“କାହାର ଦୟାର ପାତ୍ର ନ ହୋଇ ନିଜ ସୁରକ୍ଷା ନିଜେ କରିବା ପାଇଁ ଚେଷ୍ଟା କରିବା ଉଚିତ”

ଛାତ୍ରୀଙ୍କୁ ଆତ୍ମ-ସୁରକ୍ଷା କୌଶଳର ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଏକ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଆତ୍ମ-ସୁରକ୍ଷା କୌଶଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

କି ଉଦ୍ଘାଟନ ଯାତରା : ୧୦ଟାରେ ସରପଂଚ, ୧୧ଟାରେ ବିଧାୟକ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଫଳକ ମାରିବା ବା ଉଦ୍ଘାଟନ କରିବା ନିଶା ନେତାଙ୍କ ଏମିତି ବା ନା ନେବା ନିଶା ଏମିତି ଯେ ଗୋଟିଏ କାମକୁ ଏକ ଦିନରେ ଗୋଟିଏ ଘଣ୍ଟା ବ୍ୟବଧାନରେ ଉଦଘାଟନ କରିଛନ୍ତି ବିଧାୟକ ଓ ସରପଂଚ | ଏହାକୁ ନେଇ ଲୋକ ଯେତିକି ଖୁସି ନୁହନ୍ତି, ତାଠାରୁ ଏବେ ଅଧିକ ଚର୍ଚା ଚାଲିଛି…

ସ୍ୱର୍ଗରୁ ଆସି ବାର୍ଦ୍ଧକ୍ୟ ଭତା ଗ୍ରହଣ କରିଛନ୍ତି ସ୍ୱର୍ଗତା ମହିଳା…

ମେଲଛାମୁଣ୍ଡା(ମନୋଜ ଭୋଇ)- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ମମତାଠୁ ହରିଶ୍ଚନ୍ଦ୍ର ଯାଏଁ, ହେଲେ ତାଙ୍କ କର୍ମଚାରୀ ଓ ଅଧିକାରୀ ମାନେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚାରିପାଦ ଆଗରେ | ସେମାନେ ସ୍ୱର୍ଗକୁ ଯାଇ…

ଜୁନାଗଡ ଠାରେ 132 କେଭି ନୂତନ ବିଦ୍ୟୁତ୍ ପ୍ରକଳ୍ପ ଲୋକାର୍ପିତ

ଜୁନାଗଡ/ଆଦିତ୍ୟ ମହାନ୍ତି :କଳାହାଣ୍ଡି  ଜିଲ୍ଲା ଜୁନାଗଡ ଠାରେ ଦ୍ଵିତୀୟ 132/33 କେଭି ଗ୍ରୀଡ ସବ ଷ୍ଟେସନ୍ ଶକ୍ତି, ଶିଳ୍ପ, ତଥା ସ୍ଵରାଷ୍ଟ୍ରମନ୍ତ୍ରୀ  କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ ଗ୍ରୀଡ ଉଦଘାଟନ ହେବl ଦ୍ଵାରା କଳାହାଣ୍ଡି ଜିଲ୍ଲାର…

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା/Third Day in Konark Festival

 ଓଡିଶୀରେ ତ୍ରିବେଣୀ ଓ ମୋହିନୀ ଆଟ୍ଟମରେ ଜୀବନଉଛ୍ୱାସ ମନ ମୋହିଲା କୋଣାର୍କ (ଶାସକ ପ୍ରଶାସକ)  ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ…

ଆତ୍ମହତ୍ୟା  କରିଥିବା ଅଧ୍ୟାପିକାଙ୍କ ପରିବାରକୁ  ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା 

ବାରିପଦା(ଦିଲ୍ଲୀପ ମହାନ୍ତି )-  ରାଇଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା କ୍ରମଶଃ ଜଟିଳ ହେବାକୁ ଯାଉଛି । ଏହି ସମୟରେ ଆଜି ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଡ଼ଃ. ମିନତୀ ବେହେରା ଆଜି ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଉମାଦେଇପୁର ଗ୍ରାମକୁ…

ରାଜ୍ୟସ୍ତରୀୟ ବିଶ୍ୱ ମାନବିକ ଅଧିକାର ଦିବସ ପାଇଁ ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରମାନଙ୍କୁ ନେଇ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଗଙ୍କ ସମ୍ମିଳନୀ କକ୍ଷରେ…

ଆଗଲପୁର ବ୍ଳକ ରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ 

ଆଗଲପୁର  (ସୁଶିଲ କୁମାର ବିଶ୍ୱାଳ  ):- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକରେ ଦୁଇ ଦିନ ଧରି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ  ପ୍ରଥମ ଦିବସରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ଗୀତ, ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…

ହାଇଦ୍ରାବାଦ ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି

ବରଗଡ଼ (ଶାସକ ପ୍ରଶାସକ) - ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…