ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ବିଫଳ, ୩ ବନ ଅଧିକାରୀ ନିଲମ୍ବିତ

କେନ୍ଦୁଝର,ତା୧୧/୩- ଜିଲ୍ଲା ଜଙ୍ଗଲ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ବନବିଭାଗକୁ ସମସ୍ତ ସହଯୋଗ କରୁଥିବା ବେଳେ ଏଥିନେଇ ସ୍ବତନ୍ତ୍ର ସ୍କାଡ୍ ଗଠନ କରାଯାଇଛି। ଗତବର୍ଷ ଅପେକ୍ଷା ଅଧିକ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ଅଦ୍ୟାବଧି କେନ୍ଦୁଝର ବନଖଣ୍ଡର ୭ଟି ବନାଞ୍ଚଳର ୪୫୨ଟି…

ଓଡିଶାକୁ ନୂତନ ଅମୃତ ଭାରତ ଟ୍ରେନ୍: ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ପଦକ୍ଷେପକୁ ବିଧାୟକଙ୍କ ସ୍ୱାଗତ

ଝାରସୁଗୁଡା, ୧୦ ମାର୍ଚ୍ଚ: ତାମିଲନାଡୁର କୋଏମ୍ବାଟୁର୍ ଠାରୁ ଝାଡ଼ଖଣ୍ଡର ଧନବାଦ ପର୍ଯ୍ୟନ୍ତ ଏକ ନୂତନ ଅମୃତ ଭାରତ ଟ୍ରେନ୍ ମଞ୍ଜୁର ହେବାକୁ ଓଡିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ଏକ ପ୍ରେସ ବିବୃତିରେ ସେ…

ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୬: ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପରିସରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ଅଧୀନରେ ନବନିଯୁକ୍ତ ହୋଇଥିବା ସହକାରୀ ଶ୍ରମ ଅଧିକାରୀମାନଙ୍କ (ଓସିଏସ୍ ୨୦୨୩ ବ୍ୟାଚ୍) ପାଇଁ ଏକ ତିନି ମାସିଆ ସ୍ୱତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ…

ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ

ଭୁବନେଶ୍ୱର - 10/03 ଆଜି ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କଲା ଭାଷା ଆନ୍ଦୋଳନ,ଓଡ଼ିଶା | ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି କଳାପତାକା ଅଭିଯାନ ଆରମ୍ଭ…

ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ

ବେଦାନ୍ତର କୋଇଲା ଖଣି ପ୍ରକଳ୍ପକୁ ଅନୁମୋଦନ; ଦସ୍ତାବିଜ ଅଭାବରୁ OPTCL ପ୍ରସ୍ତାବ ସ୍ଥଗିତ ଝାରସୁଗୁଡ଼ା, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଜଙ୍ଗଲ ଅଧିକାର ଆଇନ-୨୦୦୬ (FRA) ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ…

କିଟ୍‍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର, ୧୦ ।୩: କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ। ଆସନ୍ତା ଏପ୍ରିଲରେ କିଟ୍ କ୍ୟାମ୍ପସରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ। ଏ ନେଇ ଆଜି ମୁମ୍ବାଇଠାରେ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର…

ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ

ଭୁବନେଶ୍ୱର : ଭାରତର ଜଙ୍ଗଲଗୁଡ଼ିକରେ ମଣିଷ ଏବଂ ହାତୀଙ୍କ ମଧ୍ୟରେ ସଂଘର୍ଷ କ୍ରମାଗତ ଭାବେ ବଢିଚାଲିଥିବା ବେଳେ, ବୈଜ୍ଞାନିକ, ବନ ଅଧିକାରୀ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ କେବଳ ସାମୟିକ ପ୍ରତିକାର ବଦଳରେ ବିଜ୍ଞାନ ଭିତିକ ଭୂଭାଗ ଯୋଜନା ଏବଂ ସମୁଦାୟ-କେନ୍ଦ୍ରିତ ପ୍ରଶମନ ରଣନୀତି ଉପରେ ଅଧିକ…

ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ ଭୁବନେଶ୍ୱର, ୧୦ ମାର୍ଚ୍ଚ: କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତାର ଉପଯୋଗ ହିଁ ଭବିଷ୍ୟତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ଥାୟିତ୍ୱ ଆଣିପାରିବ । ଜଳ, ଖାଦ୍ୟ ଓ ପରିବେଶ ସମ୍ପର୍କିତ ସମସ୍ୟାକୁ ମୁକାବିଲା କରିବାରେ ଏଆଇ…

ବିଜେଡି ଛାଡିଲେ, ବିଜେପିରେ ଯୋଗଦେବେ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଆଜି ବିଧିବଦ୍ଧଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ଆସନ୍ତା କାଲି ଭୂବନେଶ୍ୱରରେ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦାନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି.ତାଙ୍କ…

ମା ଅବଧ କଳିକା ଙ୍କ ବାର୍ଷିକ ଉତ୍ସବ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ।

ବସ୍ତା ୧୦/୩:  ବସ୍ତା ବ୍ଲକ ଅନ୍ତର୍ଗତ ବାଉଁଶ ମୁଖା ଗ୍ରାମର ହରିଜନ ସାହି ରେ ମା ଅବଧ କଳିକା ଙ୍କ ବାର୍ଷିକ ଉତ୍ସବ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳ ସମୟ ରେ ଗ୍ରାମର ଶତାଧିକ ପୁରୁଷ ମହିଳା ବିରାଟ କଳସ ଶୋଭାଯାତ୍ରାରେ ବାହାରି ଜଳକା ନଦୀରୁ ପାଣି ଆଣି ମା…