ସରେଇକେଲା ପଞ୍ଚାୟତରେ କରୋନା ପାଇଁ ଭୟ ବଢୁଛି

ପଞ୍ଚାୟତସ୍ତରୀୟ କରୋନା ମୁକାବିଲା ଆଲୋଚନା ଝାରବନ୍ଧ-ମନୋହର ଦାଶ :କରୋନା ମହାମାରୀ ରୋଗ ଏବେ ଗାଁ ମୁହାଁ ହୋଇଛି ଫଳରେ ଗ୍ରାମାଞ୍ଚଳରେ ଲୋକ ମାନେ ଭୟ ର ବାତାବରଣ ଭିତରେ ରହୁଛନ୍ତି।ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତରେ ସରେଇକେଲା ଗ୍ରାମ ଠାରେ କରୋନା…

କୋରୋନା ରୋଗୀଙ୍କ ମୃତ୍ୟୁ! 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ ନିଷିଦ୍ଧାଞ୍ଚଳର ଏକ ୭୪ ବର୍ଷ ବୟସ୍କ ରାଉରକେଲା ସ୍ଥିତ ହାଇ-ଟେକ୍ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଝାରସୁଗୁଡ଼ା ଏଡିଏମ ସ୍ପଷ୍ଟ କରିଛନ୍ତି। ୧୨ ଜୁଲାଇରୁ ରଘୁନାଥପାଲି ଟିଏମସିରେ…

କାହାର କି କ୍ଷତି କରିଥିଲା ଏ ନିଷ୍ପାପ ଝିଅଟା 

 ନୟାଗଡ (ବିଶ୍ୱଜିତ ନାୟକ) - ନୟାଗଡ ଉପକଣ୍ଠ ସଦର ଥାନା  ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚୟତ ଯଦୁପୁର ଗ୍ରାମରେ ଘଟିଯାଇଚି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଅଶୋକ କୁମାର ସାହୁଙ୍କ ଝିଅ (ବୟସ- 5 ବର୍ଷ 6ମାସ )ଆଜକୁ ପ୍ରାୟ 10ଦିନ ତଳେ 14.7.2020 ତାରିଖରୁ ନିଖୋଜ ଥିବାର ସଦର ଥାନାରେ …

ତହସିଲଦାର ନେଲେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ବୁଦ୍ଧିଜୀବୀଙ୍କ  ସ୍ୱାଗତ

ସଵଲେଟ ବ୍ୟବସ୍ଥା ବନ୍ଦ : ପ୍ରକୃତ ଦୋକାନଦାର ଭଡାରେ ପାଇବେ ଦୋକାନଘର     ଗୁଣୁପୁର ରୁ ମାଧବ ବିଡିକା ଙ୍କ ରିପୋର୍ଟ : ଦେବୋତ୍ତର ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ଗୁଣପୁର ପୁରୁଣା ବଜାର ତଥା ପୁରୁଣା ତହସିଲ ଅଫିସ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ…

କେନ୍ଦ୍ର ନୀରବ : ଘୋର ଅନିଶ୍ଚିତତା ଭିତରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିଷ୍ପତ୍ତି 

ଚିଠି ଲେଖି ଅନୁରୋଧ କରିଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ , ହେଲେ ଏଯାଏଁ ମିଳିଲାନି  ଉତ୍ତର  ପୁଣି ଥରେ ପତ୍ର ଲେଖି  କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅରୁଣ କରାଇ ଦେଲେ ସ୍ମରଣ ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଓ ନିରାପତ୍ତା ଦୃଷ୍ଟିରୁ  ରାଜ୍ୟ ସରକାରଙ୍କ ଦ୍ୱାରା…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୩  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୬୪୩  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୪୩୯୨  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି   ୪୦୭  ଜଣ ଗଂଜାମ ଜିଲ୍ଲାରୁ | ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି  ୪୪ ଜଣ | ସେହିପରି ୩୧ଜଣ  ବାଲେଶ୍ୱର,…

ରାଜ୍ୟସରକାରଙ୍କ ମହିଳା ସୁରକ୍ଷା ନାରା ଏକ ପ୍ରହସନ :ମହିଳାମୋର୍ଚ୍ଚା

 କୋଟପାଡ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ସରଜମିନ ତଦନ୍ତ କରି ଫେରିଲା ବିଜେପିର ୩ ଜଣିଆ ପ୍ରତିନିଧୀ ଦଳ  କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ…

ବଲାଙ୍ଗୀରରେ ଗାୟତ୍ରୀ ପୂଜନର ପ୍ରତିଷ୍ଠାତା ସମ୍ଭୁପ୍ରସାଦ ଆଚାର୍ଯ୍ୟଙ୍କ ପରଲୋକ।

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀରରେ ଗାୟତ୍ରୀ ପୂଜନର ପ୍ରତିଷ୍ଠାତା ସମ୍ଭୁପ୍ରସାଦ ଆଚାର୍ଯ୍ୟଙ୍କ ଆଜି ଅପରାହ୍ନ ୩:ଟା ୩୦ ମିନିଟ ସମୟରେ  ରାମେଶ୍ୱର ନଗର ସ୍ଥିତ ବାସ ଭବନରେ  ୯୫ ବର୍ଷ ବୟସରେ ବିୟୋଗ ହୋଇଛି। ଯେଉଁଥିରେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ସେ ତାଙ୍କ ଜୀବନୀ କାଳରେ…

ଚାକିରୀଆ ଯୁବତୀ : ଲୁଚିକି  ଆସିଲେ,  କରୋନା ବାଣ୍ଟିଲେ !

ହାଟଡିହି (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି l ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ବ୍ୟବସ୍ଥା କରାଯାଇ ପଦକ୍ଷେପ ନିଆଯାଉଛି l କିନ୍ତୁ ଚାକିରୀ କରିଥିବା ଜଣେ ଯୁବତୀ ସରକାରୀ ନୀତି ନିୟମ କୁ ମାନି ନାହାଁନ୍ତି…

ସାମାନ୍ୟ ବର୍ଷାରେ ବେହାଲ ବିରିଗଡ ଗ୍ରାମ 

http://www.youtube.com/watch?v=Q9Xj8EYguBk ହରଭଙ୍ଗା/ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବିରିଗଡ ଗ୍ରାମ ବନ୍ୟା ଦେଖିବାକୁ ମିଳିଛି । ନିକଟସ୍ଥ  ପାହାଡର ବର୍ଷା ଜଳ ପଶି  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ଭିତରେ ବନ୍ୟା ପରି ଜଳ…