ସମ୍ବଲପୁର ର ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ ୫ ଦିନ ପାଇଁ ସିଲ୍ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ସହର ଫାର୍ମ ରୋଡ଼ ରେ ଥିବା ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ କୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସିଲ୍  କରିଦିଆଯାଇଛି l ଏହି ହସ୍ପିଟାଲ  ରେ ୪ ଦିନ ତଳେ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ଜଣେ ରୋଗୀ ଗୁରୁବାର କରୋନା…

ସଟ୍ ଡାଉନ୍ ପାଇଁ ଚିନ୍ତାରେ କୁକୁଡ଼ା ଚାଷି 

http://www.youtube.com/watch?v=R0pKg88M-ZM ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲାରେ ଦୄତ ଗତିରେ ବୃଦ୍ଧି  ପାଉଥିବା କରୋନା  ସଂକ୍ରମଣକୁ ବ୍ରେକ ଦେବା ପାଇଁ ଜିଲ୍ଲା ପ୍ରଶାସନ ୧୦ ଦିନିଆ ସଟ୍ ଡାଉନ୍ ଲାଗୁ କରିଛି । ତେବେ ଏହି ସଟ୍  ଡାଉନ୍ ଯୋଗୁଁ  ଜିଲ୍ଲାର…

ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ  ୨୪…

ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକା ଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।  ଜିଲ୍ଲାପାଳ ଅନୁପମ ସାହା ସ୍ବର୍ଗତ ରାଇକାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ…

ବିଏମସି ଅଂଚଳରୁ  ଆଜି ୧୨୬  କରୋନା ପଜିଟିଭ

ଦେଖନ୍ତୁ ସକ୍ରିୟ ୩୩ ଜଣ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୨୬  କରୋନା ପଜିଟିଭ | ସେଥି ମଧ୍ୟରୁ ୯୩ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର…

ଗଜପତି ଜିଲ୍ଲାର ନୂତନ ଏସ.ପି ଭାବେ ଦାୟିତ୍ଵ ଗ୍ରହଣ କଲେ ତପନ ପଟ୍ଟନାୟକ 

 ଲୋକମାନଙ୍କ ସହ ପୋଲିସର ସୁସମ୍ପର୍କ କିପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତପନ କୁମାର ପଟ୍ଟନାୟକ। ଅପରାଧ ରୋକିବା ଉପରେ ଗୁରୁତ୍ବ ଦେବା ସହ କରୋନା ଗାଇଡ…

ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଆଦିତ୍ୟ ବିର୍ଲା ବିସ୍ଥାପିତ : ନିରୀହ ବିସ୍ଥାପିତଙ୍କୁ ନେଇ ରାଜନୀତି, ରାଜ ଭୋଗ କରୁଛନ୍ତି…

ବିସ୍ଥାପିତ କଲୋନୀରେ ମୌଳିକ ସୁବିଧା ନାହିଁ  ଠିକାଦାର ପୋଷାରେ ତିଆରି ଘର ଫାଟି ଆଁ କଲାଣି  ଆଜି ପର୍ଯ୍ୟନ୍ତ ବିସ୍ଥାପିତ ମାନେ ପାଇ ନାହାଁନ୍ତି ଘରଡିହ  ପଟ୍ଟା ମୁହଁ ଖୋଲିଲେ ମିଲୁଛି ପୋଲିସର ଧମକ ସମ୍ବଲପୁର ରମାକାନ୍ତ ବିଶ୍ବାଳ :  ସବୁଜ ଜଙ୍ଗଲ ଘେରା ସାମାଜିକ…

ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଛାଡି ଯୁବକ ଗିରଫ ।

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲା ପୁରୁଣାବସ୍ତି ଅଞ୍ଚଳ ର ଜଣେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରି ଆଜି ରୋହିତ ଶର୍ମା (୩୬) ଆଦି ନାମକ ଯୁବକ କୁ ଝାରସୁଗୁଡା ଟାଉନ ଥାନାପୋଲିସ ଗିରଫ କରିଛି ରୋହିତ ବିବାହିତ ଥିବା ବେଳେ ତାଙ୍କ ଘର ଛତିଶଗଡ ବିଲସପୁର ରେ ସେ ପ୍ରାୟ ଦଶ ବର୍ଷ…

ସତରେ କଣ ମଣିଷପଣିଆକୁ ଏତେ ତଳକୁ ନେଇଯାଇଛି କରୋନା !

ଜି ଉଦୟଗିରି(ଗଗନ ପ୍ରଧାନ) : ଠିକ ଅଛି , କରୋନା ଆସିଛି | ସଂକ୍ରମଣର ଆଶଙ୍କା ରହିଛି | ସତର୍କ ରହିବ ଆଉ ସଚେତନ ବି ରହିବା | ତା ବୋଲି କଣ ମଣିଷ ପଣିଆ ଭୁଲିଯିବା | କାଲି ଆମସାଙ୍ଗେ ମିଶୁଥିବା. ଆମ ଦୁଃଖ ସୁଖରେ ସାମିଲ ହୋଇଥିବା ମଣିଷଟା କରୋନା ଭଳି ତିରୋଟ ସମୟରେ ମୃତ୍ୟୁବରଣ କଲେ ଆମେ ତାକୁ…

ସଟ ଡାଉନ ନା ଲକ ଡାଉନ : ଦ୍ବନ୍ଦ୍ବରେ ଜନସାଧାରଣ !!

(ଶାସକ ପ୍ରଶାସକ)/ ଗୁଣପୁର ରୁ ମାଧବ ବିଡିକା - ରାୟଗଡ ଜିଲ୍ଲାରେ ମହାମାରୀ  କରୋନାର କାୟା ବିସ୍ତାର କରୁଥିବାରୁ ଏହାକୁ ରୋକିବାରେ କଡା ପଦକ୍ଷେପ ନେବାପାଇଁ ରାୟଗଡ ଜିଲ୍ଲାପାଳ  ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ ଡାଉନ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ବାର୍ତ୍ତା ଦେଇଛନ୍ତି  । ଏହାକୁ ଆଧାରକରି…