ପରିବା ମାର୍କେଟ ନିକଟସ୍ଥ ନାଳରେ ପଡ଼ି ଜଣେ ମୃତ

 ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପରିବା ମାର୍କେଟକୁ ଲାଗିରହିଥିବା ନାଳରେ ପଡ଼ି ଜଣେ ମୃତ । ମୃତକ ଜଣକ ହେଲେ ଓଡ଼ଗାଁ ପାଟଣାର ପ୍ରମୋଦ ଜେନା (୬୩)। ଘଟଣାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟାରେ ପ୍ରମୋଦ ଜେନା ସାଇକେଲ ଯୋଗେ କୌଣସି କାରଣରେ ପରିବା…

‘ବନ୍ଦେ ମାତରମ୍’ ୧୫୦ତମ ବର୍ଷ ପୂର୍ତ୍ତି

ଏନ୍ଏସି ସ୍ତରୀୟ ସମୁହ ରାଷ୍ଟ୍ର ଗୀତ ଗାନ ଓ ପୁରସ୍କାର ବିତରଣ ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଦ୍ବାରା ଆୟୋଜିତ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକ ପାଳନ ଅବସରରେ ପ୍ରାୟ ୭ଶହ ବିଦ୍ୟାର୍ଥୀଙ୍କ ଗହଣରେ ସମୁହ ଗାନ, ସ୍ବଦେଶୀ…

“ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତି” ସମୃଦ୍ଧ ଭାରତ ପାଇଁ ମହା ମନ୍ତ୍ର”

ପୁରୀ, ୨୦/୧ (ଅନିମେଶ ପଟ୍ଟନାୟକ): ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ “ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତି” ହିଁ ମହା ମନ୍ତ୍ର ବୋଲି ପୁରୀ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତ ପ୍ରକାଶ ପାଇଛି।ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ଶ୍ରୀ…

ଡାକ୍ତର ସଂଜୀବ କୁମାର ଓତା ସମ୍ବର୍ଦ୍ଧିତ

କେନ୍ଦୁଝର,୨୦/୧- ନ୍ୟାସନାଲ କନକ୍ଲେଭ ଅନ୍ ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଫର୍ ଏକ ଡେଭଲପମେଣ୍ଟ ଓଡିଶା, କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଦନ୍ତ ଚିକିତ୍ସକ ଡଃ ସଂଜୀବ କୁମାର ଓତା ସମ୍ବର୍ଦ୍ଧିତ ହୋଇଛନ୍ତି। ଜାନୁଆରୀ ୧୮ରେ ଉଦୟ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ…

ବନ ବିଭାଗର ଚଢ଼ାଉ ମୂଲ୍ୟବାନ ମାଙ୍ଗାନିଜ ଜବତ : ଦୁଇ ଗିରଫ କ୍ରସର ପ୍ଲାଣ୍ଟ ସିଲ୍‌।

 କେନ୍ଦୁଝର,ତା୨୦/୧- କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ରେଞ୍ଜ ବନ ଅଧିକାରୀଙ୍କ ନେତୃତ୍ୱରେ ବେନିୟମ ଖଣି କାରବାର ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ସୂଚନା ମିଳିଛି କି ଏହି ଚଢ଼ାଉରେ ଗୋଟେ ପିକ୍ ଅପ୍ ଭ୍ୟାନ ଜବତ ହେବା ବେଳେ ମାଙ୍ଗାନିଜ ପଥର…

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ; ଶରଧାବାଲିରୁ ବିଶାଳ ପଦଯାତ୍ରା

ପୁରୀ, ୨୦/୧ (ଅନିମେଶ ପଟ୍ଟନାୟକ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ବିଶାଳ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ…

ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ହଳଦିପାଣି ଉତ୍ସବ

ପୁରୀ,୨୦/୧ (ଅନିମେଶ ପଟ୍ଟନାୟକ ): - ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ହସକାନ୍ଦ, ଲହୁଲୁହ ଓ ନୃତ୍ଯ ଛନ୍ଦଭରା ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର ମଞ୍ଚସ୍ଥ…

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ପୋଷ୍ୟ ଗ୍ରାମ ନୂଆଁ ପର୍ଶୁଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ…

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଆଜି ବେଲଗୁଣ୍ଠା ପଲ୍ଲୀ ଏବଂ ନେଟଙ୍ଗା ମଣ୍ଡଳର ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଲ୍ଲୀ ସଭାପତି ରାଧାକୃଷ୍ଣ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ତାରିଖ -୨୦/୧/୨୬: ମାଲକାନଗିରି ଜିଲ୍ଲା ର କୃଷି ବିଭାଗ ର “ଶ୍ରୀ ଅନ୍ନ ଅଭିଯାନ” ଯୋଜନା ଅଧୀନରେ ଆଜି ମାଥିଲି ବ୍ଲକ୍ ଅନ୍ତର୍ଗତ ନୂଆଗୁଡ଼ (ଚେଡେଙ୍ଗା) ଠାରେ ଖରିଫ ବିପଣନ ଋତୁ ୨୦୨୫-୨୬ର ପ୍ରଥମ ରାଗି କ୍ରୟ ମଣ୍ଡି ଉଦ୍ଘାଟିତ ହୋଇଛି। ଏହି ମଣ୍ଡିର…