ୍ତାହରେ ସ୍କୁଲ କାର୍ଯ୍ୟକ୍ରମ, ଦ୍ୱିତୀୟ, ତୃତୀୟ,…
ବେକରେ ରଶି ଲଗାଇ ଯୁବକର ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଘୁଚାପାଲି ଗ୍ରାମର ମଦନ ଛୁରୀ ଆଜି ସନ୍ଧ୍ୟା ସମୟରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁତୁରା ବିଜୟ ଛୁରୀ(୧୮) ତାଙ୍କର ଘରୁ ପ୍ରାୟ 150ମିଟର ଦୂରରେ ଥିବା ଏକ ବିଲ ରେ ଥିବା ଏକ ଗଛ ରେ ଖଟ ଗୁନ୍ଥିବାର ପ୍ଲାଷ୍ଟିକ ପଟି ବେକରେ…
କୁଆଡେ ଗଲେ ପରମାନନ୍ଦ, ଚିନ୍ତାରେ ପରିବାର : କାମ ଖୋଜିବାକୁ ଆସି ଭୂବନେଶ୍ବରରେ ଯୁବକ ନିଖୋଜ(pls share this for…
କୋମନା/ ଭାଗିରଥି ଭୋଇ : ନୂଆପଡା ଜିଲା କୋମନା ବ୍କକ ଉଲଭା ଗ୍ରାମର ପରମାନନ୍ଦ କଣ୍ଟା(୨୧) ଭୂବନେଶ୍ବର ରେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଉଲଭା ଗ୍ରାମର ସୁକଳ ସିଂ କଣ୍ଟାଙ୍କ ପୁଅ ପାରମାନନ୍ଦ । ଯୁକ୍ତ ଦୁଇ ପାସ କଲା ପରେ ସେ କାମ ଅନ୍ବେଷଣରେ ଭୂବନେଶ୍ବର ଯାଇଥିଲେ । ସେଠାରେ ସେ ୫ ମାସ…
ନୂଆଗାଁରେ ଚତୁର୍ଦଶୀ ଲକ୍ଷ୍ମୀ ନାରାୟଣ ପୂଜା
କୋମନା/ ଭାଗିରଥି ଭୋଇ : ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ ଗ୍ରାମରେ ପବିତ୍ର ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ହୋଇଛି । କାର୍ତିକ ମାସ ସାରା ବ୍ରତଧାରିମାନେ ପୂଜାର୍ଚନା କରିବା ପରେ ଆଜି ଏହି ପୂଜା କରିଛନ୍ତି । ଗାଁ ନିକଟ ବରଗଛ ତଳେ ହୋମ ଆଳତି ସହ ଧୁମଧାମରେ ଉତ୍ସବ ପାଳନ କରାଯାଇଥିଲା…
ଭେଉଁରିଆ ଖେଳ ପଡ଼ିଆ ଠାରେ ଲୋକାର୍ପିତ ହେଲା ଖେଳାଳୀ ବିଶ୍ରାମ ଗୃହ
ପଦ୍ମପୁର-ଆଜି ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଉଁରିଆ ଖେଳ ପଡ଼ିଆ ଠାରେ ଆମ ଗାଁ ଆମ ବିକାଶ ଯୋଜନାରୁ ଖେଳାଳୀ ବିଶ୍ରାମ ଗୃହର ଶୁଭ ଉଦଘାଟନ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ବିଶ୍ରାମ ଗୃହ ଉଦଘାଟନ କରିଥିଲେ , ଏବଂ ଭେଉଁରିଆ ର ସ୍ୱାଗତ…
ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମାରୋହ : ବ୍ୟଙ୍ଗକବିମାନଙ୍କୁ ନେଇ ‘ହସ ଏକ୍ସପ୍ରେସ୍’
ଭୁବନେଶ୍ୱର(ଶାସକ ପ୍ରଶାସକ) : ଅଧିକାର ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ କଳିଙ୍ଗ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଏକ ରାଜ୍ୟସ୍ତରୀୟ ହାସ୍ୟବଙ୍ଗ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ…
ଉଦୟନାଥ ଫର୍ଣ୍ଣିଚର୍ସର ମାସିକ ଯୋଜନାର ପ୍ରଥମ ଲକିଡ୍ର ଉଠାଣ ।
ପଦ୍ମପୁର- ପଦ୍ମପୁର ସହରର କପସିଲା ରୋଡରେ ଥିବା ଉଦୟନାଥ ଫର୍ଣ୍ଣିଚର୍ସ ପକ୍ଷରୁ ମାସିକ କିସ୍ତି ଯୋଜନାରେ ଏକ ଲକିଡ୍ର ଆରମ୍ଭ କରାଯାଇଥିଲା ଏବଂ ରବିବାର ଦିନ ଏହାର ପ୍ରଥମ ଲକିଡ୍ର ଉଠାଣ ହୋଇଥିଲା । ଏହି ଲକିଡ୍ର ଉଠାଣରେ ପ୍ରଥମ ବିଜେତା ଭାବରେ ରୀତାରାଣୀ ସେଠ ବିଜେତା ହୋଇଥିଲେ ।ରୀତାରାଣୀଙ୍କ…
With gratitude to the revered saints and experts, the VHP demanded swift action from the government
New Delhi, November 10, 2019 - Following the historic verdict delivered by the Hon’ble Supreme Court of India in the Ram Janma Bhumi case, a special meeting of the central office bearers of Vishva Hindu Parishad was held at the VHP…
କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ
ଓଡ଼ଗାଁ, : ଓଡଗାଁର ଶ୍ରୀରଘୁନାଥଜୀଉଙ୍କ ପିଠରେ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରପଂଚୁକ ଯାତ୍ରାର ୩ୟ ଦିବସରେ ପ୍ରଭୁ ରାମଚନ୍ଦ୍ର ଶ୍ରୀକୃଷ୍ଣ ଓ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ ହୋଇ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁ ଶ୍ରୀରଘୁନାଥ ଶ୍ରୀକୃଷ୍ଣ ରୂପରେ ଛନ୍ଦା ଚରଣ…
ରକ୍ତ ଦାନ କ୍ଷେତ୍ରରେ ବଲାଙ୍ଗୀର ର ଯୁବକ ଭୋପାଲରେ ପାଇଲେ ଗ୍ଲୋବାଲ ଆଚିଭର୍ସ ସମ୍ମାନ।
ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନେଶନାଲ ଆଣ୍ଟି ହେରେସମେଣ୍ଟ ଫାଉଣ୍ଡେସନ ଓ ଏକ ଶାଖା ୱେଲଫେଆର ସୋସାଇଟୀ ପକ୍ଷରୁ ଏହି ବର୍ଷ ଗ୍ଲୋବାଲ ଆଚିଭର ଆୱାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ବିଭିନ୍ନ କ୍ଷେତ୍ରରେ କାମକରୁଥିବା ସମାଜ ସେବୀ ମାନଙ୍କୁ…