୪୮ଘଂଟା ମଧ୍ୟରେ ବାହାଡାଝୋଲା ଭାଟସାହି ହତ୍ୟାକାଣ୍ଡର ଅଭିଯୁକ୍ତ ଯୁବକ ଗିରଫ 

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଭାଟସାହିରେ ୨୯ ତାରିଖ ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ମନୋଜ ନାୟକ(୨୧)କୁ ୪୮ ଘଂଟା ମଧ୍ୟରେ ଓଡ଼ଗାଁ ପୋଲିସ ଗିରଫ କଲା । ଏବଂ ହତ୍ୟାକାଣ୍ଡ ପାଇଁ ବ୍ୟବହୃତ ଏକ ଧାରୁଆ…

ପ୍ରଭୁଙ୍କୁ ହେଲା ଶୀତ : ଲାଗିହେଲେ ଶୀତବସ୍ତ୍ର

ଓଡଗାଁ (ଶିକାନ୍ତ ମିଶ୍ର) : ପ୍ରଭୁ ଶ୍ରୀରଘୁନାଥଙ୍କର ପ୍ରତ୍ୟେକ ଲିଳା ମାନବୀୟ ଜୀବନଧାରା ସହିତ ଓତପ୍ରତଃ ଭାବେ ଜଡ଼ିତ । ଋତୁଚକ୍ରର ପରିବର୍ତନ ଅନୁସାରେ ମନୁଷ୍ୟର ଦୈନ୍ୟଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତନ ଆସିଥାଏ । ଏଥିରୁ ଦେବତାମାନେ ବା ବାଦ ଯିବେ କିପରି ? ଯୁଗଯୁଗ  ଧରି ଅବତରୀତ…

ଅନ୍ୟଙ୍କ ବାରଣ୍ଡାରେ କଟୁଛି ଜୀବନ, ଘର ଖଣ୍ଡେ ମିଳୁନି  : “ମୋ ସରକାର” ଶୁଣିବେ କି ଦୁର୍ଗାଙ୍କ ଦଇନି  !!

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ରାଜ୍ୟ ତଥା କେନ୍ଦ୍ର ସରକାର ଘର ଦ୍ଵାରା ନଥିବା ଗରିବ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ଦୂର୍ଗାଚରଣଙ୍କ ଭାଗ୍ୟରେ ଏ କଥା ଜୁଟିନାହିଁ | ୨୦୧୦ରୁ ଘର ଭାଙ୍ଗି ଯାଇଥିବାବେଳେ ବାରମ୍ବାର ବ୍ଲକ ଦୌଡ଼ି…

ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରବିବାର ମାର୍ଗଶୀର ମାସ ଶୁକ୍ଖପଂଚମୀ ତିଥି ଅବସରରେ ପ୍ରାରମ୍ଭ ଶ୍ରଣୀର ଛାତ୍ର ଛାତ୍ରୀ ଏବଂ ଅଭିଭାବିକା ମାନଙ୍କୁ ନେଇ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ…

ଇଣ୍ଡୋନେସିଆ ବାଲିନିଜ୍ ନୃତ୍ୟରେ ରାମାୟଣର ଗାଥା

(କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା)  କୋଣାର୍କ (SPB)- ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ  ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।…

ବିଶ୍ୱ ଏଡ୍ସ ଦିବସରେ ଏଡ୍ସ ସଚେତନତା ସହ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ

ଭୁବନେଶ୍ୱର(ଶାସକ ପ୍ରଶାସକ):  ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନ  ହଲରେ ବିଜୁ ଛାତ୍ର ଜନତା ଦଳ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର  ହୋଇଛି  । ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ରେ ୨୮୮ ୟୁନିଟ ରକ୍ତ…

ବଲାଙ୍ଗୀର ପୋଲିସ ଜବତ କଲା ୧୬ ହଜାର ବୋତଲ କଫ୍‌ ସିରପ

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା.  ପାଟଣାଗଡ/ସଚିନ ସାହୁ : ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍‌ ସିରପ ଜବତ କରିଛି। ଜବତ ହୋଇଥିବା କଫ୍‌ ସିରପର…

ବଡ଼ବିଲରେ କଡାକଡି ହେଲା ଯାନବାହନ ଚେକିଂ : ପ୍ରଥମ ଦିନରେ ୬୦ ଜଣଙ୍କୁ ଫାଇନ କଲା ପୋଲିସ

ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି ଟ୍ରାଫିକ ନିୟମ। ବଡ଼ବିଲରେ ମଧ୍ୟ ଗାଡି ଚେକିଂ କଡାକଡିଭାବେ କରାଯାଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ବିନା ହେଲମେଟରେ ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା ଏବଂ ଦୁଇଚକିଆ ଯାନରେ ଦୁଇରୁ…

ବୁଲିଲା ୫ ଟି ଖଣ୍ଡା : ନିଲମ୍ବିତ ହେଲେ ବିଡ଼ିଓ 

ହରଭଙ୍ଗା/ପ୍ରତାପ ମେହେର  :- ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ଶତପଥୀ ଙ୍କୁ ଆଜି ନିଲମ୍ବିତ କରାଯାଇଛି । ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଦୁର୍ନୀତି ର ଅଭିଯୋଗ ଥିଲା । ଚାକିରି ସମୟ ଆଉ ୨ ମାସ ଥିବା ବେଳେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି…

ରାଇରାଙ୍ଗପୁର ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ମାମଲା : ହସ୍ତକ୍ଷେପ କଲେ ଡିଜି ସତ୍ୟଜିତ ମହାନ୍ତି 

କର୍ତ୍ତବ୍ୟରେ ଅବହେଳା କରିଥିବା  ଆଇଆଇସି ମହାଳିକ ନିଲମ୍ବିତ  ବ୍ୟକ୍ତିଗତ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବାକୁ ଏସପି ସ୍ମିଥ ପି ପରମାରଙ୍କୁ ନିର୍ଦ୍ଦେଶ  ଉପରୁ ଆଦେଶ ପାଇଁ ରାଇରାଙ୍ଗପୁର ଯାଇ ଏସପି ଛାନଭିନ ଆରମ୍ଭ  ବାରିପଦା (Dillip Mohanty): ରାଇରାଙ୍ଗପୁର ଅଧ୍ୟାପିକା…