କୁରାଳ : ସଙ୍ଗରୋଧ ଗୃହରେ ବାଲେଶ୍ୱର ଫେରନ୍ତା ଅଶୋକ

ଓଡ଼ଗାଁ, କୁରାଳ(ଶ୍ରୀକାନ୍ତ ମିଶ୍ର)  :  ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଂଚାୟତ କୁରାଲ ବେଙ୍ଗେଇ ସାହିର ଅଶୋକ କୁମାର ଖଟେଇ(୩୨)ଙ୍କୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରଖାଗଲା । ଅଶୋକ ବାଲେଶ୍ୱର ଜିଲ୍ଲ ଖଇରା ବ୍ଲକ କୁପାରୀ ଗ୍ରାମପଂଚାୟତରେ ମନ୍ଦିର କୁମ୍ଭାକାର ମିସ୍ତ୍ରୀ…

ଓଡ଼ଗାଁରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ପ୍ରଥମ ଦିନରେ ୨୨ ୟୁନିଟ ରକ୍ତ ସଂଗ୍ରହ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ବ୍ଲକ ନିକଟସ୍ଥ ଇଣ୍ଡୋର ଷ୍ଟାଡୟମରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୦ ୟୁନିଟ ରକ୍ତ ସଂଗ୍ରହ କାରଯାଇଛି । ମହାମାରୀ  କରୋନାର ମୁକାବିଲା କରିବାକୁ ରକ୍ତର ଯେପରି ଅଭାବ ନରହେ ସେଥିପାଇଁ ସାମାଜିକ ଦୁରତା ରକ୍ଷାକରି ମାସ୍କପିନ୍ଧି…

ସବୁଜ ମୁହାଁ ଭୁବନେଶ୍ୱର ହେବାରେ ଲାଗିଲା ବ୍ରେକ !- ଚିହ୍ନଟ ହେଲେ ଆଉଜଣେ ଆକ୍ରାନ୍ତ 

 ଭୁବନେଶ୍ୱର(ଶାସକ ପ୍ରଶାସକ)  ଭୁବନେଶ୍ୱର ନାଲିରୁ କମଳା ରଙ୍ଗ କମଳା ରଙ୍ଗରୁ ସବୁଜ ହେବା ଆଶା ଅପାତତଃ ସ୍ଥଗିତ ରହିଯାଇଛି |  କାରଣ ଆଜି ଭୁବନେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୭୭ ବର୍ଷ ଓ ସେ ମଧୁସୂଦନ ନଗରରୁ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ…

ଦାରିଦ୍ର୍ୟ ବୋଝକୁ ଲକ ଡାଉନର ନଳିତା ବିଡା, ଆଖି ବୁଜିଦେଲେ କଣ୍ଢେଇ ବାପୁଡ଼ା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦାରିଦ୍ର୍ୟ ନେଲା ନାବାଳିକାର ଜୀବନ । କୁକୁର କାମୁଡ଼ିବା ପରେ ପରିବାରର ଉପଯୁକ୍ତ ଚିକିତ୍ସା ଅଭାବରୁ ନାବାଳିକାର ଜୀବନ ଗଲା । ଏହିଭଳି ଏକ ଦୁଃଖଦାୟକ ଘଟଣା ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ମଧୁବନ ଡ଼ଙ୍ଗାସାହିରେ ପରିଲକ୍ଷିତ ହୋଇଛି ।  ପ୍ରାପ୍ତ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜୟନ୍ତୀ ପାଳିତ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :-  ସୁନ୍ଦରଗଡ଼ ଜ଼ିଲ୍ଲା ଓକିଲସଂଘ  ପକ୍ଷରୁ  ସଭାପତି ଦୁଷ୍ମନ୍ତ କୁମାର ନାଏକଙ୍କ ତତ୍ୱାବଧାନରେ ଏବଂ ସମ୍ପାଦକ ଅଶୋକ କୁମାର ସ୍ୱାଇଁଙ୍କ ପରିଚାଳନା ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୨ ତମ ଜୟନ୍ତୀ ଦିବସ ନିରାଡ଼ମ୍ବର ଓ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଅଛି…

ସୁରାଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା

ବୁଗୁଡ଼ା/ ଡ଼ଃ କୁମୁଦ ବେହେରା: ସୁରଟରୁ ସାଇକେଲ ରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ  ଆଜି ଅପରାହ୍ନ ଉକ୍ତ ଯୁବକ ପହଞ୍ଚିଥିଲେ। ସେଠାରୁ ଖାଇବା ଓ ରହିବାରେ ଅତିଷ୍ଠ ହୋଇ ସୁରଟରୁ ସାଇକେଲ ଚଳାଇ ୧୪ ଦିନରେ…

ବେତାରସିଂ ଗ୍ରାମରେ ୫ ବର୍ଷର ଶିଶୁ କୂଅରେ ପଡି ମୃତ୍ୟୁ

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ୪ + ବର୍ଷର ଶିଶୁ ନିଜ ଘରର ବାରିପଟେ ଥିବା ଏକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ ବରଣ କରିଥିବା ଶିଶୁ ଜଣକ ଅଶ୍ୱିନ କୁମାର ସ୍ୱାଇଁଙ୍କ ୫ ବର୍ଷର ପୁଅ ଦିତେଶ କୁମାର ସ୍ଵାଇଁ। ଅଶ୍ୱିନ…

କରୋନା ମୁକାବିଲାରେ ବାରିପଦା ବ୍ଲକ ବିଡ଼ିଓ ବିଫଳ : ଅଭିଯୋଗ ଆଣିଲେ ଦଳିତ ଆଦିବାସୀ ମହାସଂଘ ସଭାପତି

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ବିଫଳ ହୋଇଥିବାର ଅଭିଯୋଗ ହେଉଛି । କରୋନା ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି…

ଫେରିବେ ପାଖାପାଖି  ୫୦ ହଜାର ଦାଦନ  : ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା  ପ୍ରଦୀପ 

ପଦ୍ମପୁର(ଶାସକ ପ୍ରଶାସକ) -  ମେ ୩ ତାରିଖ ପରେ ଲକ୍ ଡାଉନ ର ଅବଧି ସରିବା କ୍ଷଣି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର,ସୁରଟ,କଟକ ଅଞ୍ଚଳରେ କାର୍ଯ୍ୟରତ ପଦ୍ମପୁର ଅଞ୍ଚଳର ପାଖାପାଖି ୫୦ ହଜାର ଦାଦନ ଶ୍ରମିକ ମାନେ ନିଜ ନିଜ ଗାଁକୁ ଫେରିବେ  । ଏହି ଶ୍ରମିକ ମାନେ…

ଏନ.ଏ.ସି ର ଖାମଖିଆଲି ନୀତି ଯୋଗୁଁ ପନି ପରିବା ହାଟରେ ବିଶୃଙ୍ଖଳା 

ପଦ୍ମପୁର(ଶାସକ ପ୍ରଶାସକ) - ସ୍ଥାନୀୟ ପ୍ରଶାସନ ଓ ପୌର ପରିଷଦର ନିଷ୍ପତ୍ତି ଅନୁସାରେ ଲକ ଡାଉନ୍ ପରିସ୍ଥିତି ରେ ମଙ୍ଗଳବାର, ଗୁରୁବାର ଓ ଶନିବାର ତିନି ଦିନ ଧରି ଆର ବି ହାଇସ୍କୁଲ ଖେଳ ବ୍ୟତୀତ ସପ୍ତାହର ବାକି ପାଞ୍ଚ ଦିନ ପନି ପରିବା ହାଟ ବସିବା ପାଇଁ ସ୍ଥିର କରା ଯାଇଛି  । ଏ ସମ୍ବନ୍ଧରେ…