Sign in
Sign in
Recover your password.
A password will be e-mailed to you.
ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମହିଳା ମଣ୍ଡଳ ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :ସୁରତ ସହରରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ମହିଳା ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହିଳା ମଣ୍ଡଳ ବୈଠକ…
ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲାର କୋଭିଡ ପାଇଁ ନିଯୁକ୍ତି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ ମଙ୍ଗଳବାର ଦିନ ବୁଗୁଡା ଗସ୍ତରେ ଆସି କରୋନା ସ୍ଥିତ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ସ୍ପେଶାଲ ଏଡିଏମ ଶ୍ରୀ ସିଂ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର…
କୋରିୟର ଡେଲିଭରି ଅଫିସରୁ ଚୋରି ଘଟଣାରେ ପୋଲିସକୁ ସଫଳତା
ଚୋରି ଜିନିଷ ଜବତ କରିବା ସହ ଚୋରଙ୍କୁ ଧରିଲା ପୋଲିସ
ଟିଟିଲାଗଡ ରୁ ଗୌରବ ଦରଜୀ: ସଇଁନ୍ତଲା ବ୍ଲକର ସ୍ଥାନୀୟ ନବୀନ ଛକ ନିକଟରେ ଥିବା ଡେଲିଭରି ଅଫିସ ପ୍ରାଇଭେଟ ଲିମିଟେଡ଼ରୁ ଅନେକ ଅନଲାଇନ ସାମାନ ଚୋରିହୋଇଥିବା ଘଟଣାକୁ ନେଇ ସଇଁନ୍ତଲା ପୋଲିସକୁ ବଡ଼ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ…
ଗଛ ପଡି ୨ ପୁରୁଷ ଓ ୧ ମହିଳା ଗୁରୁତର।
ଟିଟିଲାଗଡ (ଗୌରବ ଦରଜୀ)- ଟିଟିଲାଗଡ କୋର୍ଟ ପରିସର ଭିତରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉପ ଭୂମି ପଞ୍ଜିକରଣ କାର୍ଯ୍ୟାଳୟ କୁ ଅନେକ ବ୍ୟକ୍ତି ପଞ୍ଜିକରଣ ପାଇଁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖ ରେ କିଛି ବ୍ୟକ୍ତି ଛିଡ଼ା ହୋଇ ଥିବା ସମୟ ରେ ପାଖରେ ଥିବା ଏକ ବଡ଼ ଗଛରୁ ଡାଳ…
କାଲିକୁ ବଳାଇଲା ଆଜି : ୨୮ ଜିଲ୍ଲାରୁ ୧୫୯୪ କରୋନା ପଜିଟିଭ
ସର୍ବାଧିକ ସ୍ଥାନୀୟ ସଂକ୍ରମଣ ବଢ଼ିଛି ଚିନ୍ତା , ମୃତ୍ୟୁ ସଂଖ୍ୟା ପହଁଚିଲା ୧୨୦
ଗଂଜାମ ୭୩୨ , ଖୋରଧା ୩୨୦, କଟକ ୧୩୬
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ କରି ଦେଇଛି କାରଣ | ଆଜି…
ଅମାନିଆ କରୋନା : ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ପାଖପାପାଖି ୫୦ ହଜାର
ନୂଆଦିଲ୍ଲୀ (ଏଜେନ୍ସି) : କାଲି ନିଦ ହଜାଇଦେଇଥିଲା ଆଉ ଆଜି ତାଠୁ ବଳକା ସ୍ଥିତି | ନୟାନ୍ତ କରିବା ସ୍ଥିତିକୁ ନେଉଛି କରୋନା | ଗତକାଲିର ରେକର୍ଡ ଭାଙ୍ଗିଛି ମାରାତ୍ମକ ଭୁତାଣୁ ଆକ୍ରାନ୍ତ ସଂଖ୍ୟାରେ | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଉଦବେଗଜନକ ଭାବେ ପାଖାପାଖି 50 ହଜାର |
…
ସଡ଼କ ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ସବୁଜ ସୁନ୍ଦର ପକ୍ଷରୁ ସମବେଦନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟ ଦେଇ ଯାଉଥିବା ୧୮ ନମ୍ବର ଜାତୀୟ ରାପଥର କୁଚେଇ ନିକଟରେ ସଡ଼କ ଦୁର୍ଗଟଣାରେ ସଫେଇ କର୍ମଚାରୀ ପେଲକା ମୁର୍ମୁଙ୍କ ମୃତ୍ୟୁ ହୋଇଛି । ଖବରପାଇ ସବୁଜ ସୁନ୍ଦର ବାରିପଦାର ଆବାହକ ଜିତେନ୍ଦ୍ର ମହାନ୍ତି ମୃତ ପେଲକାଙ୍କ ଘରକୁ ଯାଇ ପରିବାର…
ଆଦୃତ ହେବାରେ ଲାଗିଛି ସବାଇ ଘାସରେ ପ୍ରସ୍ତୁତ ରାକ୍ଷୀ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ସବାଇଘାସରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀଗୁଡ଼ିକର ଚାହିଦା କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଏହି ସମୟରେ ଅନୁସୂଚିତ ଜନଜାତି ମହିଳା ଗ୍ରୁପ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ରାକ୍ଷୀ…
ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କ ପାଇଁ ମଂଜୁର ହେଲା ସ୍ଥାୟୀ କମିଶନ
ନୂଆଦିଲ୍ଲୀ (ଏସପିବି) : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ…
କୋଭିଡ -19 ବିପକ୍ଷରେ ଚାଲିଥିବା ଯୁଦ୍ଧରେ ପୂର୍ବତଟ ରେଳପଥର ମହିଳା କର୍ମଚାରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ-19 ର ପ୍ରକୋପ ଆରମ୍ଭ ହେବାପରେ, ସାରା ଦେଶରେ ଏହା ବିପକ୍ଷରେ ସମ୍ମୁଖ ଯୁଦ୍ଧ ପାଇଁ, ଆମ ପାଖରେ ଥିଲେ ଅନେକ କୋରନା ଯୋଦ୍ଧା l ଆମ ପାଖରେ ଏଥି ନିମନ୍ତେ ଆହୁରି ଅଧିକ ଏକ ଗୋଷ୍ଠି ମଧ୍ୟ ଅଛନ୍ତି, ସେମାନେ ହେଉଛନ୍ତି ଆମର ମହିଳା କର୍ମଚାରୀ, ଯେଉଁମାନେ…