Sign in
Sign in
Recover your password.
A password will be e-mailed to you.
ବାହୁଡା଼ର ସିଧା ପ୍ରସାରଣ , ଦେଖନ୍ତୁ ପ୍ରଭୁଙ୍କ ଦିବ୍ୟ ଲୀଳା
http://www.youtube.com/watch?v=SrLPCo7-rHA&feature=youtu.be
ଅତ୍ୟନ୍ତ ମର୍ମନ୍ତୁଦ : ୩ ବର୍ଷ ର ଝିଅକୁ ଧରି ମହାନଦୀକୁ ଡେଇଁପଡ଼ିଲେ ମା’
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଚାଉଁରପୁର ମହାନଦୀ ବ୍ରିଜ୍ରେ ୩ ବର୍ଷ ର ଝିଅକୁ ଧରି ମହାନଦୀକୁ ଡେଇଁପଡ଼ିଲେ ମା’ l ଅଗ୍ନିଶମ ବିଭାଗ ର ତଲାସ ଜାରୀ l ପାରିବାରିକ କଳହକୁ କେନ୍ଦ୍ରକରି ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ଧରି ନଦୀଗର୍ଭକୁ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି l ନିଖୋଜ ମହିଳା…
ବାହୁଡିବେ ତିନି ଠାକୁର : ପ୍ରସ୍ତୁତି ସହ ପ୍ରଶାସନ ଓ ସେବାୟତ ତତ୍ପର
ପୁରୀ ( ଅନିମେଶ ପଟ୍ଟନାୟକ) ନବଦିନ ବ୍ୟାପି ଲୀଳା ସାରି ଜନ୍ମବେଦୀରୁ ରତ୍ନବେଦୀ ମୁହାଁ ହେବେ କାଳିଆ ଠାକୁର । ମନ ଅଥୟ ହେଲାଣି ଶ୍ରୀମନ୍ଦିର ଫେରିବାକୁ । ଠାକୁରଙ୍କ ଲୀଳାକୁ ସାକାର ରୂପ ଦେବାପାଇଁ ତାଙ୍କ ସେବାୟତ ଓ ପ୍ରଶାସନ ବି ତତ୍ପର । ଠାକୁରଙ୍କ ବହୁଡାଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା…
ଛି ଛି ଛି : ପୁଣି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଥାନା ଗତ କିଛି ସପ୍ତାହ ହେବ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛି । ଗତ କିଛି ମଧ୍ୟରେ ଦୁଇ ଗୋଟି ହତ୍ୟା ମାମଲା ସହିତ ଗୋଟେ ବହୁଚର୍ଚିତ ନାବାଳିକାର ଜଣେ କ୍ରସର ମାଲିକ ଦ୍ୱାରା ବଳତ୍କାର ଘଟଣାର ଅଂଚଳରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ…
ଦିନେ ଯାଇନି, ଉଠିଲା ପିଚୁ : ଜିଲ୍ଲାପାଳଙ୍କ ଘର ଆଗରେ ଏମିତି ତ ଅନ୍ୟଠି କେମିତି !!
ସୁନ୍ଦରଗଡ଼ ପୂର୍ତ୍ତବିଭାଗର ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି
ଭିଜିଲାନ୍ସ ତଦନ୍ତ ହେଲେ ଜଣାପଡିବ ଡିଭିଜନରେ ଚାଲିଥିବା କେଲେଙ୍କାରୀ
ସୁନ୍ଦରଗଡ଼:- ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ କେଡେ ସ୍ଵଛ ଓ ତା ତତ୍ତ୍ୱବଧାନରେ କାମ କେତେ ମଜଭୁତ ତାହାକୁ ନେଇ ସୁନ୍ଦରଗଡ଼…
ସୁସ୍ଥ ହୋଇ ଫେରିଲେ କରୋନା ଆକ୍ରାନ୍ତ କରୋନା ଯୋଦ୍ଧା
ପାଇକମାଲ :-ଗତ ୧୯ ତାରିଖରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଯୋଦ୍ଧା ଡ଼ଃ ବୁଲୁ ବାରିକ ଆଜି ଫେରିଛନ୍ତି ସୁସ୍ଥ ହୋଇ । ପାଇକମାଲରେ ପହଂଚିବା ପରେ ସ୍ଥାନୀୟ ଲୋକ ଭବ୍ୟ ସ୍ୱାଗତ କରିଛନ୍ତି ।
ଗତ 19 ତାରିଖରେ ପାଇକମାଲ ଅଂଚଳରେ ଜଣେ ସଂକ୍ରମିତ ହେବାର ଖବର…
ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଚାଲିବ- ରାତି କର୍ଫ୍ୟୁ ବଦଳିଲା ,…
ଅଗଷ୍ଟ ୩୧ ଯାଏଁ ଖୋଲିବ ନାହିଁ ସ୍କୁଲ, କଲେଜ, କୋଚିଂ ସେଣ୍ଟର। ଧାର୍ମିକ ଅନୁଷ୍ଠାନ ବି ଜୁଲାଇ ୩୧ ଯାଏଁ ବନ୍ଦ। | ଜୋନ "ଏ"ରେ ଥିବା ୧୦ ଜିଲ୍ଲା( ଯେଉଁଠି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ)ରେ ସପ୍ତାହାନ୍ତ ଲକଡାଉନ ଜାରି ରହିବ | ରାତି କର୍ଫ୍ୟୁ ସମୟ ବଦଳିଲା | ପୂର୍ବରୁ ସନ୍ଧ୍ୟା…
ଆଜି ସୁସ୍ଥ ହେବାରେ ରାଜ୍ୟରେ ରେକର୍ଡ : ସୁସ୍ଥଙ୍କ ସଂଖ୍ୟା ୫୦୦୦ ଟପିଲା
ରଂଗ ଆଣୁଛି କରୋନା ଯୋଦ୍ଧାଙ୍କ ନିରବଛିନ୍ନ ପ୍ରୟାସ
ଭୁବନେଶ୍ୱର(ମାନସୀ ମିଶ୍ର) : କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରୟାସ ଯୋଗୁ ଆଜି ସୁସ୍ଥ ହେବାରେ ରାଜ୍ୟରେ ହୋଇଛି ରେକର୍ଡ | ଆଜି ଏକ ସମୟରେ ଭଲ ଜୋଇଁ ଘରକୁ ଫେରିଛନ୍ତି ୨୪୩ ଜଣ କରୋନା ଆକ୍ରାନ୍ତ |…
ବିଦ୍ୟୁତ ତାରରେ ଲାଗି ଭାଲୁର ମୃତ୍ୟୁ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଦପୁର ଗ୍ରାମ ରୁ ସୋମବାର ସକାଳୁ ଏକ ମୃତ ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଭାଲୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।ମିଳିଥିବା…