୨ କରୋନା ପଜିଟିଭ ହେଲେ ନେଗେଟିଭ On Apr 22, 2020 8 Share ଭୁବନେଶ୍ୱର (ଶାସକ ପ୍ରଶାସକ) ଖୁସି ଖବର | ରାଜ୍ୟରେ ୨ କରୋନା ପଜିଟିଭ ହୋଇଛନ୍ତି ନେଗେଟିଭ | ମାନେ ଆଉ ଦୁଇଜଣ କରୋନାରୁ ମୁକ୍ତି ପାଇଛନ୍ତି | ଆଜି ସୁସ୍ଥ ହୋଇଥିବା ଦୁଇଜଣ ଭୁବନେଶ୍ୱରର | ଏହି ଦୁଇଜଣଙ୍କୁ ମିଶାଇ ଏ ଯାବତ ସୁସ୍ଥ ହେଲେଣି୩୨ ଜଣ | 8 Share FacebookTwitterGoogle+ReddItWhatsAppPinterestEmail