Sign in
Sign in
Recover your password.
A password will be e-mailed to you.
ଯୁବ ବିଜେଡି ସମ୍ପାଦକଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର/ ଶାସକ ପ୍ରଶାସକ : ସଂପ୍ରତି କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ରକ୍ତ ଅଭାବକୁ ଦୃଷ୍ଟି ରେ ରଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମଗ୍ର ଓଡ଼ିଶାର ଜନସାଧାରଣ ତଥା ବିଜୁ ଜନତା ଦଳର ଅଗଣିତ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ସ୍ବେଚ୍ଛାକୃତ ରକ୍ତ ଦାନ…
ରାସ୍ତା ମଝିରେ ପରିତ୍ୟକ୍ତ ବୋରୱେଲର ପାଇପ୍ , ପ୍ରତିଦିନ ଘଟୁଛି ଛୋଟବଡ଼ ଦୁର୍ଘଟଣା
ପୋଲସରା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ଓ୍ବାଡ଼ ସୁବୁଦ୍ଧି ସାହି , ଧୋବା ସାହି ଓ ବଡ ହରିଜନ ସାହିର…
ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ
ସାହସର ସହ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ ବୋଲି ନିବେଦନ କଲେ ମୁଖ୍ୟମନ୍ତ୍ରୀ
Bhubaneswar(shasak prashasak) : କରୋନା ଜନିତ ଲକ ଡାଉନ ଆଉ ଆଗକୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି…
ପଦ୍ମପୁର ସୁନ୍ନି ମୁସଲିମ ଜମାତ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ ରାଶି ପ୍ରଦାନ ।
ପଦ୍ମପୁର- ସାରା ବିଶ୍ବ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଯୋଗୁଁ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । କରୋନା ଯୋଗୁଁ ସାରା ଭାରତ ଏକ ଦୟନୀୟ ଅବସ୍ଥାରେ ଗତି କରୁଛି । ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ମାନେ ଏହି କରୋନା ମହାମାରୀ ସହ ଲଢେଇ ପାଇଁ…
ଲକଡାଉନରେ ଫସି ରହି ଥିବା ଲୋକଙ୍କୁ ରାସନ ବଣ୍ଟନ ବାଣ୍ଟିଲା ରେଙ୍ଗାଲି ଟାଇଗର ଗୃପ
http://www.youtube.com/watch?v=CM5bn0NLjPs
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗାଲି ଟାଇଗର ଗୃପ ର ମୁଖ୍ୟ ଚିନ୍ତାମଣି ବାଗ,ଚିତ୍ତରଞ୍ଜନ ବାଗଙ୍କ ତତ୍ତ୍ବାବଧାନରେ ରେଙ୍ଗାଲି ଶିଳ୍ପ କରିଡରକୁ କାମ କରିବାକୁ ଆସି ଲକଡାଉନ ପରେ ଫସି ରହିଥିବା…
କରୋନା ପଶିଲା ଆଉ ତିନି ଜିଲ୍ଲାରେ, ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ପଶିଲା ଆଉ ତିନି ଜିଲ୍ଲାରେ | ଆକ୍ରାନ୍ତ ତାଲିକାକୁ ଆସିଲେ ଦେବଗଡ କେନ୍ଦୁଝର ଓ ଝାରସୁଗୁଡା | ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କେନ୍ଦୁଝର ପାଞ୍ଚପଲ୍ଲୀ ଅଂଚଳ ଆକ୍ରାନ୍ତଙ୍କ ବୟସ ୬୦ | ଦେବଗଡ ବାସୁଦେବପୁର ଅଂଚଳର ଆକ୍ରାନ୍ତଙ୍କ ବୟସ…
ଚାଲିଗଲେ ଇରଫାନ, ପାୱାରଫୁଲ ଅଭିନୟ ପାଇଁ ମନେ ରହିବେ
ଅମିତାଭ କହିଲେ : "ସହୃଦ ସହକର୍ମୀ, ବିଶାଳ ଶୂନ୍ୟତା ସୃଷ୍ଟି କରିଦେଲେ ଇରଫାନ"
ମୁମ୍ବାଇ: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଲିଉଡର ପାୱାରଫୁଲ ଅଭିନେତା ତଥା ଅଭିନୟ କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର୍ୟ ପାଇଁ ନିଆରା ସ୍ଥାନ ହାସଲ କରିଥିବା ଇରଫାନ ଖାନ । ନ୍ୟୁରୋକ୍ରାଇନ ଟ୍ୟୁମରରେ ଗତ କିଛିଦିନ…
କରୋନା ସାଇଡ ଇଫେକ୍ଟ : ସତ୍କାର ତ ଦୂର କଥା ଶବକୁ ଛୁଇଁଲେନି ଗାଁ ଲୋକ
ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପରିବାର ଲୋକଙ୍କ କହିବା ଅନୁସାରେ ଯଗଶନ ହଂସ ନାମକ ବ୍ୟକ୍ତି ଦୁଇମାସ ପୂର୍ବରୁ ତାମିଲନାଡୁ ରାମନାଥ ପୁରମର ଏକ କମ୍ପାନୀରେ ଘରକାମ କରୁଥିବା ବେଳେ…
ଭୁଶୁଡିଲା ତମିଆ-ମୁଦଳସର ପୋଲ : ଚାଲିଗଲା ଦୁଇ ଜୀବନ ,ଜଣେ ଗୁରୁତର
ପାଟଣାଗଡ(ବିମଲ କୁମାର ବାଗ) : ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଚର୍ଚ୍ଚିତ ଥିବା ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆ ମୁଦଳସର ସୁକତେଳ ବ୍ରିଜ ଆଜି ସକାଳେ ଭୂଷଡି ପଡିଛି। ଗତ ୨୦୧୫ ମସିହାରେ ସୁକତେଳ ନଦୀ ଉଟରେ ନିର୍ମାଣ ହୋଇଥିବା ତମିଆ-ମୁଦସର ବ୍ରିଜ ଭାଙ୍ଗି ୨ ଜଣ ଘଟଣା ସ୍ଥାଳେ ମୃତ୍ୟୁ…
କୁରାଳ : ବାରଣ୍ଡାରୁ ବାଇକ୍ ଚୋରୀ
ଓଡ଼ଗାଁ, କୁରାଳ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରାଳ ମେଡିକାଲ ଛକ ଶତ୍ରୁଘ୍ନ ବେହେରାଙ୍କ ଦାଣ୍ଡ ଦୁଆରୁ ଓଡି୨୫-୩୬୪୨ ନମ୍ବର ବିଶିଷ୍ଟ ବାଇକ ଆଜି ଅପରାହ୍ନ ପ୍ରାୟ ୨.୩୦ ସମୟରେ ଚୋରି ହୋଇଥିବା ନେଇ ଆନାରେ ଅଭିଯୋଗ ହୋଇଛି । ଖରା ସାଙ୍ଗକୁ ଲକଡାଉନ ଯୋଗୁୁଁ ପରିବାର ଲୋକେ ଘର ମଧ୍ୟରେ…