ଲକଡାଉନ ଅବଧି ମେ ୨୯ ପର୍ଯ୍ୟନ୍ତ ବଢ଼ାଇଲେ ତେଲେଙ୍ଗାନା ସରକାର 

0

ହାଇଦ୍ରାବାଦ : ତେଲେଙ୍ଗାନା ସରକାର ବଢ଼ାଇଲେ ଲକ ଡାଉନ ଅବଧି | ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନକୁ  ବଢାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଲକ ଡାଉନକୁ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି 

 

Leave A Reply

Your email address will not be published.