Sign in
Sign in
Recover your password.
A password will be e-mailed to you.
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ମାର୍ଗଦର୍ଶକ ଦେବୀ ମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ ଉପସ୍ଥିତ ରହି ଘର ମୁଖ୍ୟ…
ସଟର ତାଡି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
ପାଇକମାଲ :- ଗତ ରାତ୍ରି ରେ ପାଇକମାଲ ମୁଖ୍ୟ ଛକରେ ଥିବା ପ୍ରତୀକ ମୋବାଇଲ ରୁ ଚୋର ମାନେ ଦୋକାନର ଶଟର ତାଡି ଦୋକାନରେ କଳା କନା ବୁଲେଇ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ ଦୁଇ ଦିନି ତଳେ ଦୋକାନ ମାଲିକ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ନୂଆ ମୋବାଇଲ ଆଣିଥିଲେ ।ଚୋର ମାନେ ଦୋକାନରୁ ସବୁ…
ବରଗଡ଼ ରାଜନୀତିରେ ଭୂଚଳ : ବିଜେପି ହାତରୁ ଜିଲ୍ଲା ପରିଷଦ ଯିବା ଥୟ
୬ କି ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଛାଡିଛନ୍ତି ବିଜେପିକୁ ଜଣାନାହିଁ ,
ରାଜ୍ୟ ସଭାପତି ୬ ଜଣଙ୍କୁ ଜାରି କରିଥିଲେ କାରଣ ଦର୍ଶାଅ ନୋଟିସ
ହେଲେ କାରଣ ଦର୍ଶାଅର ନୋଟିସର ଉତ୍ତର ଦେଲେ ବିଜେପି ଛାଡିଥିବା ୯ ଜିଲ୍ଲା ପରିଷଦ ସଭ୍ୟ
ଆଉ ୬ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିବା ପାଇଁ…
ବ୍ଲକସ୍ତରୀୟ ବିଜ୍ଞାନ ମେଳା
ପାଇକମାଲ :- ଆଜି ପାଇକମାଲ ବ୍ଲକର ସାପଲହର ଗ୍ରାମର ଗାୟତ୍ରୀ ହାଇସ୍କୁଲ ଠାରେ ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ର ଆୟୋଜନ ହେଉଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଏହି ମେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଉତ୍ତମ ପାଠ ପଢା ସହିତ ଖେଳ ଓ…
ଉଦୟନାଥ ଫର୍ଣିଚର୍ସର ମାସିକ ଯୋଜନାର ଦ୍ବିତୀୟ ଉପହାର ବିଜେତା
ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରର ଭରସାଯୋଗ୍ୟ ଆସବାବପତ୍ର ବିକ୍ରୟ ପ୍ରତିଷ୍ଠାନ କପସିଲ ରୋଡସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ଦ୍ଵିତୀୟ ଲକି ଡ୍ର ଉଠାଣ ହୋଇଯାଇଛି । ଦ୍ବିତୀୟ ଉପହାର ବିଜେତା ହୋଇଛନ୍ତି ପଦ୍ମପୁର ଶାନ୍ତି ନଗର ର ଲିପ୍ସା ମିଶ୍ର…
ଭଦ୍ରକର ସ୍ୱାସ୍ଥ୍ୟସେବା ସଂପର୍କରେ ସିଡିଏମଓଙ୍କ ସହ କ୍ରିୟାନୁଷ୍ଠାନ କମିଟିର ଆଲୋଚନା
ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ)- ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସମସ୍ୟା ଓ ତାର ନିରାକରଣ ଏବଂ ନୂତନ ମେଡିକାଲ ଜି-୬ ନିର୍ମାଣ ପ୍ରସଙ୍ଗରେ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକର ନୂତନ ସିଡିଏମଓ ଡାକ୍ତର ଜଗନ୍ନାଥ ପହିଙ୍କ ସହିତ ଆଲୋଚନା କରାଯାଇଛି । ଭଦ୍ରକ କ୍ରିୟାନୁଷ୍ଠାନ…
ଉର୍ଜା ଓ ଇସ୍ପାତ ପ୍ରସଙ୍ଗରେ ଜାପାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ
ଏହି ଦୁଇଟି କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ
ଏଲଏନଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ଜାପାନ ମନ୍ତ୍ରୀଙ୍କ ସମ୍ମତି
ପୁଞ୍ଜିନିବେଶ ତଥା ବ୍ୟବସାୟିକ କାରବାର ପାଇଁ ବିଶ୍ୱରେ ଭାରତ ଉକ୍ରୃଷ୍ଟ ସ୍ଥାନ
ଦେଶର ଭିତିଭୂମିର ବିକାଶ ପାଇଁ…
ଡୁଙ୍ଗୁରିପାଲି ଗ୍ରାମରେ ଲକ୍ଷ୍ମୀପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳିତ
ପଦ୍ମପୁର(ଶାସକପ୍ରଶାସକ)- ପାଇକମାଳ ବ୍କକ ପଲସଦା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମରେ ଲକ୍ଷ୍ମୀପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳିତ ହେଉଛି । ଏହି ଉପଲକ୍ଷେ ମଙ୍ଗଳବାର ଶତାଧିକ ମହିଳା ଶୋଭାଯାତ୍ରାରେ ଗାଁ ପୋଖରୀରୁ ଜଳପୂର୍ଣ୍ଣ କଳସ ଅ।ଣି ମଣ୍ଡପରେ ସ୍ଥାପନ…
କି କାଢ଼ ବାଲିଗୁଡା ପୋଲିସର, ଧିକ ପାରିବାରପଣିଆ !!!
ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଅପରାଧୀ ଫୁଟାଇଲେ ଗୁଳି
ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଳିକାଣ୍ଡ I ତାହା ପୁଣି ଥାନା ଠାରୁ ମାତ୍ରକ କେଇ ମିଟର I ଯାହା କି ଅଞ୍ଚଳବାସିଙ୍କୁ ଭୟଭୀତ କରିବା ସହ ପୁଲିସର କାର୍ଯ୍ୟଦକ୍ଷତା ଉପରେ…
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଇଓ ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚୌହାନ ମୁଖ୍ୟ ଅତିଥି…