ପୋଲସରା ବିଧାୟକ ଶ୍ରୀକାନ୍ତ ସପତ୍ନୀକ କରୋନା ଆକ୍ରାନ୍ତ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବିଧାୟକ ଓ ତାଙ୍କ ଧର୍ମପତ୍ନୀ ଉଭୟଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ଗୋଲାପ…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୮୦୮   ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୮୦୮  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୫୨୦୦  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି   ୫୩୦  ଜଣ ଗଂଜାମ ଜିଲ୍ଲାରୁ | ୬୧ ଜଣ ସୁସ୍ଥ ହୋଇଛନ୍ତି ରାୟଗଡା ଜିଲ୍ଲାରୁ | ସେହିପରି  ଖୋର୍ଦ୍ଧାରୁ…

ପୁଣି ଜଣେ କରୋନା ଯୋଦ୍ଧା ଙ୍କ ସମେତ ୧୩ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) :    ଦିନ କୁ ଦିନ ସମ୍ବଲପୁର  ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ହେବାରେ ଲାଗିଛି । ଗତ କିଛି ଦିନ ହେବ ନିୟମିତ ବ୍ୟବଧାନ ରେ ୨0 ରୁ ୨୫ ଜଣ ଜ଼ିଲ୍ଲା ରେ କରୋନା ପୋଜିଟିଭ ଚି଼ହ୍ନଟ ହେଉଛନ୍ତି l କ୍ରମାଗତ ଭାବେ ଜ଼ିଲ୍ଲା ରେ କରୋନା ସଂକ୍ରମିତ ଙ୍କ…

ବିଏମସି ଅଂଚଳରୁ  ଆଜି ୨୪୮  କରୋନା ପଜିଟିଭ

ଦେଖନ୍ତୁ ୪୧  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୨୪୮ କରୋନା ପଜିଟିଭ | ସେଥି ମଧ୍ୟରୁ ୨୦୭ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ସାଧାରଣ ଅଂଚଳରୁ | ଫଳରେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢ଼ାଇଲେ  ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ

 ବରଗଡ(ଶାସକ ପ୍ରଶାସକ):  ମହାମାରୀ କୋରୋନା ଆଜି ସାରା ବିଶ୍ୱପାଇଁ ଏକ ଚେଲେଞ୍ଜ ଭାବରେ ଉଭା ହେଇଛି । ସରକାର ଏହି ଚାଲେଞ୍ଜ କୁ ଅତି ଦୃଢ଼ ଭାବରେ ମୁକାବିଲା କରୁଛନ୍ତି ଏଥିରେ ସନ୍ଦେହ ନାହିଁ । ଜନସାଧାରଣ ମଧ୍ୟ କୋବିଡ଼ ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ସମସ୍ତ ପଦକ୍ଷେପକୁ ସବୁବେଳେ…

ସମ୍ବଲପୁର ପାଇଁ ସ୍ୱତନ୍ତ୍ର ଭାବେ ନିୟୋଯିତ ହେଲେ ଆଇଏଏସ ଅଫିସର ଚଂଚଳ ରାଣା 

   କୋଭିଡ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ କରିବେ  ସହାୟତା  ଭୁବନେଶ୍ୱର (ଶାସକ ପ୍ରଶାସକ) : ସମ୍ବଲପୁରରେ କୋଭିଡ ପରିଚାଳନା କାମରେ ସହଯୋଗ  କରିବା ପାଇଁ  ୨୦୧୪ ବ୍ୟାଚ ଆଇଏଏସ ଦକ୍ଷ ଅଫିସର ଚଂଚଳ ରାଣାଙ୍କୁ ସ୍ୱତନ୍ତ୍ର ଭାବେ  ଅବସ୍ଥାପିତ କରାଯାଇଛି |  ଶ୍ରୀ ରାଣା ସମ୍ପ୍ରତି ମୟୁରଭଞ୍ଜ…

ସମ ହସ୍ପିଟାଲ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଦୁଃଖ ପ୍ରକାଶ କଲେ ସୁର

କହିଲେ" ମୁ ବାଉଳିରେ କହିଦେଇଥିଲି, ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି"  ଭୁବନେଶ୍ୱର (ଶାସକ ପ୍ରଶାସକ ):  କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି ।  ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ…

ପଡୋଶୀ ରାଷ୍ଟ୍ରରୁ ସାମଗ୍ରୀ ଆମଦାନୀ ଉପରେ ଲାଗିଲା କଟକଣା 

ନୂଆଦିଲ୍ଲୀ(ଶାସକ ପ୍ରଶାସକ) :  ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ଆର୍ଥକ ନିୟମାବଳୀ 2017ରେ କେତେକ ସଂଶୋଧନ ଘଟାଯାଇଛି । ଏହି ସଂଶୋଧନ ବଳରେ ସରକାର  ଭାରତ ସହ ସୀମା ଲାଗିଥିବା କେତେକ ରାଷ୍ଟ୍ରରୁ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କାରଣରୁ ସାଧାରଣ ସାମଗ୍ରୀ ଆମଦାନୀ  ଅଥବା ପ୍ରତ୍ୟକ୍ଷ…

କୁଇନ ୟୁନିଭର୍ସ ସୁନ୍ଦରୀ ହେଲେ ସମ୍ବଲପୁରର ଝିଅ ଅର୍ପିତା

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ  ):  ଦିଲ୍ଲୀରେ ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଖୁବ କମ ଦିନରେ ଆୟୋଜକଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ କାମକୁ ସେ ଶେଷ କରିବା ସହ…

ଏକଲ ସ୍କୁଲ ତରଫରୁ ବୃକ୍ଷ ରୋପଣ ଓ ସାବୁନ,ମାସ୍କ ବଣ୍ଟନ 

 ହାଟଡିହି / ଶାସକ ପ୍ରଶାସକ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ର ବିଭିନ୍ନ ଗ୍ରାମରେ ଏକଲ ସ୍କୁଲ ତରଫରୁ ବୃକ୍ଷ ରୋପଣ ସହ ସାବୁନ,ମାସ୍କ ବଣ୍ଟନ କରାଯାଇଛି l  ପ୍ରଭାରୀ ଉମାକାନ୍ତ ଦାଶ ଙ୍କ ଉପସ୍ଥିତ ରେ ନିରୁପମା ଜେନା, ହାଟଡିହି ସଂଚ ସଭାପତି ବିଜୟ କୁମାର ଜେନା, ସଂଚ ସମ୍ପାଦକ କାମପାଳ…