Sign in
Sign in
Recover your password.
A password will be e-mailed to you.
ଅଜଣା ଗାଡି ଧକ୍କାରେ ଅବକାରୀ କନଷ୍ଟେବଳ ଙ୍କ ମୃତ୍ୟୁ :ସହାୟତା ପାଇଁ ରାସ୍ତା ଅବରୋଧ
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ଅଜଣା ଗାଡି ଧକ୍କାରେ ଅବକାରୀ ବିଭାଗର ଜଣେ କାର୍ଯ୍ୟରତ କନେଷ୍ଟବଳ ନନ୍ଦି କର୍ମୀ (୩୪)ଙ୍କ ମୃତ୍ୟୁ ଘଟିଛି ।ସୂଚନା ମତେ - ବୀରମହାରାଜପୁର ବ୍ଲକ ର ଜଟେସିଂହା ଗ୍ରାମ ର ପିତା ନିମାଇଁ କର୍ମୀ ଙ୍କ ବଡ ପୁଅ ନନ୍ଦୀ…
ପିଜି ନାମଲେଖା କ୍ଷେତ୍ରରେ ଅଭିନବ ପଦକ୍ଷେପ ନେବେ ସରକାର
ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବ ଗୋଟିଏ ପରୀକ୍ଷା : ଡ଼ ସାହୁ
ଆସନ୍ତା ଶିକ୍ଷାବର୍ଷରୁ ହେବ ୟୂନିଫାଏଡ ଏଣ୍ଟ୍ରାନ୍ସ ଏକ୍ଜାମିନେସନ
ଅତ୍ୟାଧୁନିକ ଗବେଷଣା ସହିତ ଅଭିନବ ଯୋଜନା
Bhubaneswar(shasak Prashasak) ଏଥର ରାଜ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ…
ବଡ଼ବିଲ ନାଲଦା ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଗ୍ରାମସଭା : କାରାଖେଣ୍ଡରା ଗ୍ରାମବାସୀଙ୍କ ତୀବ୍ର…
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଟା ଛକ ଠାରୁ କାରା ଖେଣ୍ଡରା ଦେଇ ନାଲଦା ପର୍ଯ୍ୟନ୍ତ ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଆଜି କାରାଖେଣ୍ଡରା ଗ୍ରାମଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଗ୍ରାମସଭାରେ ସ୍ଥାନୀୟ ଲୋକ ପ୍ରସ୍ତାବିତ ଜମି ଅଧିଗ୍ରହଣକୁ…
କିଛି ସ୍ୱାର୍ଥସର୍ବସ୍ୱ ବ୍ୟକ୍ତିବିଶେଷ କଂଗ୍ରେସରେ ସୃଷ୍ଟି କରୁଛନ୍ତି ବିଶୃଙ୍ଖଳା : ଆର୍ଯ୍ୟ
ସଭାପତି ପରିବର୍ତ୍ତନ ପାଇଁ କରୁଛନ୍ତି ଅସଫଳ ପ୍ରୟାଶ
ଦଳକୁ ସେମାନେ ଘଟାଇଛନ୍ତି ଗୁରୁତର କ୍ଷତି
କଂଗ୍ରେସରେ ଥାଇ ଦିଲ୍ଲୀରେ ବିଜେପି ନେତ୍ରୀଙ୍କ ସହ ଫଟ ଉଠାଇ ପ୍ରଚାର କରୁଛନ୍ତି
ଇଚ୍ଛାନଥିବା ବା ବିଶୃଙ୍ଖଳିତ ବ୍ୟକ୍ତି ଦଳ ଛାଡି ଚାଲିଯିବା ଉଚିତ
ବର୍ତମାନ…
ବିଦ୍ୟୁତ ସବୁଷ୍ଟେସନରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବି
ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଓ ଟିମନପୁର ଥରେ ନବ ନିର୍ମିତ ବିଦ୍ୟୁତ ସବୁଷ୍ଟେସନ ରେ ସ୍ଥାନୀୟ ଯୋଗ୍ୟ ପ୍ରାଥୀ ଙ୍କୁ ନିଯୁକ୍ତି ଦାବି କରି ସୋମବାର ଆଶାୟୀ ପ୍ରାଥୀ ମାନେ ସିନାପାଲି ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରେ…
