Sign in
Sign in
Recover your password.
A password will be e-mailed to you.
ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ
ରାଉରକେଲା, (ବସନ୍ତ କୁମାର ଜେନା): ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂଜକ ଭାବେ ଚିତ୍ତରଞ୍ଜନ ରଥ ଓ କର୍ତ୍ତା ଭାବେ ମନ୍ଦିରର ସମ୍ପାଦକ ନିରଞ୍ଜନ ସାମନ୍ତରାୟ ଦାୟିତ୍ଵ ନିର୍ବାହ…
ମାସାଧିକ କାଳ ହେଲା ପୋଲର ବାଡ଼ା ଭାଙ୍ଗିଗଲାଣି, ଏବେ ବାଉଁଶ ବାଡ଼ା ବନ୍ଧା ଯାଇଛି
ଜଗତସିଂହପୁର,ତା-୨୧.୦୧. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଓ କଟକ ଜିଲ୍ଲାର ନିଆଳି ବ୍ଲକର ଦୀପାଞ୍ଚଳ ମଧ୍ୟରେ ସଂଯୋଗର ପ୍ରମୁଖ ମାଧମ ହେଉଛି ଆଳିପିଙ୍ଗଳ ପୋଲ । ଦୈନିକ ହଜାର ହଜାର ଲୋକ ଏହା ଉପରେ ଯାତାୟାତ କରନ୍ତି ମାତ୍ର ଆଳିପିଙ୍ଗଳ ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଅଛି । ପୋଲ ଉପରେ…
ପୀର ଯାହାନିଆଁ ବେଳାଭୂମି ରେ ବନ ବିଭାଗ ର ପ୍ଲାଷ୍ଟିକ ମୁକ୍ତ ଅଭିଯାନ l
ଅସ୍ତରଙ୍ଗ/ଦୁଃଶାସନ ସ୍ୱାଇଁ: ପୂରୀ ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ସମୁଦ୍ର ତଟ ସହ ପିର ମନ୍ଦିର ପରିସର, ଝାଉଁ ଜଙ୍ଗଲ ର ବଣ ଭୋଜି ସ୍ଥଳ, ଆଦି ସ୍ଥାନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ…
ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡ: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ କାର୍ଯ୍ୟାଳୟରେ ସାଇପ୍ରିୟା ନଗର ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…
ଜାତୀୟ ଉଠାଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ମହାସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ…
ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୬ : ଜାତୀୟ ଉଠା ବ୍ୟବସାୟୀ ଦିବସ (୨୦ ଜାନୁଆରୀ) ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ ଜୋନ୍ ମହାସଂଘ(Vending Zone) ର ମିଳିତ ଉଦ୍ୟମରେ ଆଜି ଭୁବନେଶ୍ୱରରେ ଏକ ବିଶାଳ ପଦଯାତ୍ରା ଓ ରାଜ୍ୟସ୍ତରୀୟ…
ପୁରୀ ଅଭିମୁଖେ ପ୍ରଥମ ପର୍ଯ୍ୟାୟ ରଥକାଠ
ନୟାଗଡ଼(ବିଶ୍ୱଜିତ ନାୟକ) :-ଚଳିତବର୍ଷର ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ ରଥକାଠ । ଆସନ୍ତା ଶ୍ରୀପଞ୍ଚମୀତିଥିରେ ଅନୁକୂଳ ହେବ ରଥକାଠ । ଏନେଇ ବିଧିବଦ୍ଧ ଭାବେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରୁ ପୂଜାର୍ଚ୍ଚନା ପରେ ତିନୋଟି ଟ୍ରକ ବାହାରିଛି ପୁରୀ ଅଭିମମୁଖେ ।…
ସି.ଡି.ଏ. ହେଲା କ୍ୟାସଲେସ୍: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ ପାଇଁ ଅନଲାଇନ୍ ସୁବିଧାର ଶୁଭାରମ୍ଭ
• ସି.ଡି.ଏ. କାର୍ଯ୍ୟାଳୟରେ ଏବେ ପଏଣ୍ଟ ଅଫ୍ ସେଲ୍ ବା (ପି.ଓ.ଏସ୍) ମେସିନ୍ ମାଧ୍ୟମରେ ଟଙ୍କା ନେଣଦେଣ• କ୍ୟୁଆର୍ କୋଡ୍, ୟୁ.ପି.ଆଇ. ଏବଂ କାର୍ଡ ସ୍ୱାଇପ୍ ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଗ୍ରହଣ • ଅର୍ଥ ଶାଖାର ସିଙ୍ଗଲ୍-ୱିଣ୍ଡୋ କାଉଣ୍ଟରରେ ଏକ ସମର୍ପିତ 'ଡିଜିଟାଲ୍…
ସାହିତି୍ୟକ ମାନଙ୍କୁ ଅପମାନ କରିବାରୁ କ୍ଷାନ୍ତ ରୁହନ୍ତୁ ଓଡ଼ିଶା ସରକାର: ବିଜେଡି
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତି୍ୟକଙ୍କୁ ଅପମାନ ଘଟଣା
ସାହିତି୍ୟକ ଶ୍ରୀ କେଦାର ମିଶ୍ରଙ୍କୁ ନିମନ୍ତ୍ରଣ କରି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାର ତରଫରୁ ବିପ୍ଳବୀ କବି ଭୀମ ଭୋଇଙ୍କ ଉପରେ ବକ୍ତୃତା…
ବାଲେଶ୍ୱରରେ ଶେଖ ମକନ୍ଦାର ମହମ୍ମଦଙ୍କ ନିର୍ମମ ହତ୍ୟା ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର, ୨୦/୦୧/୨୦୨୬: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳରେ ଘଟିଥିବା ନିର୍ମମ ଜନସମୂହ ହତ୍ୟାକୁ ବିଜୁ ଜନତା ଦଳ କଡା ନିନ୍ଦା କରୁଛି । ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ଏକ ଯୁବକ ଶେଖ ମକନ୍ଦାର ମହମ୍ମଦଙ୍କୁ ନିର୍ମମ ଭାବେ ଜନସମୂହ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା…
ରବି ଋତୁ ୨୦୨୫-୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ
ଜଗତସିଂହପୁର,ତା-୨୦.୦୧.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ରବି ଋତୁ ୨୦୨୫-୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି…