Sign in
Sign in
Recover your password.
A password will be e-mailed to you.
ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ, ୫୦ରୁ ଊର୍ଦ୍ଧ୍ଵ ବରିଷ୍ଠ କବି ସ୍ଵରଚିତ କବିତା ପାଠ କଲେ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ,ତାରିଖ-୨୦/୧/୨୬: ମାଲକାନଗିରି, ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ଫେବୃଆରୀ ମାସ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି, ମାଲ୍ୟବନ୍ତ ଉତ୍ସବ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ…
ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଅପରାଜିତା ମିଶ୍ରଙ୍କୁ ବିଦ୍ୟୁତଲତା ବଳ ଶିକ୍ଷା ସମ୍ମାନ
କେନ୍ଦୁଝର, ତା୨୦/୧- କେନ୍ଦୁଝରର ସ୍ଥାନୀୟ ରୋଟାରୀ ଭବନ ଠାରେ କେନ୍ଦୁଝର ଜିଲ୍ଲା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଲେଖିକା ସଂସଦ ଆନୁକୂଲ୍ୟରେ ବିଦ୍ୟୁତଲତା ବଳ ଚାରିଟେବଲ ଟ୍ରଷ୍ଟ ତରଫରୁ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ…
ପ୍ରଭୁ ନୀଳକଣ୍ଠେଶ୍ଵରଙ୍କ ମକର ମେଳା ଜମୁଛି, ହଜାର ହଜାର ଭକ୍ତଙ୍କ ସମାଗମ।
କେନ୍ଦୁଝର,ତା୨୦/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାରହାଟିପୁରା ଠାରେ ପୂଜାପାଉଥିବା ବାବା ନୀଳକଣ୍ଠେଶ୍ଵର ମନ୍ଦିର ପାଦ ଦେଶରେ ଆରମ୍ଭ ହୋଇଯାଇଛି ଐତିହାସିକ ମକରମେଳା। ଶହ ଶହ ଦୋକାନ ଧାଡ଼ିକି ଧାଡ଼ି ବସିଛି। ମେଳାପ୍ରେମୀ ମାନଙ୍କର ଭିଡ ଜମୁଛି। ଘଟଗାଁ ପୋଲିସ ପ୍ରଶାସନ ଓ…
୨୩ତମ ବଲାଙ୍ଗିର ଲୋକଉତ୍ସବର ଭବ୍ୟ ଉଦଘାଟନ
କୋଶଳ କଳା ମଣ୍ଡପରେ ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକକଳାର ମହାମିଳନ
ବଲାଙ୍ଗିର,( ଘନଶ୍ୟାମ ନାଗ) ୨୦/୦୧:- ୨୩ତମ ବଲାଙ୍ଗିର ଲୋକଉତ୍ସବ ର ମୁଖ୍ୟ ସମାରୋହ କୋଶଳ କଳା ମଣ୍ଡପରେ ଉଦ୍ଘାଟିତ ହୋଇଛି । ସକାଳେ ମଞ୍ଚ ପୂଜା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପରେ ସାଂସ୍କୃତିକ…
ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୦ ପିଲାଙ୍କ ପାଇଁ ଦଶମ ବୋର୍ଡ ପାଇଁ ଆବାସିକ ପ୍ରସ୍ତୁତି ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ତା ୨୦/୦୧ /୨୬: ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଦଶମ ବୋର୍ଡ ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଚାଲିଥିବା ପ୍ରାଇଡ ଅଫ ମାଲ୍ୟାବନ୍ଧୁ କାର୍ଯ୍ୟକ୍ରମ ତହତ ଆବାସିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ଜାନୁଆରୀ ମାସ ୧୯ରୁ ୨୪…
ସରକାରୀ ଓକିଲ ନିଯୁକ୍ତ ପାଇବା ପରେ ଗୋଟିଏ ଦଳ ର ସଦସ୍ୟତା ଗ୍ରହଣ ଆଇନ ଅନୁଯାୟୀ ବେନିୟମ
.ସରକାରୀ ଓକିଲ ଓଡିଶା ସରକାରଙ୍କର ନା ବିଜେପି ଦଳର ନେଇ କଂଗ୍ରେସ ର ସାମ୍ବାଦିକ ସମ୍ବିଳନୀ l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ତାରିଖ-୨୦/୧/୨୬: ଆଜି କଂଗ୍ରେସ କାର୍ଯ୍ୟାଳୟ, ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା. ବିଜେପି କାର୍ଯ୍ୟାଳୟରେ ସରକାରୀ ଓକିଲ…
ରାଷ୍ଟ୍ରଗୀତ ବନ୍ଦେ ମାତରମ ୧୫୦ବର୍ଷ ପାଳନ ଅବସରରେ ସାମୁହିକ ଗାନ ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ( ) ତା:୨୦-୦୧-୨୦୨୬ରିଖ ଦିନ ଗୁଣପୁର ପଞ୍ଚାୟତ ସମିତି ସ୍ତରୀୟ ବନ୍ଦେ ମାତରମ ସାମୁହିକ ଗାନ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର କୋଣ ଅନୁକୋଣରେ ଗୀତର ଭାବ ପହଞ୍ଚିବା ନିମନ୍ତେ…
ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ଼: (ସରୋଜ କୁମାର ସାହୁ): ଜିଲ୍ଲା ସ୍ତରୀୟ ଷୋହଳତମ ଜାତୀୟ ମତଦାତା ଦିବସ ପାଳନ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ sri ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ…
ରାଜଗାଙ୍ଗପୁର ରେ ରାଜ୍ୟ ରାଜପଥ -(୧୦)କୁ ଅବରୋଧ -ଜମି ଅଧିଗ୍ରହଣ ମାମଲା
ରାଜଗାଙ୍ଗପୁର: ରାଜଗାଙ୍ଗପୁର ସିମେଣ୍ଟ ଭାରତ ଲିମିଟେଡ଼ ଦ୍ବାରା ନିଜ ଖଣି ସମ୍ପ୍ରସାରଣ ନାମରେ ଲାଞ୍ଜିବେର୍ଣା ଅଞ୍ଚଳରେ ବେଆଇନ ଭାବେ ଜମି ଅଧୂଗ୍ରହଣ କରାଯାଉଥିବା ଅଭିଯୋଗକୁ ନେଇ ଆଜି ଆନ୍ଦୋଳନ ଦେଖାଯାଇଛି। ପ୍ରଶାସନ ସହ ହାତ ମିଳାଇ ଜୋର-ଜବରଦସ୍ତ ଭାବେ ଆଦିବାସୀଙ୍କ ଜମି ଅଧୂଗ୍ରହଣ…
ଦ୍ୱିତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ , ପଲ୍ଲିଶ୍ରୀ ମେଳା , ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଦ୍ୱିତୀୟ ଦିନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ…