Sign in
Sign in
Recover your password.
A password will be e-mailed to you.
ମୋ ସରକାର ପ୍ରଭାବ : ବାହାରୁ ଔଷଧ କିଣିବାକୁ ଲେଖି ଡାକ୍ତର ନେଲେ ନାମ
ପାଟଣାଗଡ/ସଚିନ ସାହୁ :ରୋଗୀଙ୍କୁ ବାହାରୁ ଔଷଧ ଲେଖିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ସବ୍ଡିଭିଜନାଲ ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି ।
ସୂଚନା…
କବ୍ଜାରେ ରାଜପଥ : ପାଲଟିଛି ବୁଲାଗୋରୁଙ୍କ ରାଜପ୍ରାସାଦ ।
ପଦ୍ମପୁର(ଶାସକପ୍ରଶାସକ)- ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ ବୋଲି ସରକାର ରାସ୍ତା ପ୍ରସସ୍ତି କରଣ କରିବା ସହିତ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରିଛନ୍ତି । ହେଲେ ପଦ୍ମପୁର ସହର ମଧ୍ୟଦେଇ ଯିବା ଆସିବା ସମୟରେ ବହୁ ବାଧା ଉପୁଯୁଛି । ଦିନ ହେଉ ଅବା ରାତି ବୁଲା ଗାଇଗାଈ…
ନିଆଁ ଗିଳିଥିଲେ ଅଙ୍ଗାର ହଗିବା ଥୟ
ଅବସର ପରେ ବି ପିଛା ଛାଡିବନି ୫-ଟି : ଦୁଇଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଲାଞ୍ଚ ନେବା ଅଭିଯୋଗରେ ଅବସର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଗତ ୨୦୧୨ ଫେବୃଆରୀ ୨୭ ତାରିଖରେ ଭିଜିଲାନ୍ସ ଦ୍ୱାରା ଧାରା ପଡ଼ିଥିଲେ । ପରେ…
ମୋବାଇଲ ବ୍ୟାଟେରି ଫାଟି ୨ ଛାତ୍ର ଆହତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ଉପଖଣ୍ତ ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତ ଅନ୍ତର୍ଗତ ଜୁରାପାଲି ପ୍ରାଇମେରୀ ସ୍କୁଲରେ କାଲି ଅପରାହ୍ନରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଛାତ୍ର ଆହତ ହେଇଛନ୍ତି I ସେମାନେ ହେଲେ , ବବୁଲି ବୀର ଓ ଶଶାଙ୍କ ସାହୁ I ଉଭୟ…
ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ ପିୟୁଷଙ୍କୁ ଧର୍ମେନ୍ଦ୍ର
ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ, ଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ନେବା ପାଇଁ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡିଶାର ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ…
ଦିବ୍ୟାଙ୍ଗ ହସିଲେ ଦୁନିଆ ହସିବ
ବାରିପଦା/ଦିଲ୍ଲୀପ ମହାନ୍ତି -ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ପରିସରରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତେ ଚିନ୍ତା…
ଡିସେମ୍ବର ପ୍ରଥମ ଦିନକୁ ଉଲ୍ଲାସରେ ପାଳିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ
ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଖ୍ରୀଷ୍ଟ ଧର୍ମାବଲମ୍ବୀ ଡ଼ିସେମ୍ବର 1 ତାରିଖରେ ବହୁ ଆଡମ୍ବରରେ ବଡ଼ଦିନ (ଯୀଶୁଙ୍କ ଜନ୍ମ ଦିନ)କୁ ସ୍ୱାଗତ କରିଛନ୍ତି I ବଡ଼ଦିନ ସ୍ୱାଗତ ଉତ୍ସବ ଅବସରରେ ଘୁ. ଉଦୟଗିରି ସ୍ଥିତ କନାବାଗେରି ଉତ୍ତର ଭାରତ ମଣ୍ଡଳୀରେ ସନ୍ଧ୍ୟା ଉପାସନା…
ନିୟତୀ” ମାନସିକ ଅନଗ୍ରସର ଅନୁଷ୍ଠାନରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ "ନିୟତୀ" ମାନସିକ ଅନଗ୍ରସର ଅନୁଷ୍ଠାନ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ନିୟତୀର ପ୍ରତିଷ୍ଠାତା ,ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ…
ବୁଲବୁଲ ପାଇଁ ୫୫୨ କୋଟି କେନ୍ଦ୍ରୀୟ ସହାୟତା : ମୋଦି-ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ଶାସକ ପ୍ରଶାସକ) – ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି…
ଭିନ୍ନକ୍ଷମଙ୍କୁ ସମ୍ମାନ ଓ ସମର୍ଥନ ଦେବା ସହ ସେମାନଙ୍କ ସମସ୍ୟା ଦୂର କରିବା ଆମ କର୍ତ୍ତବ୍ୟ : ଜିଲ୍ଲାପାଳ
"ସମର୍ଥ" ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" ପକ୍ଷରୁ ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ସହଯୋଗରେ "ବିଶ୍ବ ଭିନ୍ନକ୍ଷମ ଦିବସ" ପାଳିତ ହୋଇଯାଇଛି…