ପୋଖରୀରେ ବୁଡ଼ି ଯାଇ ଜଣେ ମୃତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସକାଳ ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା (୫୨) ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ I ପୋଖରୀ ପାହାଚରେ ଶିଉଳି ପଡିଥିବାରୁ ଶିଉଳିରେ ଭଗବାନଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ପଡ଼ି ଯାଇଥିଲେ I ସେ…

ଵିପଦ ଶଙ୍କୁଳ ଅବସ୍ଥା ରେ ହୋଡିଂ

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :  ଖଲ୍ଲିକୋଟ ସହର ର ଉନ୍ନତି କରଣ ଦିଗରେ ଵାଧା ସୃଷ୍ଟି କରୁଛି , ଜବରଦଖଲ ଏପରି କି ଏଠାରେ ବସ୍ ଷ୍ଟାଣ୍ଡ ଠାରୁ କରଣସା଼ହି ର ଶେଷ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଘେରରେ ଥିବା ବେଳେ, ବର୍ତ୍ତମାନ ଏବେ ଦେଖିବାକୁ ମିଳିଛି ବିପଦ ଶଙ୍କୁଳ ଅବସ୍ଥା…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠ ଚକ୍ର

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଏକ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

ବରପାଲି ଫାର୍ମାସ୍ୟୁଟିକାଲ୍ କଲେଜରେ ଶିଳ୍ପ-ଶିକ୍ଷା ଭିତ୍ତିକ ଆଲୋଚନାଚକ୍ର

ବରପାଲି :-ରାଜୀବ ଲୋଚନ ହୋତା ଏଜୁକେଶନାଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବରପାଲି ଫାର୍ମାସ୍ୟୁଟିକାଲ୍ କଲେଜ ଆନୁକୂଲ୍ୟରେ “ଇଣ୍ଟର୍ନସିପ୍ ଏବଂ ଗବେଷଣାର ସୁଯୋଗ” ଶୀର୍ଷକ ଏକ ଶିକ୍ଷା-ଶିଳ୍ପ ସମନ୍ୱୟ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ‘ଟିଜେ ଟାୟାର୍ସ’ ର…

ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତି ପକ୍ଷରୁ ବିରାଟ ଜନ ଆନ୍ଦୋଳନ ଓ ରାଜରାସ୍ତା ଅବରୋଧ

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା – ସ୍ପେସାଲିଷ୍ଟ ଡାକ୍ତର,ରକ୍ତ ଭଣ୍ଡାର ସ୍ଥାପନ, ଡାଇଲେସିସ କେନ୍ଦ୍ର ସ୍ଥାପନ, ଷ୍ଟାଫ ଓ ଶବଗୃହ ଅଭାବକୁ ନେଇ ୧୨ ଘଣ୍ଟିଆ ନର୍ଲା ବନ୍ଦ ଡାକରା ନର୍ଲା, ତାରିଖ – ୧୧.୦୩.୨୬:ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି…

ବିଶ୍ବ ଗ୍ଲୁକୋମା ଦିବସ ପାଳିତ ହେଲା

ବାଲେଶ୍ୱର, ୧୧/୦୩/୨୦୨୬(ଗଗନ ସେଠୀ): ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଗ୍ଲୁକୋମା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା…

ରେଡ ସିଗନାଲକୁ ନମାନି ମାଡ଼ିଗଲା କାର

ବାଲେଶ୍ୱର/ ଗଗନ ସେଠି : ବାଲେଶ୍ୱର ITI ଛକରେ ରେଡ ସିଗନାଲକୁ ନମାନି ଗୋଟିଏ କାର ଦୣତଗତିରେ ମାଡିଯିବାରୁ ବହୁ ଦୁଇଚକିଆ ଯାନ ଓ ଲୋକ ଆହତ ହୋଇଛନ୍ତି . ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି | ଦେଖିବାକୁ ଗଲେ ଆଜିକାଲି ଟ୍ରାଫିକ ପଲିସ ଟ୍ରାଫିକ ନିୟନ୍ତ୍ରଣ ବଦଳରେ ବେଶି ସମୟ…

ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ନିର୍ବାଚନ ଅଧିକାରୀଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ର ଦ୍ଵିତୀୟ ଦିନ

 ଦ୍ଵିତୀୟ ଦିନରେ ଯୋଗଦେଲେ ୦୯ ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ/ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଡେ଼ପୁଟି କଲେକ୍ଟର(ନିର୍ବାଚନ). ଭୁବନେଶ୍ୱର, ୧୧ ମାର୍ଚ୍ଚ : ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ…

ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ସମ୍ବନ୍ଧିୟ ପ୍ରଶିକ୍ଷଣ କର୍ମଶାଳା

ନବରଙ୍ଗପୁର ତା ୧୧.୩.୨୦୨୬:ଅଶୋକ ସାହୁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ନବରଙ୍ଗପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ…

ସତ୍ୟ ସନ୍ଧାନ ରେ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଥିବା ବାଲାଜୀ ବାସନ୍ତୀ ବୃଦ୍ଧାଶ୍ରମ, ଗୁଡ ରେ ଥିବା ଶିବ ମୁନି ଆଶ୍ରମ, ସୋରୋ ତୁଡ଼ିଗଡିଆ ରେ ବିବେକ ଭାରତୀ ସେବା ଆଶ୍ରମ ରେ ବୁଧବାର ସତ୍ୟ ସନ୍ଧାନ ରେ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ସଂଗଠନ ର ସଂପାଦକ ଅଜୟ…