ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭୪ ତମ ସ୍ବାଧିନତା ଦିବସ ପାଳନ

0

ପାରଳଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ)  ଗଜପତି ଜିଲ୍ଲା ଆପ ଦଳ ତରଫରୁ ପାରଳାଖେମୁଣ୍ଡି ଠାରେ ୭୪ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟ ଅତିଥି ଭାବେ ରବିନ୍ଦ୍ରନାଥ ମହାରଣା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ଅଧିକାରୀ,ଲୋଗସ ଦାସ ବର୍ଦ୍ଧନ ଲିଙ୍ଗରାଜ ପାଣିଗ୍ରାହୀ,ଏଲିୟାଜର ମଣ୍ଡଳ, ଲୋକନାଥ ଭୁକ୍ତା, ତ୍ରିନାଥ ପଟ୍ଟନାୟକ,ଏସ୍.କେ.ମୋଜିବ, ପ୍ରେମାନନ୍ଦ ପଟ୍ଟନାୟକ, ସନ୍ତୋଷ ଦାସ, ଇଶ୍ଵର ରାଓ ପ୍ରମୁଖ ଯୋଗ ଦେଇ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣ ନିମନ୍ତେ ଶପଥ କରିଥିଲେ ।

Leave A Reply

Your email address will not be published.