ରାଜ୍ୟ ସରକାର ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ଜିତିଥିବା ଖବର ମିଛ : ଲେଖାଶ୍ରୀ 

 "ପ୍ରତାରିତ ନକରି ବସ୍ତି ବାସିନ୍ଦାଙ୍କୁ ଜାଗା ଦିଅନ୍ତୁ" ଭୂବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ…

ରାଜ୍ୟରେ ଖୋଲିବ  ଆଉ ୪ଟି ଫାମିଲି କୋର୍ଟ : ପ୍ରତାପ 

ଭୁବନେଶ୍ୱର (ଶାସକ ପ୍ରଶାସକ)ରାଜ୍ୟରେ ଆଉ ଚାରୋଟି ଫାମିଲି  କୋର୍ଟ( ପରିବାର ଅଦାଲତ) ଖୋଲିବ | ଯେଉଁ ସ୍ଥାନରେ ସେହି ଫାମିଲି କୋର୍ଟ ଖୋଲିବ ସେଗୁଡିକ ହେଲା ଅନୁଗୋଳ, ରାୟଗଡା, ବୌଦ୍ଧ ଓ ଜଗତସିଂହପୁର | ଚଳିତ ଆର୍ଥିକ ବର୍ଷରେ ସେହି ଅଦାଲତ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଇନ ମନ୍ତ୍ରୀ…

 ପିଛା ଛାଡ଼ୁନି ଦୁଷ୍କର୍ମ କଳଙ୍କ : ଆଜି ବି ଦୁଇ ଅଭିଯୋଗ

ନାବାଳିକା ଅସଦାଚରଣ ମାମଲାରେ ପୋସ୍କୋ ଜାଲରେ ଛନ୍ଦି ହେଲା ସଂପର୍କିୟା ଭାଇ   ବାରିପଦା/ ଦିଲ୍ଲୀପ ମହାନ୍ତି-ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସାନପାଖଣା ଗ୍ରାମର ଜନୈକ ନାବାଳିକାକୁ ମଙ୍ଗଳବାର ରାତିରେ ଅସଦାଚରଣ ମାମଲା ଅଭିଯୋଗରେ ସଂପର୍କୀୟ ଭାଇର ଅସଦାଚରଣ ଭଳି ଏକ ଅଭାବନୀୟ ଲଜ୍ଜାଜନକ…

ଧୀରେ ଧୀରେ ବଢ଼ୁଛି କଳେବର, ଚାଷୀର ବିଲ ପର୍ଯ୍ୟନ୍ତ ପଳାଇବେ “ମୋ ସରକାର” !

ଏବେ କୃଷି ବିଭାଗ "ମୋ ସରକାର" ପରିସରଭୁକ୍ତ       ଭୁୁବନେଶ୍ୱର: ହଠାତ ମେଡ଼ିକାଲରେ ପହଁଚିଲା ପରି, ଥାନାରେ ପହଁଚିଲା ପରି କେତେବେଳେ " ମୋ ସରକାର ଟିମ" କୋଉ ଫର୍ମରେ ବା କେଉଁଠି ଚାଷୀର ବିଲରେ ପହଁଚିଯାଇଥିବା ଖବର ଶୁଣିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ! କାରଣ  "ମୋ ସରକାର"ର କଳେବର ଧୀରେ…

ଏ.ଆର.ଏସ.ଏସ କଂମ୍ପାନିର ୩ ଗୋଡି ଭର୍ତ୍ତି ଡମ୍ଫର ଜବତତ୍ତ

ନୂଆପଡ଼ା(ଅମିତ ପୁରୋହିତ) :ସଦର ବ୍ଲକ ଅନ୍ତର୍ଗତ ସାଲିହା ଗ୍ରାମରେ ଚେକିଙ୍ଗ ସମୟରେ ଏ.ଆର.ଏସ.ଏସ କଂମ୍ପାନିର  ୩ଟି ଗୋଡି ଭର୍ତ୍ତି ଡମ୍ଫରକୁ  ଜବତ କରାଯାଇଛି । ସୂଚନା ଅନୁସାରେ ବେଆଇନ ଗୋଡି ବାଲି ଚାଲାଣ ହେଉଥିବାର ଖବର ପାଇ ଅତିରିକ୍ତ ତହସିଲଦାର କିର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ…

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନୂଆପଡ଼ା(ଅମିତ ପୁରୋହିତ) : ସଦର ବ୍ଲକ ଅନ୍ତର୍ଗତ ପିପଲଛେଣ୍ଡି ଗ୍ରାମରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନର ମିଳିତ ଆନୁକୁଲ୍ୟରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଈଛି ।ଆଶା ଓଡିଶାର ପ୍ରକଳ୍ପ ସଂଯୋଜକ ସଞ୍ଜିବ କୁମାର ନାଏକ ଙ୍କ…

ସ୍କୁଲରେ ମୋବାଇଲ ବ୍ୟବହାର କରି ସାହିତ୍ୟ ଶିକ୍ଷକ ନିଲମ୍ବିତ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ମୋବାଇଲ ଫୋନ ରେ ବ୍ୟସ୍ତ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଖେଳ କୁଦରେ ମାତିଛନ୍ତି ।ଏଭଲି…

ଦୁର୍ଘଟଣାରେ ୨ଜଣ ଆହତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର - କଟକ ୫୫ନଂ ଜାତୀୟ ରାଜପଥ ତଥା ରେଢାଖୋଲ ଥାନା ଅନ୍ତର୍ଗତ ଦଳଖମଣ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ ମୁହାଁ ମୁହିଁ ହୋଇଛି I ଫଳରେ ଉଭୟ ବାଇକ ଆରୋହି ଆହତ ହୋଇଛନ୍ତି I ଆହତ ମାନେ ହେଲେ ରେଢାଖୋଲ ଥାନା…

ବିପଦ ସଂକୁଳ ବିଦ୍ୟୁତ ଟ୍ରାନ୍ସଫର୍ମର:  ବିଦ୍ୟୁତ ବିଭାଗର ଅବହେଳା

କଣ ମଣିଷ ମଲାପରେ ଚେତିବ !!! ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଗ୍ରାମର ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ବୀରମହାରାଜପୁର ଠାରୁ ସୁବଳୟା  ମୁଖ୍ଯ ରାସ୍ତା କଡର  ଜଟେସିଂହା ଠାରେ …

ସ୍ୱୟଂ ସମ୍ପୂର୍ଣ୍ଣ ପୁର୍ଣ୍ଣାଙ୍ଗ ସମାଜ ଗଠନ ଆମର ଲକ୍ଷ୍ୟ : ଅରୁଣ

ଓଡ଼ଗାଁରେ ଅନୁଷ୍ଠିତ ହେଲା ମାରାଥନ୍  ନବନିର୍ମିତ ଆଦର୍ଶ ବିଦ୍ୟାଳୟର ଗୃହ ଲୋକାର୍ପିତ  ଅଂଚଳର ବିକାଶ ନେଇ ବରିଷ୍ଠ ନାଗରିକ ମାନଙ୍କ ସହ ଅରୁଣଙ୍କ ଆଲୋଚନା ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଦ୍ୟାନ ଭବନ ଉଦ୍ଘାଟିତ  ଓଡ଼ଗାଁ,(Srikanta Mishra):…