ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୪୦  ଜଣ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୪୫୭  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୩୭୪୯  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି  ଖୋର୍ଦ୍ଧା  ଜିଲାରୁ ୮୩  ଜଣ | ସେହିପରି ୬୮ଜଣ  ଗଂଜାମରୁ, ୪୯ଜଣ ବାଲେଶ୍ୱରରୁ, ୪୦ଜଣ ମାଲକାନଗିରିରୁ, ୨୩ଜଣ ଜଗତସିଂହପୁରରୁ, ୨୧ଜଣ ଭଦ୍ରକରୁ, ୨୦ଜଣ  ମୟୁରଭଞ୍ଜରୁ, ୧୮ଜଣ କୋରାପୁଟରୁ,୧୭ଜଣ ପୁରୀରୁ, ୧୨ଜଣ ଝାରସୁଗୁଡ଼ା, କେନ୍ଦୁଝର ଓ ନବରଂଗପୁରରୁ, ୧୧ଜଣ କଟକରୁ, ୧୦ଜଣ ବରଗଡରୁ, ୯ ଜଣ ଲେଖାଏ ଯାଜପୁର ଓ ଅନୁଗୁଳରୁ, ୬ଜଣ ଲେଖାଏ  କେନ୍ଦ୍ରାପଡ଼ା ଓ ସୁନ୍ଦେରଗଡରୁ, ୫ଜଣ ଲେଖାଏ ବଲାଙ୍ଗୀର ଓ ସମ୍ବଲପୁରରୁ ସର୍ବୋପରି ୪ଜଣ ନୟାଗଡରୁ ସୁସ୍ଥ ହୋଇଥିବା ଜଣାପଡିଛି |  

Leave A Reply

Your email address will not be published.