ପୁଣି 10 ପଜିଟିଭ

0

ରାଜ୍ୟରେ ଚିହ୍ନଟ ହେଲେ  ଆଉ ୧୦ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ  ଯାଜପୁର ଜିଲ୍ଲାରୁ ୪ଜଣ ହୋଇଥିବା ବେଳେ  ଓ ଭଦ୍ରକ ଜିଲ୍ଲାରୁ ୬ଜଣ । ଯାଜପୁର ଜିଲ୍ଲାରେ ଏ ଯାବତ ଆକ୍ରାନ୍ତଙ୍କ ସଂଖ୍ୟା  ୫୯କୁ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ସୁସ୍ଥ ହେବାପରେ ସକ୍ରୁୟ ଅଛନ୍ତି ୫୭ଜଣ । ସେହିପରି ଭଦ୍ରକରେ ଏହି  ୬ଜଣକୁ ମିଶାଇ  ଆକ୍ରାନ୍ତଙ୍କ ୩୧କୁ ଛୁଇଥିବା ବେଳେ ୧୨ଜଣ ସୁସ୍ଥ  ହେବାପରେ  ୧୯ଜଣ ସକ୍ରିୟ ଅଛନ୍ତି ।ଏହି ୧୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.