ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ଚିହ୍ନଟ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ ସୁନାମୁହିଁ ଗ୍ରାମରୁ ରବିବାର ଦିନ ଜଣେ ବ୍ୟବସାୟୀ ବାହ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ସୃଷ୍ଟି ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଦେହ ଖରାପ ହେବାରୁ ସେ ଓଡ଼ଗାଁ ଗୋଷ୍ଠୀ…

କଂଗ୍ରେସର ସଂସ୍କାର ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା –…

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିବୃତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା • ମୋଦି ସରକାରରେ ଟଙ୍କା ଡିବିଟି ଜରିଆରେ ଗରିବଙ୍କ ପାଖରେ ପହଁଚୁଛି ମାତ୍ର କଂଗ୍ରେସ ସରକାରରେ ଟଙ୍କା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଡିବିଟି ହେଉଥିଲା • ଏପ୍ରିଲ ଓ ମେ ମାସରେ ପେଟ୍ରୋଲ…

ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

• ଭିସି ଯୋଗେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ମିଳିତ ଭାବେ ଉଦଘାଟିତ • ଆର ଏବଂ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି • ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବଡ ପଦକ୍ଷେପ • କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ବଡ ଭୂମିକା ନେବ ହରିୟାଣା…

ମୋରଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ବାଦ ରାଲି

ବାରିପଦା(ଦିଲ୍ଲୀପ ମହାନ୍ତି)-  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇସାରିଛି । ଏହି ସମୟରେ ଦେଶରେ ବହୁ  ଉନ୍ନୟନମୂଳକ ଜନ ହିତକର  କାର୍ଯ୍ୟ କରାଯାଇ ଥିବା ବେଳେ କିଛି କାର୍ଯ୍ୟକ୍ରମ ଜାରି ରହିଛି ।…

ତ୍ୱରିତ  ଜମିପଞ୍ଜିକରଣ ଓ ପଟ୍ଟା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ 

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) :-  ଜ଼ିଲ୍ଲା ସବ-ରେଜିଷ୍ଟାର ତ୍ରିଦେବ ପ୍ରଧାନଙ୍କ ଦ୍ୱାରା ଜମି  ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ଓ ପଞ୍ଜିକରଣ ସାରି ସୁନ୍ଦରଗଡ଼ ସଦର ତହସିଲଦାର କାର୍ଯ୍ୟାଳୟକୁ ସମସ୍ତ ଡକୁମେଣ୍ଟ ପଠାଗଲା l ସୁନ୍ଦରଗଡ଼ ସଦର ତହସିଲଦାର କାର୍ଯ୍ୟାଳୟରେ  ସମସ୍ତ…

୩ ଦିନିଆ ସଟଡାଉନ୍ ସମୟରେ  କରୋନା ଲକ୍ଷଣ ଥିବା ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ 

http://www.youtube.com/watch?v=Qg1r60pl_Zk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ପଜିଟିଭ କେସ୍ ମୁଖ୍ୟତଃ ପାରଳାଖେମୁଣ୍ଡି ସମେତ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ ଓ କାଶୀନଗର…

ଚାଷୀଙ୍କ ମୁହଁରେ ହସ ଆଣିଲେ ଦୀପା 

 ବରଗଡ :- ଚାଷୀମାନେ ହେଉଛନ୍ତି ଦେଶର  ଅନ୍ନଦାତା ଆଉ ଚାଷୀଙ୍କ ଭରଷା ଇନ୍ଦ୍ରଦେବତା ବା ବର୍ଷା । ବିଶେଷକରି ଚାଷୀ  ମୌସୁମୀ ବର୍ଷା ବା ସଂରକ୍ଷିତ ଜଳ ଉପରେ ଭରସା କରିଥାଏ । ସରକାର ବର୍ଷା ଜଳ ବା ବୋହିଯାଉଥିବା ଜଳ କୁ ସଂରକ୍ଷିତ କରି ରଖିବା ପାଇଁ ଅନେକ ଅର୍ଥ ବ୍ୟୟ କରି ଅନେକ ଚେକ ଡେମ…

ତୈଳ ଦର ବୃଦ୍ଧିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା କଂଗ୍ରେସ  

ଟିଟିଲାଗଡ (ଗୌରବ ଦର୍ଜି)-କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପେଟ୍ରୋଲ ଓ ଡିଜେଲ ବାରମ୍ବାର ଦର ବୃଦ୍ଧି ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ହେଉଛି। ଏହା ସିଧା ସଳଖ ଜନସାଧାରଣ ଙ୍କ ଚୁଲିମୁଣ୍ଡ ରେ ପ୍ରଭାବ ପକାଉଛି। ବିଗତ କିଛି ଦିନ ରେ ତୈଳ ଦର ବୃଦ୍ଧି ଯୋଗୁଁ…

ଜୁଲାଇ ରଣନୀତି : ଜିଲ୍ଲାପାଳ, ଏସ୍‌.ପିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

http://www.youtube.com/watch?v=q97Y-T5DzEw ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ ରଖିବାକୁ ନିର୍ଦ୍ଦେଶ କାର୍ଯ୍ୟାଳୟର ମୁଖ୍ୟ  ରହିବେ ଶୂନ୍ୟ ସଂକ୍ରମଣ ପାଇଁ ଉତ୍ତରଦାୟୀ  ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମ ଉଲଙ୍ଘନ କ୍ଷେତ୍ରରେ କଡା…

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ନବମ ରକ୍ତଦାନ ଶିବିର

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲାଚିଦା ଠାରେ ନବମ ଥର  ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍(୧୦ ଜଣ ମହିଳା ଓ ୨୦ ଜଣ ପୁରୁଷ ରକ୍ତ ଦାତା) ରକ୍ତ ଦାନ କଲେ।…