Sign in
Sign in
Recover your password.
A password will be e-mailed to you.
କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କଟକ,ତା୧୯.୦୧.୨୦୨୬ ରିଖ – କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ୍ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ରେ ସମୁଦାୟ ୮୦ ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ…
ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡ:(ସରୋଜ କୁମାର ସାହୁ) ସ୍ଥାନୀୟ ବ୍ରାହ୍ମଣ ସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ସଙ୍ଘ…
ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉପଲକ୍ଷେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଚତୁର୍ଦ୍ଧଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉପଲକ୍ଷେ ଦଳଗତ ନୃତ୍ୟ ପ୍ରତିଯୋଗିତା, ଏକକ ନୃତ୍ୟ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା ଓ ସ୍ମାର୍ଟ କିଡ଼ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ସମସ୍ତ ନୃତ୍ୟ ପ୍ରତିଯୋଗିତା ଓ ସଂଗୀତ…
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଇଣ୍ଟେଲ ଉନ୍ନତି -ଡାଟା-ସେଣ୍ଟ୍ରିକ୍ ଏବଂ ଏ ଆଇ ଲ୍ୟାବର ଶୁଭ ଉଦ୍ଘାଟନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର, ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଇଣ୍ଟେଲ ଉନ୍ନତି ଅଭିଯାନ ଅଧୀନରେ ଡାଟା-ସେଣ୍ଟ୍ରିକ୍ ଲ୍ୟାବ୍ ଇନ୍ ଇମର୍ଜିଂ ଟେକ୍ନୋଲୋଜିଜ୍ ଏବଂ କମ୍ପ୍ୟୁଟର ସାଇନ୍ସ ବ୍ଲକ୍ (ଲ୍ୟାବ–୨)ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲ୍ୟାବ୍ ର ଶୁଭ…
ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ।
କାକଟପୁର ୨୦/୦୧(ପ୍ରକାଶ ଦାଶ) କାକଟପୁର ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀ ଟଭାଗୋଲରାଗଡର ପରିବେଶ ପରିସ୍ଥିତି କୁ ଦ୍ରୁଷ୍ଟି ରେ ରଖି ପ୍ରାକୃତିକ ସୌନ୍ଦର୍ଯ୍ୟ ର ରକ୍ଷଣା ବେକ୍ଷଣ ନିମନ୍ତେ ସୋମବାର ଅପରାହ୍ନ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଙ୍କ ତତ୍ଵବଧାନ ରେ…
ବିଜେପୁର ବସ୍ଷ୍ଟାଣ୍ଡ ଅଞ୍ଚଳରେ ରାସ୍ତା ମପା କାର୍ଯ୍ୟ ଆରମ୍ଭ
ଭବିଷ୍ୟତ ଉନ୍ନତିକରଣ ପାଇଁ ପ୍ରଶାସନର ମିଳିତ ପଦକ୍ଷେପ
ବିଜେପୁର: ବିଜେପୁର ସହରର ମୁଖ୍ୟ ଯାତାୟାତ କେନ୍ଦ୍ର ଭାବେ ପରିଚିତ ବସ୍ଷ୍ଟାଣ୍ଡ ଅଞ୍ଚଳର ଉନ୍ନତିକରଣ ଉଦ୍ଦେଶ୍ୟରେ ଆଜି ରାସ୍ତା ମପା କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଆଡିସନାଲ ତହସିଲଦାର ଜ୍ୟୋତିପ୍ରକାଶ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ…
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ…
ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, ଜାନୁଆରୀ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ସୋମବାର ଦୁଇ ଦିନିଆ ‘ପ୍ରଥମ ସୋଆ ପୁଷ୍ପ ଉତ୍ସବ’ ଉଦ୍ଘାଟିତ ହୋଇଯାଇଛି ।ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ…
ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମୋବାଇଲ୍ କମାଣ୍ଡ ପୋଷ୍ଟ କମିଶନ୍ ହୋଇଛି”
ଝାରସୁଗୁଡ଼ା, ୧୯ ଜାନୁଆରୀ ୨୦୨୬: ନୂତନ କମାଣ୍ଡ ପୋଷ୍ଟଟି ୧୯ ଜାନୁଆରୀ ୨୦୨୬ ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଆଗମନ ପରେ, ନିର୍ମାତାଙ୍କ ପକ୍ଷରୁ ବିମାନବନ୍ଦର ଉଦ୍ଧାର ଏବଂ ଅଗ୍ନି ନିର୍ବାପନ (ARFF) କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ…