ରେଡକ୍ରସ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ଭୀମଭୋଇ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଡା. ରାମକୁଷ୍ଣ ପତି , ଡା. ସରତ ଦଳେଇ , ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ର…

ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ବୋହି ଆଣିଲେ ବିଧାୟକ 

ବରଗଡ :- ଗତକାଲି ପାଇକମାଲ ଝାରବନ୍ଧ ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣା କୁ ନେଇ ବର୍ତ୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ  ଜୋରଦାର ଚର୍ଚ୍ଚା ଚାଲିଛି । ଘଟଣାଟି ହେଲା ପଦ୍ମପୁର ର ମାନ୍ୟବର ଶ୍ରୀ ବିଜୟ ରଂଜନ ସିଂ ବରିହା ଝାରବନ୍ଧ ବ୍ଲକ ର ତୁର୍ଲା ଗ୍ରାମରେ ଏକ ବିଜ୍ଞାନ ମେଳା ପରିଦର୍ଶନ ଓ…

ବାଳମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ପରିଛା ମଠ ପକ୍ଷରୁ ଗୀତା ଜୟନ୍ତୀ ଓ ସମ୍ବର୍ଦ୍ଧନା ମହୋତ୍ସବ

http://www.youtube.com/watch?v=TQEI4lqIy10 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ବାଳମୁକୁନ୍ଦ ଶିଶୁ ମାନଙ୍କ ଦ୍ବାରା ପୂର୍ବାହ୍ନରେ ପୂଜ୍ୟ ରାମାନନ୍ଦ ଜୀଙ୍କ ଉପସ୍ଥିତ ରେ ଗୀତା ପାରାୟଣ ଏବଂ ଅପରାହ୍ନରେ ସମ୍ବର୍ଦ୍ଧନା…

ଟିକେ ବୁଝିବେ କି ମୋ “ସରକାର” : ବିଧବା ମା ସହ ପରଘରେ ଆଶ୍ରୟ ନେଉଛନ୍ତି ବଢ଼ିଲା ଦିବ୍ୟାଙ୍ଗ ଝିଅ…

ଜିଲ୍ଲାପାଳଙ୍କ ଆଦେଶକୁ ବି "ସି.." କରୁନାହାନ୍ତି ଉଲୁଣ୍ଡା ବିଡିଓ ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଗ୍ରାମରେ ପକ୍କାଘର ଖଣ୍ଡେ ନ ପାଇବାରୁ ଜଣେ ଦିବ୍ୟାଙ୍ଗ ପର ଘରେ ଆଶ୍ରୟ ନେଇଛନ୍ତି । ଉକ୍ତ ଗ୍ରାମର ବାପ ଛେଉଣ୍ଡ  ସୁନିତା…

ବଡଖମାର ଶ୍ଯାମସୁନ୍ଦର କୁଞ୍ଜକୁଟୀର :୬୪ ବର୍ଷ ହେଲା ଚାଲିଛି ଅଖଣ୍ଡ ହରିନାମ ସଂକୀର୍ତ୍ତନ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ ଶ୍ଯାମସୁନ୍ଦର କୁଞ୍ଜକୁଟୀର ପଶ୍ଚିମ ଓଡିଶାର ଦ୍ବିତୀୟ ବୃନ୍ଦାବନ ଭାବେ ପରିଚିତ ।ଏହି ମଠସ୍ଥିତ ରାଧା କୃଷ୍ଣ, ଶିବ, ରାମ ଲକ୍ଷ୍ମଣ ସିତା ଓ ହନୁମାନ ପ୍ରଭୁତି…

ଵାୟୁ ଗଲେ ପେଟ ଉଶ୍ୱାସ 

ହେ ସରକାର, କଥା  ନରଖିଲେ ଲୋକ କେମିତି କରିବେ ବିଶ୍ୱାସ !!! ଗାଇସିଲେଟ/କେଦାର ନାଥ ସାହୁ: ବିଜେପୁର ଉପନିର୍ବାଚନରେ ବିପୁଳ  ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ବିଜୁ ଜନତା ଦଳ | ଭୋଟ ବେଳେ ହଜାରେ ପ୍ରତିଶ୍ରୁତି, ଲକ୍ଷେ ସପନ | ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜାଇ ଦେ ରୀତିରେ ପ୍ରତିଶ୍ରୁତିର…

ପ୍ରାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପୋଷଣତତ୍ୱ ସେବା ଅପରିହାର୍ଯ୍ୟ

 ଶିଶୁ ସ୍ୱାସ୍ଥ୍ୟ ପାଇଁ ନେତାଙ୍କ ଭୂମିକା ଶିର୍ଷକ କର୍ମଶାଳା ରାୟଗଡ/ସରୋଜ ସାହୁ : ପ୍ରାକ ବିଦ୍ୟାଳୟରେ ପିଲାଙ୍କ ପାଇଁ ପୋଷଣ ସେବା ନିହାତି ଜରୁରୀ, ପୋଷଣ ତତ୍ୱ ଅଭାବରେ ପିଲା ଅପପୃଷ୍ଟିର ଶିକାର ହୋଇ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ପିଲାଙ୍କ…

ଦେବକୁଣ୍ଡ ଜଳପ୍ରପାତ ନିକଟବର୍ତ୍ତୀ ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ

ବାରିପଦା/ dillip mohanty : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସ୍‌ଟିଆର) ଜେନାବିଲ୍‌ ରେଞ୍ଜ ଅନ୍ତର୍ଗତ ଦେବକୁଣ୍ଡ ଜଳପ୍ରପାତ ନିକଟବର୍ତ୍ତୀ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ମିଳିଛି। ହାତୀଟି ପ୍ରାୟ ୪-୫ ଦିନ ତଳେ ମରିଥିବା ଜଣାପଡ଼ିଛି।  ମୃତ ହାତୀଟି ମାଇ ହାତୀ ବୋଲି…

ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ

ହରଭଙ୍ଗା :- ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ସ୍ଥିତ ଭୈରବୀ ଜୁନିୟର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟରେ ସର୍ଟ୍ ସର୍କିଟ ଯୋଗୁଁ   ଅଗ୍ନିକାଣ୍ଡ ଘଟିଛି  । ଅଗ୍ନିକାଣ୍ଡରେ ଅଫିସ କାଗଜ ପତ୍ର , ଆସବାବପତ୍ର , ଟିଭି ଆଦି ପୋଡ଼ି ଯାଇଥିବା ସୂଚନା ।…

ପୁଣି ଲଜ୍ଜ୍ୟା : ମୟୁରଭଞ୍ଜ ପୁଣି ଚର୍ଚ୍ଚାରେ

ବାରିପଦା/ ଦିଲ୍ଲୀପ ମହାନ୍ତି : ପୁଣି ଘଟିଲା ମୟୁରଭଞ୍ଜ ରେ ଏକ ଲଜ୍ୟାଯନକ ଘଟଣା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉନାହିଁ ଦୁଷ୍କର୍ମ ଜନିତ ଘଟଣା।ତେବେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଛି ଅଭାବନିୟ ଘଟଣା ।ଜଣେ ନାବାଳିକାକୁ ଦୂଷ୍କର୍ମ ଅଭିଯୋଗରେ…