ମୁଖ୍ୟମନ୍ତ୍ରୀଙ୍କର ଆହ୍ବାନ କ୍ରମେ ଅନୁଷ୍ଠିତ ହେଲା ଜୀବନବିନ୍ଦୁ କାର୍ଯ୍ୟକ୍ରମ:ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ :- ବର୍ତ୍ତମାନ ସମୟରେ ସାରା ଦେଶର ରକ୍ତ ଭଣ୍ଡାର ଗୁଡ଼ିକ ରେ ଦେଖାଦେଇଛି ରକ୍ତର ଅଭାବ । ଅନ୍ୟପଟେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟବାସୀଙ୍କୁ…

ଶିକ୍ଷକଙ୍କ ଅକାଳ ବିୟୋଗ

ଝାରବନ୍ଧ- ମନୋହର ଦାଶ:ବ ରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମ ର ଗୌଡ଼ମାଲ ୟୁ.ପି ସ୍କୁଲ ର ଶିକ୍ଷକ ତୀର୍ଥବାସୀ ଜଗତ(୪୨) ଙ୍କର ପରଲୋକ ହୋଇଯାଇଛି।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପଦ୍ମପୁର ମୁଖ୍ୟ ଚିକତ୍ସାଳୟ କୁ…

ବ୍ୟାପକ ମାତ୍ରାରେ କଫସିରଫ ଜବତ , ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

ବରଗଡ :- ଯୁବ ସମାଜକୁ ନିଶାସକ୍ତ କରାଇ ବେଆଇନ ଭାବରେ ଟଙ୍କା ରୋଜଗାର କରିବା କିଛି ଖଳ ପ୍ରକୃତିର ଲୋକଙ୍କର ଅଭ୍ୟାସ ପାଲଟି ଗଲାଣି । କ୍ରମାଗତ ଭାବରେ ଏହି ଭଳି ବେଆଇନ ନିଶା କାରବାର କୁ ରୋକିବା ପାଇଁ   ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି । ଏହି କ୍ରମରେ…

ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବନି ମେଧାବୀ ଛାତ୍ର ରାହୁଲଙ୍କୁ

ସହାୟତାର ହାତ ବଢ଼ାଇଲେ ଅଚ୍ୟୁତ,  କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ ଭୁବନେଶ୍ୱର (ଶାସକ ପ୍ରଶାସକ) :ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର…

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଆଗେଇ ଆସିବା ଦରକାର –…

• ଭୁବନେଶ୍ୱର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ • ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବାର ସକଳ୍ପ କରିବା • ହରେକୃଷ୍ଣ ମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲା • ଇରମରେ…

ଶ୍ରେଣୀ ଗୃହ ବାହାରେ ପାଲିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ।

ଧର୍ମଗଡ ସୁଶାନ୍ତ ରାଉତ : କଲାହାଣ୍ଡି ଜିଲ୍ଳା ଜୁନାଗଡ ବ୍ଲକ ମାଟିଗାଁ ପଂଚାୟତ ଅଧିନସ୍ଥ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ମୁଦୁଲିଙ୍କ ତତ୍ବାବଧାନରେ ମହାତ୍ମା ଗାନ୍ଧୀ ଓ ଲାଲଵାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଲନ କରାଯାଇଛି। କିନ୍ତୁ ଅତ୍ୟନ୍ତ…

କୃଷି ବିଲକୁ ବିରୋଧ କଲେ କୃଷକ ସଂଗଠନ,ବିଲକୁ ସମର୍ଥନ କରି ଚାଷୀଙ୍କ ପାଖକୁ ଯିବେ ବିଜେପି ନେତା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ନୂତନ କୃଷି ବିଲକୁ ନେଇ ଝଡ଼ ଥମିବାର ନାମ ନେଉ ନାହିଁ। ସାରା ଦେଶରେ ଏହାକୁ ନେଇ କୃଷକମାନଙ୍କ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଗୋଟିଏ ପଟେ ଅନ୍ନଦାତା ଏହାକୁ ନେଇ ସରକାରଙ୍କ ନିଦ ହଜାଇ ଦେଇଛନ୍ତି ତ ଅନ୍ୟ ପଟେ କେନ୍ଦ୍ରର ବିଜେପି ସରକାର…

ହାଇୱା ଗାଡ଼ିରୁ ଡିଜେଲ ଚୋରି ଅଭିଯୋଗରେ ଜଣେ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଇୱା ଗାଡ଼ିରୁ ଡିଜେଲ ଚୋରି କରିବା ଅଭିଯୋଗରେ ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଜଣକୁ ଗିରଫ କରିଛି। ସୂଚନାନୁସାରେ, ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ଗ୍ରାମର ଲବ ବାଗଙ୍କ ୨୮ ବର୍ଷ ବୟସ୍କ ପୁଅ ସୂର୍ଯ୍ୟ ବାଗ ବୃନ୍ଦାମାଲର ରେଲୱେ ଷ୍ଟେସନ ପାଖରୁ ଏକ ହାଇୱା…

ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ଅନଶନକାରୀ ଉଠିଲେ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଗତ ଚାରିଦିନ ଧରି ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର ୧୬୮ ଜଣ ଅନଶନକାରୀ ଅନଶନରୁ ବିରତ ହୋଇଛନ୍ତି। ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ମଧ୍ୟସ୍ଥତାରେ ଅନଶନକାରୀମାନେ ନିଜର ଅନଶନ ଭାଙ୍ଗିଛନ୍ତି।  ସୂଚନାଯୋଗ୍ୟ ଯେ ଆଜି ବିଜେପି ଜିଲ୍ଲା ସଭାପତି…

ଝାରସୁଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଦେଶର ଦୁଇ ଜଣ ମହାନ ବରପୁତ୍ରଙ୍କ ଜନ୍ମଦିନ ପାଳନ ହେଉଛି। ଏହି ଅବସରରେ ଝାରସୁଗୁଡ଼ାରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି।  ଜିଲ୍ଲାପାଳ ସରୋଜ କୁମାର ସାମଲ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,…