Sign in
Sign in
Recover your password.
A password will be e-mailed to you.
ବିସର୍ପ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏକଜିମା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଅଧିକ ଲବଣ, ଅମ୍ଳ, ଆମିଷ, ବାସି ଖାଦ୍ୟ,ମିଠା ଖାଇଲେ, ଗୁହାଳ, ନାଳ, ନର୍ଦ୍ଦମା ଓ ଆଘାତ ଲାଗି…
କାର୍ ଧକ୍କାରେ ଯୁବକ ର ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତ ଆମ୍ବପୁଆ ଗ୍ରାମ ଚନ୍ଦିନୀ ଉପରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଏକ ମୋଟର କାର୍ ଆସି ଭାରସାମ୍ୟ ହରାଇ ଚନ୍ଦିନୀ ଉପରେ ଚଢ଼ି ଯିବାରୁ କାର୍ ଚାଳକ ସମେତ ଉକ୍ତ ତିନି ଜଣ ଯୁବକ ଗୁରୁତର ଆହତ…
ଆସନ୍ତା ୨୫ରେ ଗୁଣପୁର ନଗରରେ ହିନ୍ଦୁ ସମ୍ମିଳନୀ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲା ଗୁଣପୁର ନଗରର ହିନ୍ଦୁ ସମ୍ମିଳନୀ ଆସନ୍ତା ୨୫ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡଦାଣ୍ଡ ଠରେ ଅନୁଷ୍ଠିତ ହେବ । ଏଥି ଲାଗି ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।…
ଗଜପତି ଉତ୍ସବ – ୨୦୨୫ପୂର୍ବରୁ ପାରଳା ରେ ପଥଉତ୍ସବ ତଥା ରାହାଗିରି ପାଳିତ
https://youtu.be/Q52xw7mxlOM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ଠାରେ ପୌର ପରିଷଦ ପକ୍ଷରୁ ଗଜପତି ଉତ୍ସବ - ୨୦୨୫ ପୂର୍ବରୁ ପଥଉତ୍ସବ ତଥା ରାହାଗିରି ମହା ସମାରୋହରେ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭିନ୍ନ ସ୍ଥିରିକୃତ ବିଦ୍ୟାଳୟ ମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ହୋଇଛି । ଚଳିତ ମାସ…
ଦେଓଗାଁରେ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଉଦଯାପିତ
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁରେ ୩ଦିନ ଧରି ଅନୁଷ୍ଠିତ ଦଣ୍ଡେଶ୍ବର ମହାଦେବଙ୍କ ୪ର୍ଥ ବାର୍ଷିକ ଉତ୍ସବ ଅବସରରେ ନୂତନ ଯଜ୍ଞଶାଳା ପ୍ରତିଷ୍ଠା ସହିତ ବିଶ୍ବ ଶାନ୍ତି ଶୈବ ଯଜ୍ଞ, ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଉତ୍ସବ…
ପଞ୍ଚ ଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁର ଓଡ଼ଗାଁ ପରିକ୍ରମା
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିରାଜିତ ଶ୍ରୀ ରଘୁନାଥ ଜିଉଙ୍କ ପିଠ ତଥା ଓଡ଼ିଶାର ଗୁପ୍ତ ଅଯୋଧ୍ୟା ଅଧିଶ୍ବର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଦକ୍ଷିଣ ଦ୍ଵାର ବେଢ଼ାରେ ରବିବାର ସନ୍ଧ୍ୟାରେ ପଞ୍ଚଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁ ପହଁଞ୍ଚିବା ପରେ…
ଓଡ଼ଗାଁ ବୈଦେହୀ ସଂଗୀତାୟନ ବାର୍ଷିକୋତ୍ସବ
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରତିଷ୍ଠିତ ବୈଦେହୀ ସଂଗୀତାୟନ ଓଡ଼ଗାଁର ବାର୍ଷିକୋତ୍ସବ ସ୍ଥାନୀୟ ବ୍ଳକ୍ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଗୀତ ମହାବିଦ୍ୟାଳୟ ଓଡ଼ିଶୀ ଭୋକାଲ ବିଭାଗ ଅଧ୍ୟାପକ ସଂଗୀତ ନାଟକ ଏକାଡେମୀ…
ମୃତ ମହିଳାଙ୍କ ଶରୀର ଦାନ କଲେ ପରିବାର।
ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-:ଆଜିବି ବଞ୍ଚି ରହିଛି ମାନବିକତା। ନୂତନ ରାଷ୍ଟ୍ର ଗଠନ କ୍ଷେତ୍ରରେ ଆଜିକାଲି ଡାକ୍ତରୀ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ। ମେଡିକାଲ କଲେଜରେ ଶିକ୍ଷା ଗ୍ରହଣ କରିବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମନୁଷ୍ୟ ଶରୀର ଏବଂ ଅଙ୍ଗାପ୍ରତ୍ୟଙ୍ଗ ନିହାତି…
ନିଖୋଜ ଆଦିବାସୀ ମହିଳା ଘଟଣାର ଭିନ୍ନ ମୋଡ଼ ଅପହରଣ ସନ୍ଦେହ।
ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାମୀର ଆକୁଳ ନିବେଦନ।
କେନ୍ଦୁଝର,ତା୧୧/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳ କାଇଁସାରୀ ପଂଚାୟତର ଆମ୍ବଡ଼ହରା ଗ୍ରାମ ପଥୁରିବାଡ଼ି ସାହିର ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବାର ଘଟଣା ସଦର ଥାନାରେ ଲିଖିତ ଅଭିଯୋଗ…