ସାଇକେଲ ଶୋଭାଯାତ୍ରା ‘ଟୁର ଦି କଳିଙ୍ଗ’

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଇକୋ ଟୁରିଜିମ୍, ତମ୍ବାଖୁ ବର୍ଜନ, ପ୍ରଦୂଷଣମୁକ୍ତ ପରିବେଶ ଏବଂ ଦୁର୍ନିତୀ ମୁକ୍ତ ଭାରତ ଗଠନ ଆଦି ବାର୍ତ୍ତା ନେଇ ଡିସେମ୍ବର ମାସର ୮ ତାରିଖରୁ ଭୁବନେଶ୍ବର ଠାରୁ କୋରାପୁଟ ଅଭିମୁଖେ ଆରମ୍ଭ ହୋଇଥିବା ସାଇକେଲ ଶୋଭାଯାତ୍ରା ‘ଟୁର୍ ଦି କଳିଙ୍ଗ '…

ବବି ଆରମ୍ଭ କଲେ ଖେଳ : ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଙ୍ଗଠନ ହେଲା ଦି ଫାଳ

ବିଜେଡ଼ିର ସାଙ୍ଗଠନିକ ସମୀକ୍ଷା ବୈଠକ ଶେଷ ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ  ମୁରବି ବିହୀନ ବାରିପଦା ନିର୍ବାଚନ ମଣ୍ଡଳୀରେ କର୍ମୀମାନେ ଅଣଦେଖା ହେଉଥିବାର ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ…

ଏଠି ଅଫିସରଙ୍କ ଗାଲୁଆମୀ ପ୍ରବଳ, ୫-ଟିର ଏଠି  ଶୂନ ଫଳ 

 ଅଫିସରଙ୍କ ଉପରେ ବଣୁ ଫାୟାର, ଦେଲେ କଡା ଚେତାବନୀ  ଭଦ୍ରକ/Satya Bhusan Swami : ଭଦ୍ରକର ଯୁବ ବିଧାୟକ ସଂଜୀବ ମଲ୍ଲିକ (ବଣୁ) ଜଣେ ସରଳ ଏବଂ ବନ୍ଧୁବତ୍ସଳ । ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଲେ ଲୋକଙ୍କ କାମରେ ଯେପରି କୌଣସି ଅବହେଳା ନହୁଏ ତାରି ଉପରେ…

ବନ ବିଭାଗ ନର୍ସରୀରୁ ଶତାଧିକ ମୂଲ୍ୟବାନ ଗଛକଟାକୁ ଜନ ଅସନ୍ତୋଷ ତୀବ୍ର

ବାରିପଦା(ଦିଲ୍ଲୀପ ମହାନ୍ତି)-  ବାରିପଦା- ଉଦଳା ରାଜ୍ୟ ରାଜପଥ ପାର୍ଶ୍ୱ ଶଙ୍ଖାଭଙ୍ଗାଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ବାରିପଦା ବନଖଣ୍ଡ ଅଧୀନ ରାସଗୋବିନ୍ଦପୁର  ରେଞ୍ଜ ପକ୍ଷରୁ ୨୦୧୪ରୁ କାର୍ଯ୍ୟ କରିଆସୁଥିବା  କେନ୍ଦ୍ରୀୟ ଚାରା ଉତ୍ପାଦନ  କେନ୍ଦ୍ର ପରିସରରୁ ନିମ୍ବ , ଶିଉଳି, ଗମ୍ଭାରୀ,…

ଜମି ଅଧିକାରକୁନେଇ ବାପକୁ ମରଣାନ୍ତକ ଆକ୍ରମଣ : ପୁଅ ଛୁରୀରେ କାଟିଲା ବାପାର ବେକ, ପଥରରେ ଛେଚିଲା ମୁଣ୍ଡ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମୁଁ ମଲାପରେ ତୁ ଜମି ଅଧିକାର ପାଇବୁ । ବାପାଙ୍କ ଠାରୁ ଏହା ଶୁଣି ପୁଅ ସଙ୍ଗେ ସଙ୍ଗେ ଠେଲିଦେଲା । ବାପା ପଡିଯିବା ପରେ ନିକଟରୁ ଏକ ମାର୍ବଲ ପଥର ଆଣି ଛେଚିିଦେବାରୁ ମୁଣ୍ଡଟି ଫେଡା ହୋଇଗଲା । ଏବଂ ପକେଟରୁ ଏକ ଛୁରୀ ବାହାରକରି ସଙ୍ଗେ ସଙ୍ଗେ ବେକକୁ କାଟିଦେଲା ।…

ନୟାଗଡ଼ ଜିଲ୍ଲା ପାଲା ଗାୟକ  ମଣ୍ଡଳର ୪୫ତମ ବାର୍ଷିକ ସମ୍ମିଳନୀ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲା  ମା ଦକ୍ଷିଣକାଳୀ ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳିର ୪୫ତମ ବାର୍ଷିକ ସମ୍ମିଳନୀ ଓଡ଼ଗାଁ  ବ୍ଳକ୍ ଗଉଡ଼ପୁଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ବର୍ଷିୟାନ ଗାୟକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ (ଗାୟକ ସାମନ୍ତ)ଙ୍କ ସଭାପତିତ୍ୱରେ…

୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ବାଗବର

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର କଲମପୁର ମହାନଦୀ ଖେଳ ପଡିଆରେ ଅନୁଷ୍ଠିତ ୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଆଜି ତୃତୀୟା ଦିବସରେ ପ୍ରବେଶ କରିଛି । ଆଜି ମୁଖ୍ୟ ଅତିଥି ଭାବେ ବାଣିଜ୍ଯ ପରିବହନ ମନ୍ତ୍ରୀ ଶ୍ରୀ…

ଅନ୍ଧବିଶ୍ବାସ ଦୁରୀକରଣ ପାଇଁ ସଚେତନତା ରାଲି କଲା ତିରିଂ ପୋଲିସ

ବାରିପଦା-(ଦିଲ୍ଲୀପ ମହାନ୍ତି)ମୟୁରଭଞ୍ଜ ଜିଲ୍ଲା ତିରିଂ' ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ କୁଲୁଘୁଟୁ ଗ୍ରାମରେ ତିରିଂ'ଥାନା ପୋଲିସ ପକ୍ଷରୁ "ଡାହାଣୀ ଓ ଗୁଣିଗାରେଡି  ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ନେଇ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଆଧୁନିକ ଯୁଗରେ…

ଚେକ ବୁକ ଇସ୍ୟୁ ହୋଇନି, ହେଲେ ଚେକରେ ଗାଏବ 10 ଲକ୍ଷ : ସନ୍ଦେହରେ ଷ୍ଟେଟବ୍ୟାଙ୍କର ଭୂମିକା

-ଅବସରପ୍ରାପ୍ତ ସରକାରୀ ର୍କମଚାରୀଙ୍କ ଷ୍ଟେଟ ବ୍ୟାଙ୍କ୍‌ ଖାତାରୁ ୧୦ ଲକ୍ଷ ଟଙ୍କା ଗାଏବ -ବିନା ଇନକ୍ବାରିରେ କେମିତି ବ୍ୟାଙ୍କ ଦେଇଦେଲା ଏତେ ଟଙ୍କା -ଚେକ ବୁକ ବ୍ୟାଙ୍କ ଇସ୍ୟୁ କରିନଥିବା ବେଳେ କେମିତି ଚେକରେ ଉଠିଲା   ପୋଲିସର ଦ୍ବରସ୍ଥ ହେଲେ ଅବସରପ୍ରାପ୍ତ ମହିଳା କର୍ମଚାରୀ…