ଆହାର କେନ୍ଦ୍ର ଓ କେନ୍ଦ୍ରୀୟ ପାକଶାଲା ହେଲେ  ଆଇଏସଓ ସାର୍ଟିଫାଏଡ଼ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ସହରାଂଚଳରେ ଲୋକମାନଙ୍କୁ ସୁଲଭ ଓ ଗୁଣାତ୍ମକ ଭୋଜନ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଚାଲିଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି କେନ୍ଦ୍ରୀୟ ପାକଶାଲାକୁ ମିଳିଛି ଆଇଏସଓ ମାନ୍ୟତା | ଏ ବିଷୟରେ ନଗରଉନ୍ନୟନ ବିଭାଗ ପକ୍ଷରୁ…

ଶିମିଳିପାଳ ଜଙ୍ଗଲରୁ ପଳାଇ ଆସିଥିବା ସମ୍ବର ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଞ  ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡିଆଲବନ୍ଧ ନିକଟରୁ  ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିବା ସମ୍ବରଟି  ଶେଷରେ ଜୀବନ ହାରିଥିବାର ଜଣାପଡିଛି । ଜଙ୍ଗଲ ଭିତରେ ସମ୍ବରଟି ଉପରେ ଶିକାରୀମାନେ ଆକ୍ରମଣ କରିବା ପରେ ପ୍ରାଣବିକଳରେ ଶିମିଳିପାଳ…

ଦୁଷ୍କର୍ମ ପରେ …….ପ୍ରିୟଙ୍କାଙ୍କୁ ଜାଳିକି ମାରିଦେଲେ, ଏଠି ରୁକ୍ମିଣୀଙ୍କୁ ଜଳି ଜଳି ମରିବାକୁ ଛାଡିଦେଲେ…

ଭରସା ତୁଟି ଯାଉଛି ପୋଲିସ ଉପରୁ, କାହାପାଇଁ "ମୋ ସରକାର"  ଆଉ ୫- ଟି ତଦନ୍ତ ପରିସରକୁ ଆସିଲେଣି କି ଭାଉଜ ଓ ତାଙ୍କ ପରିବାର ଆତ୍ମହତ୍ୟା ପାଇଁ ପଥ ଉନ୍ମୁକ୍ତ କରିଥିବା ପୋଲିସ ଅଧିକାରୀଙ୍କ ଦାୟିତ୍ବହୀନତାର  ଦଣ୍ଡ କଣ ବଦଳି -ନିଲମ୍ବନ !!!  ବାରିପଦା(ଦିଲ୍ଲୀପ ମହାନ୍ତି…

୩୧ତମ ବିଶ୍ୱ ଏଡ୍ସ ସଚେତନତା ଦିବସ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଲିଗାଲ ସର୍ଭିସ କମିଟି ଓଡ଼ଗାଁ ଆନୁକୂଲ୍ୟରେ ୩୧ ତମ ଏଡ୍ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଚେତନତା ସଭାରେ ଓଡ଼ଗାଁ ନ୍ୟାୟାଧିକାରୀ…

ଚୋରାବାଉଁଶ ସହିତ ପିକ୍ଅପ୍ ଭ୍ୟାନ୍ ଜବତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):   ବିଶେଷ ସୁତ୍ରରୁ ଖବର ପାଇ ବନପାଳ ଜ୍ୟୋତିରଞ୍ଜନ ମାନସିଂଙ୍କ ସହିତ ଅନ୍ୟ ସହଯୋଗୀ ମାନେ ମିସି ଶନିବାର ମଧ୍ୟ ରାତ୍ରରେ ଗୟଳ ସିଂ ସଂରକ୍ଷିତ  ଜଙ୍ଗଲ  ଅନ୍ତର୍ଗତ ଚେମେଡି ନିକଟରୁ ଓ ଆର ୨୫ ଏ ୮୦୭୬ ପିକ୍ଅପ୍ ଭ୍ୟାନ ସହିତ ୯୩ ଖଣ୍ଡ କଂଟା ବାଉଁଶ ଜବତ କରିଛନ୍ତି ।…

ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ୍ ଦିବସ-୨୦୧୯ ପାଳିତ : ଏଡସ୍ ରୋଗୀକୁ ଘୃଣା ନ କରି ଏଡସ୍ ରୋଗକୁ ଘୃଣା କରିବା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ  ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ୍ ଦିବସ-୨୦୧୯  ପାଳିତ…

ମୟୂରଭଞ୍ଜ ପ୍ରେସ କ୍ଲବ ପୁର୍ନଗଠନ ଅବୈଧ ଓ ବିଭ୍ରାନ୍ତିକର : ପ୍ରତିଷ୍ଠାତା ସଭାପତି ବିଭୂଦତ୍ତ ଦାସ

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ପ୍ରେସ କ୍ଲବର ସଭାପତି ବିଭୂଦତ୍ତ ଦାସଙ୍କ ଆବାହକତ୍ୱରେ କ୍ଲବର ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଥିଲା  । ଏଥିରେ କ୍ଲବର ପ୍ରତିଷ୍ଠାତା ସଭାପତି  ଶ୍ରୀଦାସ ତଥା ସଖ୍ୟା ଗରିଷ୍ଠ  ସଦସ୍ୟ ଓବଂ ଏକ୍ଜିକୁ୍ୟଟିଭ…

କୃଷି ଇଞ୍ଜିନିୟରିଂ ସେବା ସଂଘର ସାଧାରଣ ଅଧିବେଶନ 

ଭୁବନେଶ୍ୱର, (ଶାସକ ପ୍ରଶାସକ) : କୃଷି ଇଞ୍ଜିନିୟରିଂ ସେବା ସଂଘର ସାଧାରଣ ଅଧିବେଶନ ସ୍ଥାନୀୟ ସତ୍ୟନଗରସ୍ଥିତ ଓଡ଼ିଶା କୃଷି ଯନ୍ତ୍ରପାତି ଗବେଷଣା ଓ ଉନ୍ନୟନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଥିଲା । କୃଷି ନିର୍ଦ୍ଦେଶାଳୟର  ମୁଖ୍ୟଯନ୍ତ୍ରୀ ମନୋଜ କୁମାର ଦାସ କୃଷି…

କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି – ଧର୍ମେନ୍ଦ୍ର…

ଦ୍ୱିତୀୟ ଦିନରେ ଝାଡଖଣ୍ଡର  ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ ପ୍ରଚାର କଲେ ଧର୍ମେନ୍ଦ୍ର    ଝାଡଖଣ୍ଡ,(SPB )– ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି…