Sign in
Sign in
Recover your password.
A password will be e-mailed to you.
ଏଲଏସିରେ ଉତ୍ତେଜନା ଭିତରେ ନିଯୁକ୍ତ ହେଲେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ
ନୂଆଦିଲ୍ଲୀ: ଚାଇନା ଓ ଭାରତ ଭିତରେ ଏଲଏସିରେ ଉତ୍ତେଜନା ଜାରି ରହିଥିବା ବେଳେ ଭିତରେ ଭାରତୀୟ ବାୟୁସେନା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶଲ ବିବେକ ଚୌଧୁରୀ | ସୂଚନାଯୋଗ୍ୟଯେ ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)…
ଆଜି : ୨୪ ଜିଲ୍ଲାରୁ ୧୩୨୦ କରୋନା ପଜିଟିଭ
ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ଚବିଶ ହଜାର.ପ୍ରାଣ ହରାଇଲେ ୧୦ ଜଣ
ଗଂଜାମ ୫୬୦ , ଖୋରଧା ୧୭୪, ପୁରୀ ଓ ଗଜପତି ୯୦ ଲେଖାଏ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ…
କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ଉପରେ, ମୃତ୍ୟୁ କାଲିଠୁ ଅଧିକ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୪୮,୯୧୬ ଜଣ କରୋନା ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୮,୯୧୬ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୫୭ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା…
ତାଲପାଲି ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ
ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତକୁ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି। ଦିନକୁ ଦିନ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ…
2022 ଡିସେମ୍ବର ସୁଦ୍ଧା ଭାରତୀୟ ରେଳବାଇ ସବୁ ୱାଗନକୁ ଆରଏଫ୍ଆଇଡି ଦ୍ୱାରା ଟ୍ୟାଗ କରିବ
ଏ ପର୍ଯ୍ୟନ୍ତ 23 ହଜାର ୱାଗନ ଆରଏଫ୍ଆଇଡି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ରେଳବାଇ ଦେଶର ସବୁ ରେଳ ୱାଗନକୁ 2022 ସୁଦ୍ଧା ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ (ଆରଏଫ୍ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଲକ୍ଷ୍ୟ ରଖିଛି ।…
ଉଦ୍ଧାର ହେଲା ୧୩ ଫୁଟ ବିଶିଷ୍ଟ ଅଜଗର!
ବନ୍ଧବାହାଲ, ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ବନ୍ଧବାହାଲର ଏମସିଏଲର ଏକ କ୍ବାର୍ଟରରୁ 13 ଫୁଟ ଲମ୍ବର ଏକ ବିଶାଳ ଅଜଗର ସାପ ଉଦ୍ଧାର ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସାପ ଉଦ୍ଧାରକାରୀ ଶ୍ରୀ ସଂଜୀବ ପ୍ରଧାନ ଏବଂ ଵି କେ ରାଉତ ଏହି ବିଶାଳକାୟ ସରୀସୃପକୁ ଦକ୍ଷତା ସହକାରେ…
ଉତ୍କଳ ଉପବନ ହେଲା ଲିଲାରୀ ଖଣି : ରାଜ୍ୟ ଓ ଜିଲ୍ଲାରେ ପ୍ରଥମ ଖଣି ପର୍ଯ୍ୟଟନ ସ୍ଥଳୀ ।
ଝାରସୁଗୁଡ଼ା :(ସୁଭାଷ ସହାରେ) ଉତ୍କଳ ଉପବନ ହେବ ଲିଲାରୀ ଖଣି । ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲକ୍ଷନ ପୁର ବ୍ଲକ ରେ ଲିଲାରୀ ଖଣି ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଛି ।ଏହି ପର୍ଯ୍ୟଟନ ସ୍ଥଳୀ କୁ ଉତ୍କଳ ଉପବନ ନାମରେ ନାମିତ କରାଯାଇଛି ।ରାଜଧାନୀ ଦିଲ୍ଲୀ ରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ…
ଶୁକ୍ରବାର ବଜାର ରେ ସବୁ କଟକଣା କୁ ଫୁ ।
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲା ରେ ୨୦୦ ପାର କରନା ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ।ଲୋକେ ପ୍ରଶାସନ କୁ ଖାତିର ନ କରି ବାରମ୍ବାର ନିୟମ ଉଲ୍ଲଂଘନ କରିଚାଲିଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖାଦେଇଛି ସ୍ଥାନୀୟ ଶୁକ୍ରବାର ସାପ୍ତାହିକ ହାଟ ରେ ସାମାଜିକ ଦୂରତା,…
ଓଡିଶା ସରକାରଙ୍କ ସହାୟତା ନେଇ ବିଜେପି ଅବଗତ ନୁହେଁ: ବିଜେଡି
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡିଶା ସରକାର ଗତ ଏପ୍ରିଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି…
ଆଜି ମାଓ-ଯବାନ ମୁକାବିଲା : ଦୁଇଜଣ ମାଓବାଦୀ ନିହତ
ଘୁ. ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ନାକୁଦୁପଡା ନିକଟ ଜଙ୍ଗଲରେ ପୁଣି ଗତକାଲି ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗତ କିଛିଦିନ ପୂର୍ବେ…