Sign in
Sign in
Recover your password.
A password will be e-mailed to you.
ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ
ଓଡଗାଁ, (ଶ୍ରୀକାନ୍ତ ମିଶ୍ର): ଶିଶୁମାନଙ୍କ ପାଇଁ ଅଜା-ଆଈ ଓ ଜେଜେମା-ଜେଜେ ବାପା ମାନଙ୍କର ଭୁମିକା କିଛି କମ ନୁହେଁ । ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ । ବାଲ୍ୟ ଅବସ୍ଥାରୁ ସେମାନଙ୍କ ଲାଳନ ପାଳନ ଠାରୁ ପ୍ରତେକ କ୍ଷେତ୍ରରେ ସେମାନେ ଶିଶୁର ବୃଦ୍ଧିରେ ଆନନ୍ଦ…
ପୁଲବାମା ଶହୀଦଙ୍କ ଏକବର୍ଷ ପୂର୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): କାଶ୍ମୀରିର ପୁଲବାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣର ଏକବର୍ଷ ପୂର୍ତ୍ତିରେ ସହିଦ ହୋଇଥିବା ସୈନୀକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ଥାନୀୟ ଅଂଚଳର ସିଭିଲିୟାନ ଡିଫେନ୍ସ ଏକାଡେମି ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁଗ…
ବାହାଡ଼ାଝୋଲା ହାଇସ୍କୁଲ ୧୯୮୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ବାହାଡ଼ାଝୋଲା ହାଇସ୍କୁଲ ୧୯୮୧ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଉତ୍ସବ ପଣସଖାଲ ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପିନାଥ ସାହୁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ…
ସହିଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଲା ସର୍ଗିବାହାଲ୍ ୟୁଥ୍ ଆର୍ମି
ପଦ୍ମପୁର(ଶାସକ ପ୍ରଶାସକ)ଗତ ବର୍ଷ ତା ୧୪ ଫେବୃଆରୀ ରେ ପୁ ଲ ୱା ମା ରେ ହେଇଥିବା ଆତଙ୍କବାଦୀ ଆକ୍ରମଣ ରେ ଯେଉଁ ୪୦ ବୀର ଜବାନ୍ ଶହୀଦ ହୋଇଥିଲେ । ସେହି ଦୁଃଖତ୍ ଘଟଣା ସାରା ଦେଶ କୁ ଦୋହଲାଇ ଦେଇଥିଲା । ସେହି ଦୁଃଖଦ ଘଟଣା କୁ ଆଜିକା ଦିନରେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ବୀର ଜବାନ୍…
ପୁଲବାମା ଶହିଦ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି
ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:- ବରଗଡ ଜିଲ୍ଲ ପାଇକମାଲ ବ୍ଲକ ବରତୁଣ୍ଡା ଠାରେ ଯୁବକ ଯୁବତୀ ତଥା ଗ୍ରାମବାସୀ ମାନେ ସେହି ଦୁଖର ୨୦୧୯ ଫେବୃଆରି ୧୪କୁ ମନେପକାଇ ୪୦ଜଣ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ପାଇଁ କ୍ୟାଣ୍ଡେଲ ଯାତ୍ରା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ।…
ଅଘଟଣ ପରେ ନିଦରୁ ଉଠିଲେ ସରକାର: ବିଦ୍ୟୁତ ସୁରକ୍ଷା ନେଇ ଶକ୍ତି ବିଭାଗର ଭିଡ଼ିଓ କନ୍ଫରେନ୍ସିଂ
ସମ୍ବେଦନଶୀଳ ବିଦ୍ୟୁତ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରିବାକୁ ଦେଲେ ନିର୍ଦେଶ
ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ : କ୍ୟାପ୍ଟେନ୍ ମିଶ୍ର
ଭୁବନେଶ୍ୱର (ଶାସକ ପ୍ରଶାସକ): ସମ୍ବେଦନ ଶୀଳ ବିଦ୍ୟୁତ ସରବରାହ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି…
ଶହୀଦ୍ ମନୋଜ କୁମାର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ଶହୀଦ ମନୋଜ କୁମାର ବେହେରାଙ୍କର ପ୍ରତିମୂର୍ତ୍ତି ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛିା ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିଲେ ଏବଂ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି…
ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା :ବିଜେପି
ଭୁୁବନେଶ୍ୱର,(ଶାସକ ପ୍ରଶାସକ): ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି । କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ…
ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ନାରୀ ସେବା ସଦନ କର୍ମୀ ମାନେ …
ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ : ଶୃଙ୍ଖଳିତ ଓ ଅବାଧ ଭାବେ ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମାଟ୍ରିକ ପରୀକ୍ଷାକୁ ଗଜପତି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରୀୟ…