ବାର୍ହା ମାରି ମାଂସ ବାଂଟୁଥିବା ବେଳେ ଧରା ପଡି ଗିରଫ 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ହେମଗିର ଥାନା ଅନ୍ତର୍ଗତ ଗର୍ଜ୍ଜନପାହାଡ଼ ଜପ୍ତି ଜଙ୍ଗଲ ଭିତରେ ଗୋଟାଏ ବାର୍ହାକୁ ବିଦ୍ୟୁତ  ସାହାଯ୍ୟରେ ମାରି ଶିକାର କରି ,ଭାଗବଣ୍ଟା ହେଉଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହେମଗିର ରେଞ୍ଜ ଅଫିସର ଷ୍ଟାଫ ଛାପା ମାରିଥିଲେ | ଛାପା ମାରିବା ସମୟରେ…

କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ -  ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନମେଳା କାର୍ଯ୍ୟକ୍ରମରେ "ସ୍ମାର୍ଟ ସୋଲାର ସିଷ୍ଟମ" ଉପରେ ଏକ ପ୍ରକଳ୍ପ ପ୍ରଦର୍ଶିତ କରି କୃତକାର୍ଯ୍ୟ ହୋଇଥିବା କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର…

ଧାନ ବିକ୍ରିରେ ବ୍ୟାପକ ଅନିମିୟତା ଅଭିଯୋଗ : ମଣ୍ଡିକୁ ବନ୍ଦ କରିଦେଲା କୃଷକ ସଙ୍ଗଠନ 

ବେଲପଡା/ବନମାଳୀ ନାୟକ  : ବ୍ୟାପକ କଟନି-ଛଟନି ହେଉଥିବା ଅଭିଯୋଗ ଆଣି ଧୁମାଭଟା ମଣ୍ଡି କୁ ବନ୍ଦ କରିଦେଲା ଜୟ କୋସଲ କୃଷକ ସଙ୍ଗଠନ ଆଜି ସଙ୍ଗଛନ ର ଶତାଧକ  କର୍ମକର୍ତା ମଣ୍ଡି ସ୍ଥାନକୁ ଆସି ସରକାରଙ୍କ ଚାଷି ବିରୋଧ ନୀତିକୁ ନିନ୍ଦା କରି ହଙ୍ଗାମା କରିଥିଲେ | ପରିସ୍ଥିତି ବ୍ୟାପକ ଅଣାୟତ୍ତ…

 ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ  ଶିକ୍ଷା କାର୍ଯ୍ୟାଳୟ ନୂଆପଡା ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ନୂଆପଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକଙ୍କ…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ ସିତାରାମ ପଟେଲ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ…

ପଦ୍ମପୁରରେ ସ୍ୱଚ୍ଛ ଭାରତ କାଗଜ କଲମରେ

ପଦ୍ମପୁର - ମଣିଷ ନିଜେ ସଫା ରହିବାକୁ ହେଲେ ନିଜ ପରିବେଶକୁ ଆଗ ସଫା ରଖିବା ନିହାତି ଦରକାର । ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସଫା ରଖିବା ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଛନ୍ତି । ସ୍ୱଚ୍ଛ  ଭାରତ ମିଶନ ତନ୍ମଧ୍ୟରୁ ଅନ୍ୟତମ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନା ମାଧ୍ୟମରେ…

ସଶକ୍ତ ମିଶନ ଇନ୍ଦ୍ରଧନୁଷ- ୨.୦ ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା  ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା-ବ୍ୟାପି ନବଜାତ ଶିଶୁ ଓ ପ୍ରସୂତିଙ୍କୁ ଟୀକାକରଣ ଅଭିଯାନ "ସଶକ୍ତ ମିଶନ ଇନ୍ଦ୍ରଧନୁସଷ ୨.୦ ର ଶୁଭାରମ୍ଭ …

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ -୨୦୧୯ : ଲୁକାୟିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡ଼ା ଓ ଯୁବ ସେବା , ଓଡିଶା, ଭୁବନେଶ୍ବର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଓଡ଼ଗାଁ ଏନଏସିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ବୈଠକ

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର  : ନୟାଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସହ ବନ୍ଧିତ ନିର୍ମାଣ ଶ୍ରମିକ ବୈଠକ ଓଡ଼ଗାଁ ଏନଏସି ଅନ୍ତର୍ଗତ କଲ୍ୟାଣୀମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବିମ୍ବାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ…