ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ . ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ମୁଖ୍ୟ ଅଭିଯୁକ୍ତ କୁ ଗିରଫ, ହତ୍ୟା ପରେ ଫିଙ୍ଗି ଦେଇ ଥିଲା

ନିଖୋଜ ର ଦୁଇ ଦିନ ପରେ ନାବାଳିକା ର ମୁତଦେହ ଉଦ୍ଧାର  ରାଜଗାଙ୍ଗପୁର, ୧୧-୦୩-୨୬. ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଗତ (୦୯-୦୩-୨୬) ନିଖୋଜ ଥିବା ଜଣେ ନାବାଳିକା(୮) ଙ୍କ ମୃତଦେହ ପୁଲିସ ବୁଧୁବାର ଅପରାହ୍ନରେ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା…

ବାଲିଆପାଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ଅରୁଣିମା, ୨୦୨୬ର ଶୁଭାରମ୍ଭ – ଫୋକସରେ ଜଳବାୟୁ ଅନୁକୁଳ ଜୀବନଶୈଳୀ

ଆଖପାଖ ଗାଁରୁ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ଏବଂ 200 ଉର୍ଦ୍ଧ୍ବ ଚାଷୀଙ୍କ ଅଂଶଗ୍ରହଣ ବାଲିଆପାଳ, ଓଡ଼ିଶା, ମାର୍ଚ୍ଚ ୧୧, ୨୦୨୬ - ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିନରେ ଥିବା ଦେଉଳ ଗାଁର ମିନି ଷ୍ଟାଡିୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଅରୁଣିମା, ୨୦୨୬କାର୍ଯ୍ୟକ୍ରମର ଶୁଭାରମ୍ଭ…

ବିଶିଷ୍ଟ ସାହିତ୍ୟିକ ଚକ୍ରପାଣି ପରିଚ୍ଛା ପାଇବେ ‘କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ’

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୧/୩/୨୬: ଦୀର୍ଘ ବର୍ଷର ସାଧନାରେ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରୁଥିବା ବିଶିଷ୍ଟ କବି ଚକ୍ରପାଣି ପରିଚ୍ଛା ପାଇବେ 'କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ' । ଆସନ୍ତା ମାର୍ଚ୍ଚ ୨୧ ତାରିଖ ଦିନ ଜୟପୁର ଠାରେ ଅନୁଷ୍ଠିତ ହେବାକୁ…

ଗ୍ରୀଷ୍ମ ଆରମ୍ଭ ରୁ ବଢୁଛି ତାତି, ଦେଶୀ ତରଭୁଜ ଆଣୁଛି ଆଶ୍ବସ୍ତି ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି ତା ୧୧/୩/୨୬: ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢ଼ିବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଆଖୁ ରସ ଏବଂ ଫଳ ରସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆରମ୍ଭରେ ଜିଲ୍ଲା ର ବିଭିନ୍ନ…

ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ବିରୋଧରେ ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ/ ତାରିଖ-୧୧/୩/୨୬: ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ରେଞ୍ଜର କର୍ମଚାରୀମାନେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ନିକଟରେ ଏକ ସ୍ୱତନ୍ତ୍ର ଅପରେସନ କରି ବିପୁଳ ପରିମାଣର 'ଇଣ୍ଡିଆନ୍ ଫ୍ଲାପ୍ ସେଲ୍' କଇଁଛ ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି ଉଲ୍ଲେଖନୀୟ…

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

ଭୁବନେଶ୍ୱର, ମାର୍ଚ୍ଚ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ବୁଧବାର କ୍ୟାମ୍ପସ୍ ୨ ପରିସରରେ ‘ମାର୍କ -ଆଇଟି : ମ୍ୟାର୍କେଟିଂ ଫେୟାର୍ ୧.୦ -୨୦୨୬’ ବିଜିନେସ୍ ମେଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ…

ଘଟଗାଁ ତହସିଲରେ ଘୋଟାଲା , ନିଲମ୍ବିତ ହେଲେ ତିନି କର୍ମଚାରୀ

କେନ୍ଦୁଝର,ତା୧୧/୩- କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଜିଲ୍ଳାପାଳ ବିଶାଳ ସିଂ ନିଲମ୍ବିତ କରିଛନ୍ତି।ସେମାନେ ହେଲେ ରାଜସ୍ଵ ନିରୀକ୍ଷକ ଲସିବ ସିଂ ଲାଗୁରି, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ। ତେବେ ଏମାନେ ସମସ୍ତେ ନୀତିନିୟମ…

ସାର କଳାବଜାରୀ ଘଟଣାରେ କୃଷି ବିଭାଗର କଡା ଆକ୍ସନ, ୧୦ ଡିଲରଙ୍କ ଲାଇସେନ୍ସ ବାତିଲ

ବରଗଡ :- ବରଗଡ଼ ଜିଲ୍ଲା କୃଷି ବିଭାଗ ଆକ୍ସନ ମୋଡକୁ ଆସିଛି। ସାର କଳାବଜାରୀ ଘଟଣାକୁ ନେଇ ଭିଡିଓ ଭାଇରାଲ ହେବା ପରେ ଚାଷୀମାନଙ୍କୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ସହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା କୃଷି ବିଭାଗ ତତ୍କାଳ ତଦନ୍ତ…