ବାରହା ପାଇଁ ବିଛା ଯାଇଥିବା ଫାସରେ ଫସି ଦନ୍ତାର ମୃତ୍ୟୁ
ବରଗଡ :- ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀ ଙ୍କର ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ଖବର ଆଜି ସକାଳୁ ଏହି ଅଂଚଳରେ ପ୍ରଚାର ହେବାପରେ ଘଟଣା ସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବିଦ୍ୟୁତ ତାର ସଂଯୋଗ ହୋଇଥିବା ଫାଶ ବିଛାଇ ହୋଇ…
ଚୋରା ଲୁହାପଥର ବୋଝେଇ ୬ ଡ଼ମ୍ପର ଜବତ ମାମଲା : ଗାଡି ମାଲିକଙ୍କୁ ଟାଟାରୁ ଧରିଲା ପୋଲିସ
ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଗତ ନଭେମ୍ବର ମାସ ୨୬ ତାରିଖରେ ୬ଟି ଲୁହାପଥର ବୋଝେଇ ଡ଼ମ୍ପର ଜବତ ମାମଲାରେ ଗତକାଲି ଜଣେ ଗାଡି ମାଲିକଙ୍କୁ ଝାଡଖଣ୍ଡ ରାଜ୍ୟର ଟାଟାରୁ ଗିରଫ କରିବାରେ ସଫଳ ହୋଇଛି। ଗତ ୫ ତାରିଖରେ ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା…
ସ୍କୁଲକୁ ଯିବାକୁ ଚାହୁଁନଥିଲା, ଘରେ ବାଧ୍ୟ କଲେ ବୋଲି ନିଜକୁ ଜାଳିଦେଲା
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରିବାର ପକ୍ଷରୁ ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି…
ପିଆଜ ଦର ବୃଦ୍ଧି ପ୍ରତିବାଦ: ରାଜା ସ୍ୱାଇଁଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ର କଂଗ୍ରେସ
ଭୁବନେଶ୍ୱର(ଶାସକ ପ୍ରଶାସକ) – ପିଆଜ ଦର ବୃଦ୍ଧି ପ୍ରତିବାଦରେ ଅଖିଳ ଭାରତ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଛାତ୍ର କଂଗ୍ରେସର ଏକ ବିଶାଳ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶିଶୁଭବନ ଛକ ନିକଟସ୍ଥ ରାଜ୍ୟ ଯୋଗାଣ…
ଲବ୍ଧପ୍ରତିଷ୍ଠ ନାଟ୍ୟକାର ତଥା ସଂଳାପକାର ଡ଼ ବିଜୟ ମିଶ୍ରଙ୍କୁ ଜୟଦେବ ପୁରସ୍କାର
ମିହିର ଶ୍ରେଷ୍ଠ ଅଭିନେତା, ଅର୍ଚିତା ଶ୍ରେଷ୍ଠ ଅଭିନେତ୍ରୀ
ସବୁ ପୋଛିନେଲା ଅକ୍ଷୟ ପରିଜା ପ୍ରଡକ୍ସନ 'ଭିଜା ମାଟିର ସ୍ୱର୍ଗ'
ଭୁବନେଶ୍ୱର(Girija shankar Dash) : ଘୋଷିତ ହୋଇଛି ବର୍ଷ ୨୦୧୮ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର | ଲବ୍ଧପ୍ରତିଷ୍ଠ ନାଟ୍ୟକାର ତଥା ବିଶିଷ୍ଟ ସଂଳାପକାର ଡ଼…