ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି

0

ଭୁବନେଶ୍ୱର : ବିଗତ ଦିନର ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି | କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ସେ ଆଖି ବୁଜି ଦେଇଛନ୍ତି ଦୀପା | କର୍କଟ ରୋଗରେ ପୀଡିତ ଥିବା ଦିପା ମାସେ ହେଲା ସିରିଆସ ଥିଲେ |  ଶେଷ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଆଲବମରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ତମାନର ବହୁ ହାଇ ରେଟେଡ଼ କଳାକାରଙ୍କ ସହ ପୂର୍ବରୁ ସେ ଅନେକ ଆଲବମ କରିଥିଲେ |

Leave A Reply

Your email address will not be published.