ନଈ ସାଜିଛି ବାଧକ; ବାଜି ଲାଗିଛି ଜୀବନ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ଅତିବାହିତ ହୋଇଛି। ହେଲେ ରେଢ଼ାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକର ସମସ୍ତ ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତାରେ ଯିବାର ସୌଭାଗ୍ୟ ପାଇ ପାରି ନାହାନ୍ତି। ମାତ୍ର ୧ କିମି ରାସ୍ତା ଅତିକ୍ରମ କରିବାକୁ…

ଝାରସୁଗୁଡ଼ାର ଶତାଧିକ ଚାଷୀଙ୍କୁ ବେଦାନ୍ତ ଦ୍ୱାରା ଫଳ ଚାରା ବଣ୍ଟନ

ଝାରସୁଗୁଡା:(ସୁଭାଷ ସହାରେ) ଓଡିଶା; ବେଦାନ୍ତ ଘରପାଖରେ ବଗିଚା ସୃଷ୍ଟି କରିବା ପାଇଁ ଚାଷୀମାନଙ୍କୁ ଏକ ହଜାରରୁ ଅଧିକ ଉତ୍କୃଷ୍ଟ ମାନର ଫଳ ଚାରା ଯୋଗାଇ ଦେଇଛି। କମ୍ପାନୀର ଜୀବିକା ସଂବୃଦ୍ଧି ପ୍ରକଳ୍ପ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦୁଇଟି ଲକ୍ଷ୍ୟ ରହିଛି। ଏକପଟେ ଏଥିରୁ ଅମଳ ହୋଇଥିବା…

କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ : ଏସ ଏମ ସି କର୍ମଚାରୀଙ୍କ ନାମରେ ମିଳିତ ଏତାଲା ଦେଲେ ତହସିଲଦାର ଓ ବିଡିଓ। 

ଝାରସୁଗୁଡ଼ା /(ସୁଭାଷ ସହାରେ) : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଓ ନିୟମକୁ ବେଖାତିର କରି ଝାରସୁଗୁଡ଼ାର ସରବାହାଲ ଅଞ୍ଚଳରେ ବୁଲାବୁଲି କରୁଥିବା  ଏସ ଏମ ସିର ଜଣେ କର୍ମଚାରୀଙ୍କ ନାମରେ ଝାରସୁଗୁଡ଼ା ବିଡିଓ ପ୍ରସନ୍ନ କୁମାର ପାଣ୍ଡେ ଓ କୋଲାବିରା ତହସିଲଦାର ତଥା କୋଭିଡ ମାଜିଷ୍ଟ୍ରେଟ ଗୋଲୋକ…

ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ପାଇଁ ଅଧିକ ସଂଖ୍ୟକ ଲୋକ କରୁଛନ୍ତି ସ୍ବେଚ୍ଛାକୃତ ପରୀକ୍ଷା 

http://www.youtube.com/watch?v=UYqb3ndQ6oI ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସହରରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ଆଣି କରୋନା ଜନିତ ସଂଖ୍ୟା…

ସାଂସଦ ଇଂ ବିଶ୍ୱେଶର ରଖିଲେ ବର୍ଷକର ହିସାବ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡୁ ଆଜି ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସାଂସଦ ଭାବରେ ଅତିବାହିତ କରିଥିବା ବର୍ଷକର ରିପୋର୍ଟକାର୍ଡ ଉନ୍ମୋଚନ କରିବା ସହିତ ପ୍ରଦାନ କରିଛନ୍ତି । ମୟୂରଭଞ୍ଜ…

ଉତ୍ତମ କରୋନା ଯୋଦ୍ଧା ଭାବେ ବିଡ଼ିଓ ଏବଂ ତହସିଲଦାର ସମ୍ମାନିତ

ବୁବୁଡା / ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ମଙ୍ଗଳବାର ଦିନ ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସ୍ୱଚ୍ଛତା ଆୱାରନେଶ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ସମାଜସେବୀ ସୂର୍ଯ୍ୟ…

ହାଲ୍‌ଠାରୁ ବାୟୁସେନା ପାଇଁ କିଣାଯିବ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ 

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା 8722.38 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ ନୂଆଦିଲ୍ଲୀ : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା…

ଆଜି ସୁସ୍ଥ ହେଲେ ୧୭୮୫ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୁସ୍ଥ ହୋଇଛନ୍ତି ଆଉ ୧୭୮୫ ଜଣ କରୋନା ଆକ୍ରାନ୍ତ | ଫଳରେ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ପହଂଚିଛି  ୩୪୮୦୫ ଜଣ | ସର୍ବାଧିକ ଗଂଜାମ ଜିଲ୍ଲାରୁ ୪୦୪ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୬୩ ଜଣ | |  ଆଜି ସୁସ୍ଥ ହୋଇଥିବା…

ରୋଟାରିଆନଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍ ପ୍ରଦାନ

ଟିକିରି/ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍…

କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ସାୟର ରାହତ ଇନ୍ଦୋରୀ

  ୟେ ଦୁନିୟା ଛୋଡନା ମଂଜୁର , ୱତନ କୋ ଛୋଡ କର ଜାନେ କା ନହିଁ   ଇନ୍ଦୋର(ଏଜେନ୍ସି)   अब ना मैं हूँ, ना बाकी हैं ज़माने मेरे​, फिर भी मशहूर हैं शहरों में फ़साने मेरे​, ज़िन्दगी है तो नए ज़ख्म भी लग जाएंगे​, अब भी बाकी हैं कई दोस्त पुराने मेरे।…