ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା

0 2

ବାଲେଶ୍ୱର: ଆଜି ହେଉଛି ପବିତ୍ର ବିଶ୍ୱ ମାତୃ ଦିବସ ଏହି ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା ସରୋଜ କୁମାର ଲେଙ୍କା | ବାଲେଶ୍ୱର ସହର ରେ ୯ନମ୍ବର ଏଵଂ ୧୦ନମ୍ବର ୱାର୍ଡ ରେ ଥିବା ବସ୍ତି କୁ ଯାଇ ବସ୍ତି ର ମା ମାନଂକୁ ଏକତ୍ରିତ କରି ଦୁନିଆ ଆଗକୁ ଯିବାରେ ମା ମାନଙ୍କ ର ଭୂମିକା ବିଷୟ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଲେଙ୍କା ଙ୍କ ସମେତ କଂଗ୍ରେସ ଜିଲ୍ଲା ଟାଉନ ସଭାପତି ଅନୁପ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀକାନ୍ତ ବୁଗୁଡ଼ାଇ,ବରିଷ୍ଠ ନେତ୍ରୀ ଅର୍ଚନା ନନ୍ଦୀ, ଜୋତ୍ସ୍ନା ସେନାପତି ଅଭିଲିପସା ମହାନ୍ତି ସାଇବା ଅକତାର,ଵିନତୀ ବାରିକ, ସୁଶାନ୍ତ ଦାସ ଦିବାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ସମସ୍ତ ଉପସ୍ଥିତ ମା ମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.