ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ଙ୍କୁ ସୋନପୁର ଜିଲ୍ଲା DRDA PDଭାବରେ ନିଯୁକ୍ତି ପାଇଥିବା ଜଣାପଡିଛି । ପଦ୍ମନାଭ ବେହେରା ୨୦୧୩-୧୪ ମସିହାରେ ରେଢ଼ାଖୋଲ ବିଡ଼ିଓ ଭାବରେ କାର୍ଯ୍ୟ କରୁଥିଲେ। ତାହା ସହ ନାକ୍ଟିଦେଉଳ ବ୍ଲକ୍ ରେ ବିଡ଼ିଓ ଦାୟିତ୍ବରେ ମଧ୍ୟ କିଛିମାସ ତୁଲାଇ ଥିଲେ। ସେ ଏହା ପୂର୍ବରୁ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାବେଳେ ଗଞ୍ଜାମ ଜିଲ୍ଲା ରେ କୋଭିଡ ପରିଚାଳନା ଦାୟିତ୍ବ ମଧ୍ୟ କରୁଥିଲେ ।
Sign in
Sign in
Recover your password.
A password will be e-mailed to you.